ଦେଶ- ବିଦେଶ

Jyotish Shastra- ଆସନ୍ତା କାଲି ସକାଳୁ ଅଚାନକ ଚମକି ଉଠିବ ଏହି ରାଶିର ଭାଗ୍ୟ, ମିଳିବ ବହୁତ ବଡ ଖୁସି ଖବର

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବା କୁ ଯାଉଛୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା ୧୬ ଫେବ୍ରୁୟାରୀ ଦିନ ହେବାକୁ ଯାଉଥିବା କିଛି ରାଶି ମାନଙ୍କ ଭାଗ୍ୟ ସମ୍ବନ୍ଧରେ । ଏହି ରାଶି ମାନଙ୍କ ଭାଗ୍ୟ ଏହି ଦିନ ରେ ସମ୍ପୂର୍ଣ୍ଣ ରୂପରେ ବଦଳିବାକୁ ଯାଉଛି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ରାଶି ଗୁଡ଼ିକ ର ଭବିଷ୍ୟତ ତଥା ରାଶିଫଳ ସମ୍ବନ୍ଧରେ । ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ, ଗ୍ରହ ମାନଙ୍କ ଚଳନ ଉପରେ ହିଁ ଭାଗ୍ୟର ଭବିଷ୍ୟତ ନିର୍ଭର କରେ ।

ଗ୍ରହ ର ଚଳନ ଦ୍ୱାରା ହିଁ କୌଣସି ବ୍ୟକ୍ତି ର ଭାଗ୍ୟ ସ୍ଥିର ହୋଇଥାଏ । ରାଶି ମାନଙ୍କ ଭାଗ୍ୟ ଗ୍ରହ ଗୁଡିକର ଚଳନ ଉପରେ ହିଁ ନିର୍ଭରଶୀଳ । କୌଣସି ବ୍ୟକ୍ତି ନିଜ ଜୀବନରେ ବହୁତ କଠିନ ପରିଶ୍ରମ କରିଥାଏ କିନ୍ତୁ ତାକୁ କୌଣସି ଫଳ ପ୍ରାପ୍ତ ହୋଇନଥାଏ ଏବଂ ବେଳେବେଳେ ବିନା ପରିଶ୍ରମରେ ହିଁ ବ୍ୟକ୍ତି କୁ ବହୁତ କିଛି ମିଳିଥାଏ ଯାହା କେବଳ ଗ୍ରହ ମାନଙ୍କ ଚଳନ ଦ୍ୱାରା ହିଁ ସମ୍ଭବ ହୋଇପାରିଥାଏ ।

ଯଦି କୌଣସି ବ୍ୟକ୍ତି ର ଗ୍ରହ ର ଚଳନ ସଠିକ ଭାବରେ ହୋଇଥାଏ ତେବେ ସେହି ବ୍ୟକ୍ତି କୁ କମ ପରିଶ୍ରମ ରେ ଅଧିକ ଫଳ ପ୍ରାପ୍ତ ହୋଇଥାଏ ନଚେତ ଜଣେ ବ୍ୟକ୍ତି ଯେତେବି କଠିନ ପରିଶ୍ରମ କରୁ ନା କାହିଁକି ତାକୁ କୌଣସି ଫଳ ପ୍ରାପ୍ତ ହୁଏନାହିଁ । ବନ୍ଧୁଗଣ ଏହି ନବବର୍ଷ ଫେବ୍ରୁୟାରୀ ମାସ ୧୬ ତାରିଖ ରେ କିଛି ରାଶି ମାନଙ୍କ ର ଗ୍ରହର ଚଳନ ହେତୁ ଏବଂ ଭଗବାନ ଶନିଦେବ ଙ୍କ କୃପା ଦୃଷ୍ଟି ଯୋଗୁଁ ସେମାନଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ଭାବରେ ବଦଳିବାକୁ ଯାଉଛି ଏବଂ ସେମାନଙ୍କ ଭାଗ୍ୟ ଚମକିବାକୁ ଯାଉଛି ।

