ଜ୍ୟୋତିଷ

ଆଜି ପବିତ୍ର ଜନ୍ମାଷ୍ଟମୀ କରନ୍ତୁ ଏହି କାମ ସବୁ ଇଛା ପୂରଣ ହେବ, ବଦଳିଯିବ ଆପଣଙ୍କ ଭାଗ୍ୟ

କୃଷ୍ଣ ଜନ୍ମାଷ୍ଟମୀର ପାବନ ପର୍ବ ଭାଦ୍ରବ ମାସର କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପୂରା ଭାରତ ବର୍ଷରେ ଆନନ୍ଦ ଏବଂ ଉଲ୍ଲାସ ସହିତ ପାଳନ କରାଯାଏ । ଭଗବାନ ଶ୍ରୀ କୃଷ୍ଣ ଙ୍କ ଜନ୍ମଦିନ କୁ ଜନ୍ମାଷ୍ଟମୀ ରୂପରେ ପାଳନ କରାଯାଇଥାଏ ଏବଂ ଜନ୍ମାଷ୍ଟମୀ ର ରାତ୍ରି କୁ ମୋହୋରାତ୍ରି ମଧ୍ୟ କୁହାଯାଇଥାଏ ଏଥିପାଇଁ ଜନ୍ମାଷ୍ଟମୀ ର ରାତ୍ରୀ କୁ ବିଶେଷ ମାନଯାଇଥାଏ କାହିଁକି କୁହାଯାଏ କିନେହି ରାତିରେ ଭଗବାନ ଶ୍ରୀ କୃଷ୍ଣଙ୍କ ର କୃପା ଦୃଷ୍ଟି ଯାହା ଉପରେ ପଡ଼ିଥାଏ ତାଙ୍କର ସମସ୍ତ ଇଚ୍ଛା ପୂରଣ ହୋଇଥାଏ ।

ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ଦିନ ଧଳା ରଙ୍ଗର ମିଷ୍ଟାନ୍ନ ବା ଚାଉଳ ର ଖିରି ଭଗବାନ ଶ୍ରୀ କୃଷ୍ଣଙ୍କୁ ଭୋଗ ଲଗାନ୍ତୁ କିନ୍ତୁ ଖିରିରେ ଚିନି ବଦଳରେ ମିଶ୍ରିର ପ୍ରୟୋଗ କରନ୍ତୁ ଏବଂ ଖିରୀରେ ତୁଳସୀ ପତ୍ର ପକାନ୍ତୁ । ଦକ୍ଷିଣାବର୍ତ୍ତି ଶଙ୍ଖରେ ଜଳପୂର୍ଣ୍ଣ କରି ଜନ୍ମାଷ୍ଟମୀ ଦିନ ସଖାଳେ ଭଗବାନ ଶ୍ରୀ କୃଷ୍ଣଙ୍କର ଅଭିଷେକ କରନ୍ତୁ ଏବଂ ସାମର୍ଥ୍ୟ ଅନୁସାରେ ଆପଣ ପଞ୍ଚାବୃତ ର ମଧ୍ୟ ଅଭିଷେକ କରିପାରିବେ ।

ଉତ୍ତମ ଜୀବନସାଥି ପାଇବାପାଇଁ ବା ପ୍ରେମରେ ସଫଳତା ପାଇବାପାଇଁ ଜନ୍ମାଷ୍ଟମୀ ଦିନ ଭଗବାନ ଶ୍ରୀ କୃଷ୍ଣଙ୍କର ମନ୍ଦିରକୁ ଯାଇ ହଳଦିଆ ରଙ୍ଗର ଫୁଲମାଳ ଅର୍ପଣ କରନ୍ତୁ ଏବଂ ହଳଦିଆ ରଙ୍ଗର ମିଠା ଏବଂ ମହୁ ର ଭୋଗ ଲଗାନ୍ତୁ । ଜନ୍ମାଷ୍ଟମୀ ଦିନ ରାତି ୧୨ଟା ପରେ ଦୁଧରେ କେଶର ମିଶ୍ରିତକରି ଭଗବାନ କୃଷ୍ଣଙ୍କ ଅଭିଷେକ କରନ୍ତୁ ।

