ଜ୍ୟୋତିଷ

ଶନିଦେବଙ୍କ କୃପାରୁ ଏହି 3 ଟି ରାଶି ହେବେ ଅତ୍ୟନ୍ତ ଭାଗ୍ୟଶାଳି, ମିଳିବ ବଡ ଖୁସି ଖବର, ହେବ ଧନବାନ

ଗ୍ରହ ମାନଙ୍କର ଚଳନ ପାଇଁ ଅନେକ ପରିବର୍ତ୍ତନ ଆସିଥାଏ ପ୍ରତେକ ବ୍ୟକ୍ତି ମନକଙ୍କ ଜୀବନରେ । ଜ୍ଯୋତିଷ ଶସ୍ତ୍ର ଅନୁସାରେ ଯଦି ଗ୍ରହ ଠିକ ଭାବେ ଚଳନ କରୁଛି ତେବେ ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ। ଯଦି ଏମାନଙ୍କ ଚଳନ ଠିକ ନାହିଁ ତେବେ ଜୀବନେରେ ସଂଘର୍ଷ ଆରମ୍ଭ ହୋଇଥାଏ। ଶନି ଦେବତା ହେଉଛନ୍ତି ନବଗ୍ରହ ମାନଙ୍କ ମଧ୍ୟରୁ ଜଣେ । ଶନୀଙ୍କର କୃପା ଦ୍ରୁଷ୍ଟି ହେଲେ ବ୍ୟକ୍ତି ଅନେକ ସଫଳତା ପାଇଥାଏ ମାତ୍ର ଶନିଙ୍କ ଖରାପ ଦୃଷ୍ଟିରୁ ନିଜକୁ ବଞ୍ଚାଇବା ଅସମ୍ଭବ ଅଟେ। ଜୋତିଷ ଗଣନା ଅନୁସାରେ ଯେଉଁ ରାଶିର ଉପରେ ଶନିଙ୍କର ଚଳନ ହେଉଛି ସେମାନଙ୍କ ଜୀବନରେ କିଛି ସୁଭ ହେବାକୁ ଜାଉଛି।

ଏହି ରାଶି ମାନଙ୍କ ଉପରେ ଶନିଙ୍କ ଶୁଭଦ୍ରୁଷ୍ଟି ଯୋଗୁ ଜୀବନରେ କିଛି ନୂଆ ଉପଲବ୍ଧି ପାଇବା ପାଇଁ ଯାଉଛନ୍ତି । ତେବେ ଆସନ୍ତୁ ଜାଣିବା ଏଭଳି କିଛି ରାଶିମାନଙ୍କ ବିଷୟରେ ଜିଏକି ସୌଭାଗ୍ୟ ପ୍ରାପ୍ତି କରିବାପାଇଁ ଯାଉଛନ୍ତି।

ମିଥୁନ – ମିଥୁନ ରାଶି ଉପରେ ଶନିଙ୍କ ବିଶେଷ ଶୁଭଦ୍ରୁଷ୍ଟି ଅଛି ।ଆପଣଙ୍କ ସମୟ ଉତ୍ତମ ଅଟେ ଆପଣ ନିଜର ବୁଦ୍ଧି ଦ୍ଵାରା ନିଜର ଅଟକିଥିବା କାମକୁ ପୂରା କରିବେ।ଶିକ୍ଷା କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସଫଳତା ମିଳିବ। ପୁରୁଣା ବନ୍ଧୁଙ୍କ ସହ ଦେଖା କରି ଆପଣଙ୍କୁ ଖୁସି ମିଳିବ। ନିଜକୁ ମନୋରଞ୍ଜନରେ ବ୍ୟସ୍ତ ରଖିବେ। ନିଜର ମଧୁର ବଚନ ରେ ଆପଣ ଲୋକଙ୍କୁ ପ୍ରଭାବିତ କରିବେ। ନିଜର ଭବିଷ୍ୟତକୁ ସୁରକ୍ଷିତ ରଖିବାରେ ସାମର୍ଥ୍ୟ ହେବେ। ଆପଣଙ୍କ ରୋଜଗାର ବଢେଇବାରେ ଆପଣ ସଫଳତା ପାଇବେ। ଆପଣଙ୍କ ଜୀବନରେ ଆସୁଥିବା ଏହି ନୂଆ ପ୍ରଭାବ ଆପଣଙ୍କ ପାଇଁ ବି ଲାଭ ଦାୟକ ହେବ।

