ଜ୍ୟୋତିଷ

ଅନ୍ୟକୁ ଆଦୌ ବି କୁହନ୍ତୁ ନାହିଁ ଏହି ସବୁ ସ୍ୱପ୍ନ, ନଚେତ୍‌ ସ୍ୱପ୍ନ ହୋଇଯିବ ସତ !

ପ୍ରାୟ ସବୁ ବ୍ୟକ୍ତି ଶୋଇବା ସମୟରେ ସ୍ୱପ୍ନ ଦେଖନ୍ତି, ଆଉ ଏମିତି ସ୍ୱପ୍ନ ଦେଖିବା ମଧ୍ୟ ସ୍ୱାଭାବିକ କଥା। କିନ୍ତୁ ଆପଣ ଜାଣିଛନ୍ତି କି, ପ୍ରତ୍ୟେକ ସ୍ୱପ୍ନ ପଛରେ କିଛି ରହସ୍ୟ ଲୁଚି ରହିଥାଏ। କୁହାଯାଏ, ଏହି ସ୍ୱପ୍ନର ବି ବ୍ୟକ୍ତିର ଜୀବନ ସହିତ କିଛି ନା କିଛି ସମ୍ପର୍କ ରହିଥାଏ। କିଛି ସ୍ୱପ୍ନ ଆମ ଜୀବନକୁ ଆସୁଥିବା ଖରାପ ସମୟର ମଧ୍ୟ ସଂକେତ ଦେଇଥାଏ। ହେଲେ ଆଉ କିଛି ସ୍ୱପ୍ନର ଅର୍ଥ ଥାଏ ଅଜଣା। ଆଜି ଆମେ ଆପଣଙ୍କୁ ଏମିତି କିଛି ସ୍ୱପ୍ନ ବିଷୟରେ ଜଣାଇବୁ,ଯାହାକୁ ଅନ୍ୟ କାହାକୁ କହିବା ଆଦୌ ଉଚିତ୍ ନୁହଁ।

drim-ଯଦି ଆପଣଙ୍କ ସ୍ୱପ୍ନରେ ଯଦି ସର୍ପ ଦେଖାଯାଏ ତେବେ ତାହା ଅତ୍ୟନ୍ତ ଶୁଭ। ଏହା ଦ୍ବାରା ଆପଣଙ୍କ ଜୀବନରେ ମାନ-ସମ୍ମାନର ବୃଦ୍ଧି ହୋଇଥାଏ। ଆଉ ଯଦି ଆପଣ ଏହି ସ୍ୱପ୍ନ ବିଷୟରେ ଅନ୍ୟକୁ ଜଣାନ୍ତି, ତେବେ ଏହାର ପ୍ରଭାବ ନଷ୍ଟ ହୋଇଥାଏ।

– ଆପଣ ନିଜକୁ ସ୍ୱପ୍ନରେ କୌଣସି ଏକ ଜଙ୍ଗଲରେ ବୁଲୁଥିବାର କିମ୍ବା କୌଣସି ନଦୀ ପାଖରେ ବସିଥିବାର ଦେଖୁଛନ୍ତି ତ ତେବେ ଏହାକୁ କାହାକୁ କୁହନ୍ତୁ ନାହିଁ। ଏହାର ଅର୍ଥ ଆପଣଙ୍କ ଜୀବନରେ କିଛି ଖୁସି ଆସିବାକୁ ଅଛି।

dream– ଆପଣ ଯଦି ସ୍ୱପ୍ନରେ ନିଜର ମୃତ୍ୟୁ ବିଷୟରେ ଦେଖୁଛନ୍ତି ,ତେବେ ଏହା କାହାକୁ କୁହନ୍ତୁ ନାହିଁ। କାରଣ ଏହାକୁ ଅତ୍ୟନ୍ତ ଶୁଭ କୁହାଯାଇଥାଏ। ଅର୍ଥାତ୍ ଆପଣ ଯଦି ଏପରି ସ୍ୱପ୍ନ ଦେଖୁଛନ୍ତି ତେବେ ଜାଣନ୍ତୁ ଯେ ଆପଣଙ୍କର କୌଣସି ସମସ୍ୟା ଦୂର ହେବାକୁ ଯାଉଛି ।ହେଲେ ଆପଣ ଯଦି ଏହି ସ୍ୱପ୍ନ ବିଷୟରେ ଅନ୍ୟକୁ କୁହନ୍ତି ତେବେ ଏହାର ପ୍ରଭାବ ନଷ୍ଟ ହୋଇ ଯାଇଥାଏ।

-ଯଦି ଆପଣଙ୍କ ସ୍ୱପ୍ନରେ ଯଦି ସର୍ପ ଦେଖାଯାଏ ତେବେ ତାହା ଅତ୍ୟନ୍ତ ଶୁଭ। ଏହା ଦ୍ବାରା ଆପଣଙ୍କ ଜୀବନରେ ମାନ-ସମ୍ମାନର ବୃଦ୍ଧି ହୋଇଥାଏ। ଆଉ ଯଦି ଆପଣ ଏହି ସ୍ୱପ୍ନ ବିଷୟରେ ଅନ୍ୟକୁ ଜଣାନ୍ତି, ତେବେ ଏହାର ପ୍ରଭାବ ନଷ୍ଟ ହୋଇଥାଏ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button