ଦେଶ- ବିଦେଶ

ନବରାତ୍ରିର 9 ଦିନରେ ଭୁଲରେ ବି କରନ୍ତୁ ନାହିଁ ଏହି ସବୁ କାମ, ନହଲେ ଘରକୁ ଆସିବ ଦରିଦ୍ରତା

ନମସ୍କାର ବନ୍ଧୁଗଣ ନବରାତ୍ରି କୁ ଆଦିଶକ୍ତି ଙ୍କ ଆରାଧନା ର ସର୍ଵ ଶ୍ରେଷ୍ଠ ସମୟ କୁହାଯାଏ । ରୁଗବେଦ ର ଦଶମ ମଣ୍ଡଳ ର ଦେବୀ ଶୁକ୍ତ ରେ ଆଦିଶକ୍ତି ଙ୍କ ଉପାସନା କରି କୁହାଯାଇଛି କି ସିଏ ନିଜର ଭକ୍ତ ଙ୍କୁ ସୋଭାଗ୍ୟ ପ୍ରଦାନ କରିବା ବାଲି ଏବଂ ସମସ୍ତ ସଂସାରର ଦେବୀ ସେ । ନବରାତ୍ରି ଏକ ଉତ୍ସବ ନୁହେଁ ବରଂ ତ୍ୟାଗ, ଧୋର୍ୟ୍ଯ ,ପରୋପକାର ଏବଂ ନିଜ ଇନ୍ଦ୍ରିୟ କୁ ଶୁଦ୍ଧ କରିବାର ଆଧ୍ୟାତ୍ମିକ ଅଵସର ମଧ୍ୟ । ଆମେ ମାତାଙ୍କ ଭକ୍ତି ଆରାଧନା କରି ତାଙ୍କ ଆଶୀର୍ବାଦ ପାଇଥାଉ ।

ତେବେ ନବରାତ୍ରି ର ଆରମ୍ଭ ଏହି ଥର ଏହି ଭଳି ସମୟରେ ହେବାକୁ ଯାଉଛି ଯେତେବେଳେ କିଛି ସମସ୍ୟା ଆମ ଜୀବନରେ ରହିଛି ତେବେ ଯଦି ଆମେ ଭକ୍ତି ପୂଜନ କରି ମାତା ଭଗବତୀ ଙ୍କୁ ପ୍ରସନ୍ନ କରିଦେବା ତେବେ ଆମ ଜୀଵନ ରେ ଥିବା ସମସ୍ତ ଦୁଃଖ କଷ୍ଟ ଦୁର ହେବ ଏବଂ ସମସ୍ତ ମନୋକାମନା ପୂର୍ଣ୍ଣ ହୋଇଯିବ ।

ଏହି ଦୁଇ ଶୁଭ ମୁହୂର୍ତ୍ତରେ ଭୂମି ପୂଜନ, ଭବନ ନିର୍ମାଣ ଏବଂ ଅନ୍ୟ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରି ପାରିବୁ । ଆପଣ ଯାହାବି କିଛି କରିବେ ସେଥିରେ ସଫଳତା ନିଶ୍ଚିତ ପାଇବେ । ଏଥର ନବରାତ୍ରି ୭ଅକ୍ଟୋବର ରୁ ଆରମ୍ଭ ହୋଇଛି। ପ୍ରତିପଦା ତିଥିରେ ରେ ଏହି ନବରାତ୍ରି ପଡ଼ିଥାଏ ଏବଂ ୭ ରୁ ଆରମ୍ଭ ହୋଇ ୧୪ ତାରିଖ ପର୍ଯ୍ୟନ୍ତ ନବରାତ୍ରୀ ପାଳନ ହୁଏ ଏବଂ ୧୫ ତାରିଖ ରେ ଦଶହରା ପାଳନ କରାଯିବ ।

ପ୍ରଥମ ଦିନ ଆପଣ ଶୈଳୀପୁତ୍ରୀ ଙ୍କ ପୂଜାର୍ଚ୍ଚନା କରା ଯିବ । ଏବଂ କଳସ ସ୍ଥାପନ କରାଯିବା ଉଚିତ । ଏହି ଦିନ ଠାରୁ ଅଖଣ୍ଡ ଦୀପ ଜାଳି ପାରିବେ । ଏବଂ ସେ ଦୀପ ନଅ ଦିନ ଯାକ ଜଳିବା ଉଚିତ । ମାତାଙ୍କୁ ନୂତନ ବସ୍ତ୍ର ପିନ୍ଧାଇବା ଏବଂ ପୁଷ୍ପ ଫଳ ଭୋଗ କରିବା । ଧୂପ ଦୀପ ଜାଳିବା । ଏବଂ ଶ୍ରଦ୍ଧା ଭକ୍ତି ଭାବ ରଖିବା । ଏବଂ ଏହି ସମୟରେ ଫଳ ଗ୍ରହଣ କରିବେ । ଏବଂ ନଅ ଦିନ ପର୍ଯ୍ୟନ୍ତ ମୁଣ୍ଡ ରେ ତେଲ ଦେବେ ନାହିଁ କିମ୍ବା ଚୁଟି କାଟିବେ ନାହିଁ । ଲେମ୍ଭୁକାଟିବେ ନାହିଁ । ଏବଂ କଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହିଁ ।

ନବରାତ୍ରି ର ପ୍ରଥମ ଦିନ ଶୈଳୀ ପୁତ୍ର ରୂପ କୁ ପୂଜା କରାଯାଏ ।

ଦ୍ୱିତୀୟ ଦିନରେ ବ୍ରହ୍ମ ଚାରିଣୀ ରୂପ କୁ ପୂଜା କରାଯାଏ ।

ତୃତୀୟ ଦିନରେ ଚନ୍ଦ୍ର ଘଣ୍ଟା ରୂପ କୁ ପୂଜା କରାଯାଇଥାଏ ।

ଚତୁର୍ଥ ଦିନ ରେ କୁଷ୍ମାଣ୍ଡା ରୂପ କୁ ପୂଜା କରାଯାଇଥାଏ ।

ପଞ୍ଚମ ଦିନ ରେ ସ୍କନ୍ଧ ମାତାଙ୍କ ରୂପ ରେ ପୂଜା କରାଯାଏ ।

ଷଷ୍ଠ ଦିନରେ କାତ୍ୟାୟନି ରୂପ କୁ ପୂଜାକରା ଯାଏ ।

ସପ୍ତମ ରେ କାଲରାତ୍ର ରୂପ କୁ ପୂଜା କରାଯାଇଥାଏ ।

ଅଷ୍ଟମ ଦିନ ରେ ମହାଗୌରୀ ରୂପ କୁ ପୂଜା କରା ଯାଇଥାଏ ।

ନବମ ଦିନ ରେ ସିଦ୍ଧି ଦାତ୍ରୀ ରୂପ କୁ ପୂଜା କରା ଯାଇ ଥାଏ ।

ଏବଂ ଦଶମୀ ଦିନ ଦଶହରା ଉତ୍ସବ ପାଳନ କରିଥାଉ ତେବେ ମାଆ ଙ୍କ ଆଶୀର୍ବାଦ ସର୍ଵଦା ସମସ୍ତଙ୍କ ଉପରେ ରହୁ ଏହା କାମନା କରୁଛୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button