ଦେଶ- ବିଦେଶ

ଆଜିଠୁ ଇଣ୍ଟର ନେଟ ରେ ଖରାପ ଫିଲ୍ମ ଦେଖିବା ବାଲାଙ୍କ ପାଇଁ ଲାଗୁ ହେଲା ଏହି ତିନୋଟି ନିୟମ ।ନିୟମ ଭାଙ୍ଗିଲେ ହୋଇଯିବ ଜେଲ ।ଜାଣି ନିଅନ୍ତୁ

ଆଜି କାଲି ଇଣ୍ଟର ନେଟ ରେ ଉପସ୍ଥିତ ପର୍ନ କଣ୍ଟେନ୍ଟ କୁ ନେଇ ଲମ୍ବା ସମୟ ରୁ ହିଁ ତର୍କ ଚିଲିଛି ଏମିତି ରେ ବହୁତ ଥର ଏହାର କେଶ ସୁପ୍ରିମ କୋର୍ଟ କୁ ବି ଜାଇ ସାରିଛି । ଏମିତି ରେ ପର୍ନ ଉପରେ ପୂରା ପ୍ରତି ବନ୍ଧକ ଲଗାଇବା ପାଇଁ ଯୋର ଦିଆ ଜାଉ ଥିବା ବେଳେ ଆମ ଦେଶ ରେ ଯିଏ ଆସିବା ଠାରୁ ଇମ୍ଟର ନେଟ ରେ ପର୍ନ ଦେଖିବା ସଂଖ୍ଯା ବି ବଢି ସାରିଛି । ଏମିତି ରେ ଅଧିକ ଡାଟା ମିଳିବାରୁ ବହୁତ ଏମିତି ରହିଛନ୍ତି ଯେଉଁମାନେ କି ଏମିତି ୱେବ ସାଇଟ ରେ ବିତାଇବାରେ ଲାଗିଛନ୍ତି ।

ଏମିତିକା ପ୍ରଭାବ ପଡିବାରୁ ଏହି କିଛି ଦିନ ରେ ସୁପ୍ରିମ୍ କୋର୍ଟ ପର୍ନ ଗୁଡିକୁ ନେଇ କିଛି ଅଲଗା ହିଁ କାନୁନ୍ ବନାଇଛନ୍ତି । ଯେଉଁ ବିଷୟ ରେ ଆପଣଙ୍କୁ ବି ଜାଣିବା ନିଆହାତି ଆବଶ୍ୟକ ଅଟେ ।

ଯଦି ଆପଣ ପର୍ନ କୁ ନେଇ ଜାରି କରା ଯାଇଥିବା ନିୟମ କୁ ଜାଣି ନାହଁନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ତବେ ଆସନ୍ତୁ ଏହି ପର୍ନ କୁ ନେଇ ସୁପ୍ରିମ୍ କୋର୍ଟ କଣ କଣ ରାୟ ରଖିଛନ୍ତି । ପ୍ରଥମେ ରହିଛି ଯଦି କୈଣସି ଲୋକ ପୁର୍ନ ଗାର୍ଫି କୁ ବା ଚାଇଲ୍ଡ ପର୍ନ କୁ ସୋସିଆଲ ମିଡିଆ ରେ ଲୋକ ମାନଙ୍କ ସାମ୍ନା କୁ ଆଣେ ତେବେ ସାଇବର କ୍ରାଇମ୍ ତରଫ ରୁ ତାଙ୍କ ଉପରେ କାର୍ଯ୍ୟ ଧାରା ଉଠାଯିବ । ଏମିତି ରେ ଏବେ ସରକାର ଏହା ପାଇଁ ୱେବସାଇଟ ବି ଲଞ୍ଚ କରି ସାରିଛି ଯେଉଁ ଥିରେ କି ଏମିତି କରୁ ଥିବା ଲୋକ ମାନଙ୍କ ଉପରେ ଆପଣ ମାନେ ଅଭିଯୋଗ କରି ପାରିବେ । ଏମିତି ହାଇ କୋର୍ଟ ର ନିୟମ ପରେ ଭାରତ ରେ ପ୍ରାୟ 8 ରୁ ଅଧିକ ମାତ୍ରା ରେ ୱେବ ସାଇଟ କୁ ବନ୍ଦ କରି ଦିଆଯାଇଛି ।

ଏମିତି ରେ ଏହି ପର୍ନ ୱୋବ ସାଇଟ କୁ ବନ୍ଦ କରିବା ପଛରେ ରହିଛି ସମାଜ ରେ ପଳୁ ଥିବା ଅସଭ୍ଯତା କୁ ବନ୍ଦ କରିବା ବୋଲି ସେମାନେ କହିଛନ୍ତି । ଏମିତି ରେ ବର୍ତ୍ତମାନ ସମୟ ରେ ବହୁତ ଯୋର ରେ ମହିଳା ମାନଙ୍କ ଉପରେ ଆଙ୍ଗୁଳି ଉଠା ହେଉଛି । ଏମିତି ଭାରତ ରେ ପର୍ନ ୱେବସାଇଟ କି ଭିଡିଟ କରୁ ଥିବା ଲୋକ ମାନଙ୍କ ମଧ୍ଯ ରୁ 70 ପ୍ରତିଶତ ଲୋକ କେବଳ ମହିଳା ରହିଛନ୍ତି । ବୋଲି ଜଣା ପଡିଛି । ଏମିତି ରେ ଆଗ ସମୟ ରେ ଏହି ନେଇ ପୂରା କଡା କଡି ନିୟମ ନିଆ ଯିବ ବୋଲି ଜଣା ପଡିଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button