ତେବେ ବନ୍ଧୁଗଣ ଆଜି ଆମେ ସେହି ରାଶି ଗୁଡ଼ିକ ସମ୍ବନ୍ଧରେ ଆପଣଂକୁ କହିବୁ ଯେଉଁ ମାନଙ୍କ ଭାଗ୍ୟ ଏହି ୧୬ ଫେବ୍ରୁୟାରୀ ଦିନ ଚମକି ଉଠିବ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧.ବନ୍ଧୁଗଣ ଆସନ୍ତା ୧୬ ଫେବ୍ରୁୟାରୀ ରେ ଯେଉଁ ରାଶି ଗୁଡ଼ିକ ର ଭାଗ୍ୟ ବଦଳିବାକୁ ଯାଉଛି ସେମାନେ ବ୍ୟାପାର କ୍ଷେତ୍ର ରେ ଅତ୍ୟନ୍ତ ଉନ୍ନତି ହାସଲ କରିବାକୁ ଯାଉଛନ୍ତି । ଏମାନଙ୍କ ବ୍ୟାପାର ରେ ଦୁଇ ଗୁଣ ଲାଭ ହେବାକୁ ଯାଉଛି । ଏମାନେ ବ୍ୟାପାର କ୍ଷେତ୍ରରେ ଯେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଚାହିଁବେ ସେଥିରେ ନିଶ୍ଚିତ ସଫଳତା ଲାଭ କରିବେ । ବ୍ୟାପାର ରେ ଚାରି ଦିଗରୁ କେବଳ ଉନ୍ନତି ହିଁ ପ୍ରାପ୍ତ ହେବ ।

୨. ଯେଉଁ ରାଶି ଗୁଡ଼ିକର ଭାଗ୍ୟ ବଦଳିବାକୁ ଯାଉଛି ସେମାନଙ୍କ ମଧ୍ୟରୁ ଯଦି କୌଣସି ବ୍ୟକ୍ତି ର ବ୍ୟକ୍ତିଗତ ତଥା ବିବାହିତ ଜୀଵନ କୁ ନେଇ କୌଣସି ସମସ୍ୟା ଦେଖାଯିବ ତେବେ ସେହି ବ୍ୟକ୍ତି ମାନଙ୍କ ସବୁ ସମସ୍ୟା ର ସମାଧାନ ହୋଇଯିବ ଏବଂ ସେମାନଙ୍କ ବିବାହିତ ଜୀଵନ ସୁଖମୟ ହେବ । ନିଜ ବିବାହିତ ଜୀଵନ ରେ ଏହି ବ୍ୟକ୍ତି ମାନେ ସଦା ସର୍ବଦା ହସଖୁସି ରେ ରହିବେ ଏବଂ ସନ୍ତାନ ର ଯୋଗ ମଧ୍ୟ ରହିଛି ।

୩. ଏହି ରାଶି ଗୁଡିକ ର ବ୍ୟକ୍ତି ମାନଙ୍କ ମଧ୍ୟରୁ ଯଦି କୌଣସି ବ୍ୟକ୍ତି ଙ୍କ ଆର୍ଥିକ ସ୍ଥିତି ରେ ସମସ୍ୟା ରହିଛି ତେବେ ତାହା ବହୁତ ଶୀଘ୍ର ଦୂର ହେବାକୁ ଯାଉଛି ଏବଂ ଆର୍ଥିକ ସ୍ଥିତି ସୁଧୁରିବାକୁ ଯାଉଛି । ଏହି ବ୍ୟକ୍ତି ମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ ଅଶେଷ କୃପା ରହିବ ଏବଂ ଏମାନଙ୍କ ଘରେ ଧନର ବର୍ଷା ହେବ । ଏମାନଙ୍କ ଘର ଧନଧାନ୍ୟ ରେ ପୂର୍ଣ ହେବକୁ ଯାଉଛି । ଏହି ବ୍ୟକ୍ତି ମାନଙ୍କ ସବୁ କ୍ଷେତ୍ରରେ ଧନ ଲାଭ ର ସଂଯୋଗ ରହିଛି ।

