ଜ୍ୟୋତିଷ

ଆପଣଙ୍କ ଜିଭ ଏବଂ ଓଠ ବି ଜଣାଇଥାଏ କରୋନା ସଂକେତ, ଜାଣନ୍ତୁ କେମିତି ହୋଇଥାଏ ଏହି ଲକ୍ଷଣ

ଯେବେଠାରୁ ଆମେ ଶୁଣିଲେଣି, ସେବେଠାରୁ ଅନେକ ନୂଆ ନୂଆ ଲକ୍ଷଣ ଦେଖିବାକୁ ମିଳୁଛି। ଏଥିରେ ସଂକ୍ରମିତ ହେଉଥିବା ଆକ୍ରାନ୍ତଙ୍କ ଠାରେ ବିଭିନ୍ନ ନୂଆ ନୂଆ ଲକ୍ଷଣ ଦେଖିବାକୁ ମିଳୁଛି। କୋଭିଡ-୧୯ ମୁଖ୍ୟ ପ୍ରାରମ୍ଭିକ ଲକ୍ଷଣରେ ଏବେ ପର୍ଯ୍ୟନ୍ତ ପ୍ରବଳ ଜ୍ୱର, ସୁଖିଲା କାଶ, ଗଳାରେ ଦରଜ ଆଦି ସାମିଲ ଥିଲା କିନ୍ତୁ ଯେମିତି ଯେମିତି ଏହା ମାସ ମାସ ଧରି ବଢ଼ିବାକୁ ଲାଗିଲା କରୋନାରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢ଼ିବାକୁ ଲାଗିଲା। ଏହାର ଲକ୍ଷଣ ମଧ୍ୟ ନିଜ ନିଜ ଭିତରେ ଅଲଗା ଅଲଗା ଦେଖିବାକୁ ମିଳିଲା। କିଛି ମାସ ପୂର୍ବରୁ ଗନ୍ଧ ଏବଂ ସ୍ୱାଦ ହାନି, ନାକରୁ ପାଣି ବୋହିବା, ବାନ୍ତି ଏବଂ ଝାଡା, ମୁଣ୍ଡବ୍ୟଥା, ମୁଣ୍ଡ ବୁଲାଇବା ଆଦି ଲକ୍ଷଣ ମଧ୍ୟ ସାମିଲ କରାଯାଉଥିଲା।

toungବର୍ତ୍ତମାନ କିନ୍ତୁ କରୋନା ଭାଇରସର ନୂଆ ଲକ୍ଷଣ ଲଣ୍ଡନର ଲୋକଙ୍କ ଠାରେ ଦେଖିବାକୁ ମିଳିଛି, ଯାହା ବହୁତ ଖତରନାକ ହୋଇପାରେ। କରୋନାର ଏହି ନୂଆ ଲକ୍ଷଣ ଲଣ୍ଡନର ଲୋକଙ୍କର ଜିଭରେ ଦେଖିବାକୁ ମିଳୁଛି। ଯଦି ଆପଣଙ୍କ ଜିଭରେ ମଧ୍ୟ କୌଣସି ଚିହ୍ନ, ଦାଗ, କୁଣ୍ଡେଇ ହେଲା ଭଳି ନାଲି ରଙ୍ଗ ଦେଖା ଯାଏ ତ ସାବଧାନ, ଏହା କରୋନାର ନୂଆ ଲକ୍ଷଣ ମଧ୍ୟ ହୋଇପାରେ।

କିଛି କରୋନାଭାଇରସ୍‌ ରୋଗୀଙ୍କ ଜିଭରେ ଛୋଟ ଛୋଟ ଏବଂ ଲାଲ ଲାଲ ଦାନା ଭଳି ନଜର ଆସିଲା, ଯାହାପରେ ରିସର୍ଚ୍ଚର ଚେତାବନୀ ଦେଲେ ଯେ ଏହାକୁ ନଜର ଅନ୍ଦାଜ ବିଲକୁଲ ବି କରନ୍ତୁନାହିଁ। ଏହି ଦାନା କିମ୍ବା ରାସର ସବୁଠାରୁ ସାଧାରଣ ଲକ୍ଷଣକୁ ‘ଲାଇ ବମ୍ପସ୍‌’ କୁହାଯାଉଥିଲା। ଏହା ଦାନା ଜିଭରେ ଲାଲ ଏବଂ ଧଳା ରଙ୍ଗର ହୋଇଥାଏ।

tongଯଦି ଆପଣଙ୍କ ଓଠରେ ଅନେକ ସମସ୍ୟା କିମ୍ବା ଅସାମାନ୍ୟ ଯନ୍ତ୍ରଣା ରହିଥାଏ ତାହେଲେ ମଧ୍ୟ କରୋନାରେ ସଂକ୍ରମିତ ହେବାର ଭୟ ଆଡକୁ ଇସାରା କରିଥାଏ। କୋଭିଡ ସିମ୍ପଟମ୍ପସ ଷ୍ଟଡି ଆପ୍‌ ସଂୟୋଜନରେ ବ୍ରିଟିସ ଆସୋସିଏସନ ଅଫ ଡର୍ମାଟୋଲୋଜିଷ୍ଟ ଅନୁଯାୟୀ ଯଦି ଆପଣ କରୋନାରେ ସଂକ୍ରମିତ ଅଛନ୍ତି, ତାହେଲେ ଆପଣଙ୍କ ଓଠ ଡ୍ରାଏ ଅନୁଭବ ହୋଇପାରେ। ଓଠର ଏହି ସମସ୍ୟା ମୁହଁ ଭିତର ପର୍ଯ୍ୟନ୍ତ ବ୍ୟାପିପାରେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button