ଜ୍ୟୋତିଷ

ଘର ମହିଳା ମାନେ ସାବଧାନ ! ଯେଉଁ ଘରର ମହିଳା ମାନେ କରନ୍ତି ଏହି ୫ ଟି କାମ ଶୀଘ୍ର ହୁଏ ସ-ର୍ବ-ନା-ଶ ବେଳ ଥାଉ ଥାଉ ଜାଣି ନିଅନ୍ତୁ ଏହି କଥା

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଶୁଭ ଓ ଅଶୁଭର ମାନ୍ୟତା ବହୁ ପୁରାତନ କାଳରୁ ରହିିଛି। ଏହା ସମ୍ପର୍କରେ ଶାସ୍ତ୍ରରେ ମଧ୍ୟ ଲେଖାଯାଇଛି। ଯାହାକୁ ଆଜି ବି ଅନେକ ଲୋକ ମାନନ୍ତି। ସାଧାରଣ ଭାବେ ଘର ପରିବାରରେ ଗୁରୁଜନମାନେ ଅନେକ କଥାକୁ ନେଇ ବାରଣ କରିଥାନ୍ତି।
କିଛି କାମ କରିବା ଦ୍ୱାରା ଶୁଭ ଫଳ ମିଳିଥାଏ। ଅନ୍ୟ କିଛି କାମ ଅଛି ଯାହାକୁ ଶାସ୍ତ୍ରରେ ଅନୁଚିତ ମନାଯାଇଛି। ତାକୁ କରିବା ଦ୍ୱାରା ଅଶୁଭ ହୋଇଥାଏ। ଏହାଦ୍ୱାରା କାର୍ଯ୍ୟରେ ସଫଳତା ମିଳିନଥାଏ।
Special Report
୧:- ଘରର ମହିଳା ମାନେ କେବେବି ସନ୍ଧ୍ୟା ସମୟରେ ଚୁଟି ଖୋଲା କରି ଘରେ ବୁଲିବା କଥା ନୁହେଁ। କେତେ ଜଣ ମହିଳା ଅଛନ୍ତି ସନ୍ଧ୍ୟା ସମୟରେ ଚୁଟି ଖୋଲି ବୁଲନ୍ତି ଏପରି କରିବା ଶାସ୍ତ୍ର ଅନୁସାରେ ଉଚିତ ନୁହେଁ। ସନ୍ଧ୍ୟା ସମୟରେ ଚୁଟି ଖୋଲା କରି ବୁଲିଲେ ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ।
୨:- ଆପଣ ମାନେ ଦେଖିଥିବେ କେତେକ ମହିଳା ଘରର ଦ୍ବାର ମୁହରେ ବସି ଗପୁଥାନ୍ତି ବା ଖାଦ୍ୟ ଭୋଜନ କରୁଥାନ୍ତି। ଏହାକୁ ଅଶୁଭ ମନାଯାଇଥାଏ।
Special Report
ମାତା ଲକ୍ଷ୍ମୀ ମୁଖ୍ୟ ଦ୍ଵାର ଦେଇ ଘରକୁ ପ୍ରଵେଶ କରିଥାନ୍ତି। ଆଉ ମହିଳା ମାନେ ମୁଖ୍ୟ ଦ୍ଵାରରେ ହିଁ ବସିଥାନ୍ତି। ତେଣୁ ଲକ୍ଷ୍ମୀ ଦ୍ଵାର ମୁହରୁ ହିଁ ଫେରିଯାଇଥାନ୍ତି। ଘରଦ୍ବାର ମୁହକୁ ସ୍ଵଚ୍ଛ ଏବଂ ପରିଷ୍କାର ରଖନ୍ତୁ
୩:- ଆପଣ ମାନେ ତ ଜାଣିଥିବେ କେତେକ ମହିଳା ଘରେ ବହୁତ ଡେରି ପର୍ଯ୍ୟନ୍ତ ଶୋଇଥାଆନ୍ତି। ସୂର୍ଯ୍ୟଉଦୟ ପରେ ବି ଶୋଇ ରହିବା ଦ୍ଵାରା ଘରେ ନକାରାତ୍ମକ ଶକ୍ତି ବଢ଼ିଥାଏ।
ସକାଳୁ ଉଠି ଭଗବାନ ଶ୍ରୀହରିଙ୍କର ଆଶୀର୍ବାଦ ନେଇ ଘରେ ଧୂପ ଦୀପ ଦେଇ ପୂଜା କରନ୍ତୁ। ଯାହା ଦ୍ଵାରା ଘରେ ସକାରାତ୍ମକ ବଢ଼ିଥାଏ।
Special Report
୪:- ରାତିରେ ଅଇଁଠା ବାସନ ରଖିବା ଉଚିତ୍ ନୁହେଁ। ଅଇଁଠା ବାସନ ରଖିବା ଦ୍ଵାରା ଘରେ ନକାରାତ୍ମକତା ବଢ଼ିଥାଏ। ଏବଂ ମହାଲକ୍ଷ୍ମୀ ଏପରି ଘରେ ରହିନଥାନ୍ତି।
ସେଥିପାଇଁ ରୋଷେଇ ଘରକୁ ସଫା ରଖିବା ଉଚିତ୍। ଅଇଁଠା ବାସନକୁ ରାତିରେ ହିଁ ସଫା କରିଦିଅନ୍ତୁ। ଘରର ମହିଳା ମାନେ ଅଇଁଠା ବାସନରେ ଖାଆନ୍ତୁ ନାହିଁ। କିମ୍ବା ଅନ୍ୟକୁ ବି ଖାଇବାକୁ ଦିଅନ୍ତୁ ନାହିଁ।
Special Report
୫:- ସ୍ତ୍ରୀକୁ ପ୍ରେମ, ମମତା, ତ୍ୟାଗ, ସହନଶୀଳତା ମାନାଯାଇଥାଏ। କିନ୍ତୁ କିଛି କିଛି ସ୍ତ୍ରୀ ଲୋକମାନଙ୍କ ଅତ୍ୟନ୍ତ କଟୁ କଥା କହିଥାନ୍ତି। ଯେଉଁ ଘରେ ସ୍ବାମୀ ସ୍ତ୍ରୀ ମଧ୍ୟରେ ସବୁବେଳେ ଝାଗଡା ଲାଗି ରହିଥାଏ ସେଇ ଘରେ ମାତା ଲକ୍ଷ୍ମୀ ରହିନଥାନ୍ତି ବରଂ ତାଙ୍କ ଘରେ ମାତା ଅଲକ୍ଷ୍ମି ପ୍ରଵେଶ କରିଥାନ୍ତି।
୬:- ଯେଉଁ ଘରେ ଦ୍ଵାର ମୁହକୁ ଆସିଥିବା ଭିକାରୀକୁ ତିରସ୍କାର କରାଯାଇଥାଏ ସେହି ଘରେ ମହାଲକ୍ଷ୍ମୀ କେବେ ହେଲେ ପ୍ରଵେଶ କରିନଥାନ୍ତି।
ଘରକୁ ଆସିଥିବା ଭିକାରୀର ଅପମାନ କରନ୍ତି କିମ୍ୱା କିଛି ନଦେଇ ବିଦା କରିଦିଅନ୍ତି କିମ୍ୱା ଘର ମୁହକୁ ଆସିଥିବା ଗାଈକୁ କିଛି ଖାଇବାକୁ ନଦେଇ ବିଦା କରନ୍ତି ସେହିପରି ଘରରୁ ସୁଖ ଶାନ୍ତି ସବୁ ଦୂରେଇ ଯାଇଥାଏ।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button