୪. ଏହି ରାଶି ଗୁଡ଼ିକ ମଧ୍ୟରୁ ଯଦି କୌଣସି ଏକ ରାଶି ଥିବା ବ୍ୟକ୍ତିଙ୍କ ପରିବାର ରେ କଳହ ଲାଗି ରହୁଛି ଏବଂ ପରିବାରରେ ଥିବା ସଦସ୍ୟଙ୍କ ପରସ୍ପର ମତଭେଦ ହେଉଛି ତେବେ ଏହି ବ୍ୟକ୍ତି ମାନଙ୍କ ର ଏହି ସବୁ ସମସ୍ୟା ମଧ୍ୟ ବହୁତ ଶୀଘ୍ର ସମାଧନ ହେବାକୁ ଯାଉଛି ଏବଂ ଘରେ ସୁଖ ସମୃଦ୍ଧି ସ୍ଥାପନ ହେବାକୁ ଯାଉଛି ଏବଂ ଏମାନଙ୍କ ଘରେ ଥିବା ସଦସ୍ୟ ଙ୍କ ପରସ୍ପର ମଧ୍ୟରେ ଥିବା କଳହ ମଧ୍ୟ ସମାପ୍ତ ହେବାକୁ ଯାଉଛି ।

୫. ଯଦି କୌଣସି ବ୍ୟକ୍ତି ବହୁତ ଦିନ ଧରି କୌଣସି ସମସ୍ୟା ରେ ଫସି ରହିଛନ୍ତି ଏବଂ ସେଥିରୁ ତାଙ୍କୁ ମୁକ୍ତି ମିଳୁନାହିଁ ତେବେ ବହୁତ ଶୀଘ୍ର ସେହି ବ୍ୟକ୍ତି ମାନଙ୍କ ସମସ୍ୟା ଦୂର ହେବାକୁ ଯାଉଛି । ଏହି ବ୍ୟକ୍ତି ମାନଙ୍କୁ ଚାକିରୀ ଏବଂ ରୋଜଗାର କ୍ଷେତ୍ରରେ ଉନ୍ନତି ମିଳିବାକୁ ଯାଉଛି । ଏମାନେ ଆସନ୍ତା ବର୍ଷ ରେ ବହୁତ ନୂଆ ମିତ୍ର ସହ ସଂଯୋଗ ବନାଇବେ । କିନ୍ତୁ କୌଣସି ବ୍ୟକ୍ତି ଙ୍କୁ ସହଜରେ ବିଶ୍ୱାସ କରିବେ ନାହିଁ କାରଣ ସେମାନେ ବିଶ୍ବାସ ଘାତକତା ମଧ୍ୟ କରି ପାରନ୍ତି । ଏଥିପ୍ରତି ଧ୍ୟାନ ରଖିବେ ।

ତେବେ ବନ୍ଧୁଗଣ ସେହି ରାଶି ଗୁଡ଼ିକ ହେଉଛି ବୃଷ ରାଶି, ତୁଳା ରାଶି, ମିଥୁନ ରାଶି, କନ୍ୟା ରାଶି ଏବଂ କୁମ୍ଭ ରାଶି । ବନ୍ଧୁଗଣ ଏହି ୫ଟି ରାଶିର ବ୍ୟକ୍ତି ମାନଙ୍କୁ ଅନେକ ଖୁସି ପ୍ରାପ୍ତ ହେବାକୁ ଯାଉଛି ଏବଂ ଗ୍ରହ ମାନଙ୍କ ଚଳନ ହେତୁ ଏମାନଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ବଦଳିବା ସହ ଚମକିବାକୁ ଯାଉଛି ଏବଂ ଭଗବାନ ଶନିଦେବ ଙ୍କ କୃପା ଦୃଷ୍ଟି ଏହି ରାଶି ମାନଙ୍କୁ ସଦା ସର୍ବଦା ଲାଭ ହେବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button