ଜ୍ୟୋତିଷ
ପାଗଳ ହୋଇଯିବେ ମଣିଷ ଯେତେ ଚେତାଇଲେ ଚେତିବେନି ରାଗିଯିବେ ଦେଖନ୍ତୁ ମାଳିକା ରେ ଆଧୁନିକ ଯୁଗପାଇଁ କଣ ରହିଛି ଚେତାବନୀ

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆଜି ଆମେ ମାଳିକା ବିଷୟରେ ଏଭଳି କିଛି ଜାଣିବାକୁ ଯାଉଛେ ଯାହାକି ଆମର ଆଗକୁ ଘଟିବାକୁ ଯାଉଛି। କାରଣ ଆପଣ ମାନେ ପ୍ରାୟ ତ ଶୁଣିଥିବେ ଯେ କୌଣସି ଏକ ଘଟଣା ଘଟିବା ପରେ ହିଁ କୁହାଯାଇଥାଏ ଯେ ଏହା ମାଳିକା ରେ ବର୍ଣ୍ଣିତ ଥିଲା । ଆପଣଙ୍କର ସେହି ଭ୍ରମ କୁ ଦୂରୀଭୂତ କରିବା ପାଇଁ ଆଜି ଆମେ ଜାଣିବା ମାଳିକା ରେ କଣ ବର୍ଣ୍ଣିତ ଅଛି ଯାହା ଆଗକୁ ଘଟିବ।
ମହାପୁରୁଷ ଅଚ୍ୟୁତନନ୍ଦ ଦାସ ଙ୍କ ରଚିତ ଯୁଗାବଧୀ ଗୀତରେ ଭବିଷ୍ୟତ ରେ କଣ ଘଟିବ ସେ ସମ୍ପର୍କ ରେ ବର୍ଣ୍ଣିତ ଅଛି। ଆଗକୁ ଅନେକ ମାନସିକ ରୋଗୀ ମାନେ ଜନ୍ମ ନେବେ। ତାହା ସହିତ ଅନେକ ଲୋକ ମଧ୍ୟ ତାଙ୍କ ନିଜର ମାନସିକ ଭାରସାମ୍ୟ ହରାଇ ବସି ଆ-ତ୍ମ-ହ-ତ୍ୟା ଭଳି ପଦକ୍ଷେପ ନେବେ।୭୦ ପ୍ରତିଶତ ଲୋକ ମାନେ ମଧ୍ୟ ପାଗଳ ହୋଇ ଯିବେ। ପିଲା ମାନେ ସବୁ ଏଭଳି ହେଲେ ତାଙ୍କ ଘରର ବୋଝ ବାପାଙ୍କ ଉପରେ ପଡ଼ିବ।
ମଣିଷ ଏବେ ନିଜ ଧର୍ମ ର ମାଜକ ଉଡଉଛନ୍ତି ଓ ନିଜ ଭଗବାନ୍ ପୁରଣ ପୋଥିର ମଧ୍ୟ ଅଟହସ୍ୟ କରୁଛନ୍ତି ଯାହାକି ବିଲକୁଲ ବି ଗ୍ରହଣ ଯୋଗ୍ୟ ନୁହେଁ। କିନ୍ତୁ ସେମାନେ ପାଶ୍ଚାତ୍ୟ ସଂସ୍କୃତିକୁ ଆପଣେଇବାକୁ ଲାଗୁଛନ୍ତି। ଆଗରୁ ଯେଉଁ ବିବାହ ପୂର୍ବରୁ ଏକ ପବିତ୍ର ଶବ୍ଦ ନିର୍ବନ୍ଧ ହେଉଥିଲା ତାହା ଏବେ ନାହିଁ ତାହା ଏବେ ରିଙ୍ଗ ସେରୀମୋନୀ ରେ ବଦଳି ଗଲାଣି ଆମ ପ୍ରଥା ଓ ପରମ୍ପରା ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି।
ରିଙ୍ଗ ସେରିମୋନୀ ଖ୍ରୀଷ୍ଟିଆନ ଧର୍ମ ର ହୋଇଥିବା ବେଳେ ଏବେ ଯେଉଁ ମେହେନ୍ଦି ସେରୀମୋନି ତାହା ହେଉଛି ଇସଲାମ ଧର୍ମ ର ଆମେ ସବୁ ଅନ୍ୟ ଧର୍ମ କୁ ଆପଣାଉଛୁ ଓ ସେଥି ପାଇଁ ଆମ ନିଜ ଧର୍ମ ଲୋପ ପାଇବାକୁ ବସିଲାଣି। ଅନେକ ସମୟରେ ଗୋ ହ-ତ୍ୟା ମଧ୍ୟ ହେଉଛି ଯାହାକି ହେଉଛି ମୂଳ କାରଣ ଆମର ପ୍ରାକୃତିକ ବିପର୍ଜୟ ଆସିବାର। ଏଭଳି ଅନ୍ୟାୟ ଅନିତି ଯୋଗୁଁ ଆମର ଅଵସ୍ଥା ଭବିଷ୍ୟତରେ ସଙ୍କତତ୍ପନ୍ନ ହେବକୁ ଯାଉଛି।