ତୁଳା – ତୁଳା ରାଶିର ବ୍ୟକ୍ତି ମାନଙ୍କ ଉପରେ ଶନି ଦେବଙ୍କର ବିଶେଷ ଶୁଭ ନଜର ଅଛି।ଆପଣ କୌଣସି ପରିସ୍ଥିତିରେ ହାରିବେ ନାହିଁ । ଆପଣଙ୍କ ପରାକ୍ରମ ବଜାୟ ରହିବ ସମାଜରେ ।ବଡ ଅଧିକାରୀ ମାନେ ଆପଣଙ୍କୁ ପୁରା ସମର୍ଥନ କରିବେ। ଆପଣଙ୍କ ସମ୍ପତି ବୃଦ୍ଧିର ଯୋଗ ଦେଖାଉଛି । ମାର୍କେଟିଂଗ ରେ ଥିବା ଲୋକ ମାନେ ଅଧିକ ରୁ ଅଧିକ ଲାଭ କରିବେ। ଆଇନ ବ୍ୟାପାରରେ ସଫଳତା ମିଳିବ ଆପଣଙ୍କୁ। କେତେକ କ୍ଷେତ୍ରରେ ଆପଣଙ୍କ ଚେଷ୍ଟା ବିଫଳ ହୋଇଥିବ ମାତ୍ର ଏହି ସମୟ ମଧ୍ୟରେ ଆପଣ ତାହାକୁ ସଫଳତା ରେ ପରିଣତ କରି ପାରିବେ। ବିଦ୍ୟାର୍ଥୀ ମାନେ ନିଜକୁ ଆହୁରି ଅଧିକ ଜ୍ଞାନ ଆହୋରଣ ପାଇଁ ପ୍ରସ୍ତୁତ କରିପାରିବେ କାରଣ ଏହି ସମୟ ସେମାନଙ୍କ ପାଇ ଏକ ସୁବର୍ଣ ସୁଯୋଗ ଅଟେ।

ବିଛା – ବିଛା ରାଶି ଲୋକଙ୍କ ଜୀବନରେ ଅଧିକ ଶୁଭ ଫଳ ଅଛି ଶନି ଦେବଙ୍କ   କୃପାର । ଶନି ଦେବତାଙ୍କ କୃପାରୁ ଆପଣଙ୍କୁ ସନ୍ତାନ ସମ୍ବନ୍ଧିତ କିଛି ନୂଆ ଓ ଭଲ ଖବର ମିଳିବାକୁ ଯାଉଛି । ଆପଣଙ୍କ ଖ୍ଯାତି ଓ ପ୍ରଭାବ ବଢିବାରେ ଲାଗିବ। କିଛି ପୁରୁଣା ସମସ୍ୟାରୁ ମୁକ୍ତି ପାଇ ପାଇବେ ଆପଣ । ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ଭଲ ଫଳ ପ୍ରାପ୍ତି ହେବାକୁ ଯାଉଛି । ଆପଣ  ନିଜର ଶତ୍ରୁଙ୍କୁ ପରାସ୍ତ କରିବେ।

ଖାଇବା ପିବା ଦୃଷ୍ଟିରୁ ଦେଖିବାକୁ ଗଲେ ଆପଣଙ୍କର ରୁଚି ବଢିବ । ବିଦ୍ୟାର୍ଥୀ ମାନେ ନୂଆ ବିଷୟରେ ରୁଚି ରଖିବେ। ଏହି ସମୟ ଭିତରେ ଯଦି ଆପଣ କିଛି ନୂଆ ବାଣିଜ୍ୟ କରିବାକୁ ଚାହାଁନ୍ତି ତେବେ କରିପାରନ୍ତି କାରଣ ଏହାଠୁ ଅଧିକ ଉପଯୁକ୍ତ ସମୟ ଆଉ ଆପଣଙ୍କୁ ମିଳିବ ନହିଁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button