ପୁରାଣ ଶାସ୍ତ୍ର ଅନୁସାରେ ଶ୍ରୀ କୁଷ୍ଣ ଭଗବାନ ବିଷ୍ଣୁ ଙ୍କ ଅବତାର ଅଟନ୍ତି ଏବଂ ତାଙ୍କ ପତ୍ନୀ ରୁକ୍ମଣୀ ମାତା ଲକ୍ଷ୍ମୀଙ୍କ ର ସୋରୁପ ଅଟନ୍ତି ସେଥିପାଇଁ କୃଷ୍ଣ ଜନ୍ମାଷ୍ଟମୀ ଦିନ ଭଗବାନ ଶ୍ରୀ କୃଷ୍ଣ ଙ୍କୁ ପ୍ରସ୍ନନ କରିବାପାଇଁ ଯଦି କିଛି ବିଶେଷ ଉପାୟ କରାଯାଏ ତାହାଲେ ମାତା ଲକ୍ଷ୍ମୀ ମଧ୍ୟ ପ୍ରସ୍ନନ ହୋଇଥାନ୍ତି ଏବଂ ଭକ୍ତଙ୍କ ସମସ୍ତ ଇଚ୍ଛା ପୂର୍ଣ୍ଣ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ଜନ୍ମାଷ୍ଟମୀ ଦିନ କରାଯାଇଥିବା କିଛି ବିଶେଷ ଉପାୟ ବିଷୟରେ ଯାହା କରିବା ଦ୍ଵାରା ମନ୍ୟୁଷ ର ସବୁ ଇଚ୍ଛା ପୂରଣ ହୋଇଥାଏ ।

କୃଷ୍ଣ ଜନ୍ମାଷ୍ଟମୀ ଦିନ ସକାଳୁ ଶୌଚ ସାରି ଶୁଦ୍ଧ ବସ୍ତ୍ର ପରିଧାନ କରି ରାଧାକୃଷ୍ଣ ମନ୍ଦିର କୁ ଯାଇ ହଳଦିଆ ରଙ୍ଗର ଫୁଲମାଳ ଭଗବାନ କୃଷ୍ଣ ଙ୍କୁ ଅର୍ପଣ କରନ୍ତୁ । ଏହି ପରି କରିବା ଦ୍ୱାରା ଧନ ସମ୍ବଦ୍ଧୟ ସମସ୍ତ ସମସ୍ୟା ଦୂର ହୋଇଥାଏ ଏବଂ ଧନ ପ୍ରାପ୍ତିର ଯୋଗ ଉତ୍ପନ ହୋଇଥାଏ । ଭଗବାନ ଶ୍ରୀ କୃଷ୍ଣ ଙ୍କୁ ପିତାମ୍ବର ଧାରୀ ମଧ୍ୟ କୁହାଯାଇଥାଏ ଏଥିପାଇଁ କୃଷ୍ଣ ଜନ୍ମାଷ୍ଟମୀ ଦିନ ମନ୍ଦିରରେ ଶ୍ରୀ କୃଷ୍ଣଙ୍କୁ ହଳଦିଆ ରଙ୍ଗର ବସ୍ତ୍ର, ହଳଦିଆ ରଙ୍ଗର ଫଳ ଏବଂ ହଳଦିଆ ରଙ୍ଗର ଭୋଗ ଅର୍ପଣ କରନ୍ତୁ ଯା ଦ୍ୟା ଦ୍ଵାରା ଭଗବାନ ଶ୍ରୀ କୃଷ୍ଣ ଏବଂ ମାତା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତି ହୋଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button