ଜ୍ୟୋତିଷ

ବାସ୍ତୁ ଟିପ୍ସ: କ୍ରିଷ୍ଟାଲ ଦୂର କରିବ ଆପଣଙ୍କ ଭାଗ୍ୟ, ଜାଣନ୍ତୁ କେଉଁ ଦିଗରେ ଏବଂ କେଉଁଠାରେ ଲଗାଇଲେ କ’ଣ ମିଳେ ଲାଭ

କଳିଯୁଗରେ ସୂର୍ଯ୍ୟଙ୍କ ପ୍ରତ୍ୟକ୍ଷ ଦେବତା ଭାବେ ଗଣାଯାଏ। ବାସ୍ତୁରେ କିଛି ନିୟମ ମଧ୍ୟ ସୂର୍ଯ୍ୟଙ୍କ କିରଣ ଉପରେ ଆଧାରିତ। ଯଦି କୌଣସି ସ୍ଥାନ ଉର୍ଜାହୀନ, ତେବେ ସେହି ସ୍ଥାନ ସୂର୍ଯ୍ୟ କିରଣ ଉର୍ଜାବାନ କରିଥାଏ। ସୂର୍ଯ୍ୟ କିରଣକୁ ନିୟନ୍ତ୍ରିତ ମାତ୍ରାରେ କ୍ରିଷ୍ଟାଲ ଆପଣଙ୍କ ପାଖକୁ ପହଞ୍ଚାଇଥାଏ। ବାସ୍ତୁରେ କ୍ରିଷ୍ଟାଲର ବହୁତ ମହତ୍ତ୍ୱ ରହିଛି। ଦେଖିବାକୁ ଚମକୁଥିବା ଏବଂ ବହୁତ ଆକର୍ଷଣୀୟ ଲାଗୁଥିବା କ୍ରିଷ୍ଟାଲ ବାସ୍ତବିକ ଜୀବନରେ ଅନେକ ସୁଧାର ଆଣିଥାଏ।

ଯଦି ଆପଣ ଘରେ କ୍ରିଷ୍ଟାଲକୁ ନିଜ ମନ ଅନୁସାରେ ରଖିଦିଅନ୍ତି, ତେବେ ଆପଣଙ୍କୁ ହୁଏତ ମନ ମୁତାବକ ଲାଭ ମିଳିବ ନାହିଁ। ଅଲଗା ଅଲଗା ସମସ୍ୟାର ସମାଧାନ କ୍ରିଷ୍ଟାଲ ଅଲଗା ଅଲଗା ସ୍ଥାନରେ ରଖିବା ଦ୍ୱାରା କରିଥାଏ। ତେବେ ଆସନ୍ତୁ ଜାଣିବା କ୍ରିଷ୍ଟାଲ ସହିତ ବାସ୍ତୁର କ’ଣ କନେକ୍ସନ ରହିଛି।

crystal ball

– ଘରେ କୌଣସି କ୍ରିଷ୍ଟାଲ ବଲ ଲଗାଇବା ପୂର୍ବରୁ ସୂର୍ଯ୍ୟ କିରଣରୁ ଆକ୍ଟିଭ ଏନର୍ଜି ମିଳିଥାଏ।

– ଯଦି ଆପଣଙ୍କ ଘରେ ପ୍ରତିଦିନ ଝଗଡା ଲାଗିଥାଏ, ତେବେ ଘରର ଲିଭିଂ ରୁମ୍‌ରେ କ୍ରିଷ୍ଟାଲ ବଲ୍ସକୁଏମିତି ଲଗାନ୍ତୁ ଯେମିତିକି ଏଥିରେ ସୂର୍ଯ୍ୟ କିରଣ ଏହା ମଧ୍ୟ ଦେଇ ଘରେ ପଡିବା ଲାଭକାରୀ ହୋଇଥାଏ।

– ବାଣିଜ୍ୟରେ ଯଦି କ୍ଷତି ହେଉଥାଏ, ତେବେ ରଙ୍ଗ ବେରଙ୍ଗର କ୍ରିଷ୍ଟାଲ ବଲ ଅଫିସ କିମ୍ବା ଫ୍ୟାକ୍ଟ୍ରିର ଉତ୍ତର ପଶ୍ଚିମ ଦିଗରେ ଲଗାଇଦିଅନ୍ତୁ।

ball

– ଆପଣଙ୍କ ଜୀବନସାଥୀ ସହିତ ଯଦି ମତଭେଦ ହୁଏ, ତେବେ ବେଡରୁମ୍‌ରେ ରୋଜ କ୍ୱାଟର୍ସ କ୍ରିଷ୍ଟାଲ ବଲ୍‌ ରଖନ୍ତୁ।

– ଯଦି ପିଲାଙ୍କୁ ପାଠପଢାରେ ଫୋକସ କରିପାରୁନାହିଁ, ତେବେ ପଢାରୁମରେ କ୍ରିଷ୍ଟାଲ ବଲ ଲଗାନ୍ତୁ। ଏହି ବଲ୍‌ ଘରର ନର୍ଥଇଷ୍ଟରେ କୋଣରେ ଲଗାନ୍ତୁ।

– କ୍ରିଷ୍ଟାଲ ଘରର ପୂର୍ବ ଦିଶାରେ ଲଗାନ୍ତୁ। ଏମିତି ଏହାକୁ ଘରେ ଲଗାଇଲେ ନକାରାତ୍ମକ ଉର୍ଜା କମ୍‌ ହୋଇଥାଏ। ଘରେ ଖୁସି ଆସିଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button