ଜ୍ୟୋତିଷ

ସ୍ତ୍ରୀ ର ଏହି ୫ଟି ଭୁଲ୍ – ସ୍ବାମୀକୁ କରିଥାଏ ଭିକାରୀ, ଆପଣ କରୁ ନାହାନ୍ତି ତ ଏହି ଭୁଲ ?

ଆପଣ ଜାଣିଥିବେ କି ଆମ ସମାଜରେ ବିବାହ କୁ ଦୁଇ ମଣିଷ ଙ୍କ ଆତ୍ମାର ମିଲନ ମଧ୍ୟ କୁହାଯାଏ । ଏହା ମାନ୍ୟତା ଅଛି କି ଯେଉଁ ମାନେ ବିବାହ କରନ୍ତି ସେମାନେ ସବୁ ବେଳେ ନିଜ ଜୀବନସାଥୀ ସହ ସବୁ ସମୟରେ ରହି ଥାନ୍ତି । ଆମ ଶାସ୍ତ୍ର ଅନୁସାରେ ଯେଉଁ ଜଣେ ଯଦି କିଛି ଭୁଲ କିମ୍ବା ଠିକ କାମ କରେ ତାର ପରିଣାମ ଅନ୍ୟ ଯଣଙ୍କୁ ଭୋଗ କରିବା କୁ ପଡିଥାଏ । ଯଦି ସ୍ତ୍ରୀ କିଛି ଭୁଲ କରେ ସେହି ପାଇଁ ସ୍ଵାମୀ ଭୋଗ କରିଥାଏ ଓ ସ୍ଵାମୀ ଯଦି ଭୁଲ କରେ ଏହା ସ୍ତ୍ରୀ ମଧ୍ୟ ଭୋଗ କରିଥାଏ ।

ଜଣେ ଯସ୍ୟ ପୂଣ୍ୟ କାମ କରିବ ତେବେ ଆର ଜଣକ ନିଶ୍ଚିତ ଭାବେ ଏହାର ଶୁଭ ପରିଣାମ ପାଇବ । ଏହା ଆଗରୁ ମଧ୍ୟ ପ୍ରମାଣିତ ହୋଇ ସାରିଛି ରାକ୍ଷାଶ ମାନେ ଯାହା ଭି କାଲେ ମଧ୍ୟ ନିଜ ସ୍ତ୍ରୀ ମାନଙ୍କ ପୂଣ୍ୟ ବଳରେ ସେ ସବୁ ବେଳେ ବଞ୍ଚି ଯାଇଥାନ୍ତି ।

ତେଣୁ କରି କୁହାଯାଏ କି ନାରୀର ସାହାଜ୍ଯ ନିଏ ଯେଉଁ ବ୍ୟକ୍ତି ସେ କେବେଭି କେଉଁ ଜାଗାରେ ହାରେନି । ଏହା ସହ ସ୍ସମ୍ପର୍କ ଥିବା କିଛି ଘଟଣା ଆମେ କହିବା ପାଇଁ ଯାଉଛୁ ଯାହାକୁ କରିବା ଦ୍ଵାରା ସ୍ତ୍ରୀ ମାନେ ସ୍ଵାମୀ ମାନେ ଖରାପ ପରିଣାମ ପାଇଥାନ୍ତି । ତୀବେ ଆସନ୍ତୁ ଜାଣିବା ଏହି ବିଷୟରେ ଜାଣିବା । ପ୍ରଥମ କଥା ହେଉଛି କି ଯେଉଁ ମହିଳା ମାନେ ସକାଳୁ ନ ଉଠିକି ଡେରି ଯାଏ ସୋଇ ରୁହନ୍ତି ସେମାନଙ୍କ ଘରେ ସବୁ ବେଳେ ଦାରିଦ୍ରତା ରହି ଥାଏ ।

ସେମାନଙ୍କ ସ୍ଵାମୀ ଯେତେ ଅଧିକା ରୋଜଗାର କଲେ ମଧ୍ୟ ସେମାନେ ସବୁ ବେଳେ ଗରିବ ହୋଇକି ରହି ଥାନ୍ତି । ଏବେ ଆସନ୍ତୁ ଜାଣିବା ଦ୍ଵିତୀୟ କଥା ଯେଉଁ ନାରୀ ମାନେ ବଡ ପାଟି କରି ସବୁବେଳେ କଥା ହୁଅନ୍ତି ସେହି ମାନଙ୍କ ଘରେ ସବୁ ବେଳେ ଅସାନ୍ତି ଲାଗି ରହି ଥାଏ ଓ ଝଗଡା ମଧ୍ୟ ହୋଇଥାଏ । ଯାହା ଦ୍ଵାରା ଘର ନର୍କ ଭଳି ଲାଗି ଥାଏ । ଯେଉଁ ମହିଳା ମାନେ ସଂଧ୍ୟା ସମୟରେ ଝାଡୂ କରନ୍ତି । ସେମାନଙ୍କ ଘରୁ ସବୁ ଦିନ ପାଇଁ ମା ଲକ୍ଷ୍ମୀ ଚାଲି ଯାଇ ଥାନ୍ତି । ଓ ସେମାନେ ସବୁ ବେଳେ କ୍ଷତି ସାହି ଥାନ୍ତି । ଯେଉଁ ମହିଳା ମାନେ ଅନ୍ୟ ପୁରୁଷ ଆଡକୁ ଅଧିକ ଆକ୍ରୁଷ୍ଟ ହୋଇଥାନ୍ତି ସେହି ଭଳି ମହିଳା ମାନେ କେବେ ଭି କାହାର ବିଶ୍ବାଶର ଯୋଗ୍ୟ ହୋଇ ନଥାନ୍ତି ।

ଆପଣମାନେ ଜାଣି ଥିବେ କି ଏହା କୁ ପାପ ସହ ମଧ୍ୟ ତୁଳନା କରା ଯାଇଛି କି ଆମେ ଯଦି ଏକ ସମ୍ପର୍କ ରେ ରହି ସେହି ମଣିଷ କୁ ଧୋକା ଦେବା ତେବେ ଆମେ ଏହାର ଖୁବ ଖରାପ ପରିଣାମ ପାଇବା । ଆପଣ ଆଉ ଏକ ଜିନିଷ ଦେଖି ଥିବେ କି ଏହି ପାଇଁ ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କ ଏବେ ଅଧିକ ଭାଙ୍ଗିବାରେ ଲାଗିଛି । ଏହା ପରେ ଯେଉଁ ନାରୀ ମାନେ ରୋଷେଇ କରିବା ବେଳେ ଅଇଁଠା କରିକି ତରାକରି କୁ ଚାଖି ଥାନ୍ତି ସେମାନେ ଖୁବ ଖରାପ ପରିଣାମ ପାଇ ଥାନ୍ତି । ଆପଣ ଏହି ଭଳି କରିବା ଦ୍ଵାରା ଘରେ ସବୁ ବେଳେ ଆପଣଙ୍କ ପରିବାର ଲୋକ ହୁଅନ୍ତୁ କିମ୍ବା ଆପଣ ନିଜେ ମଧ୍ୟ ବେମାର ରେ ପଡିଥାନ୍ତି । ଏହି ସବୁ ଜିନିଷ ମହିଳା ମାନେ କେବେଭି କରିବେନି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button