ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମେ ମାସରେ କେତେକ ଗ୍ରହ ନିଜର ଗତି ପରିବର୍ତ୍ତନ କରିବେ । ଏହି ଗ୍ରହ ଗୁଡିକରେ ସୂର୍ଯ୍ୟ, ମଙ୍ଗଳ, ବୁଧ ସାମିଲ ଅଛନ୍ତି । ଏହି ମାସରେ ବୁଧ ଦୁଇ ଥର ନିଜର ରାଶି ପରିବର୍ତ୍ତନ କରିବେ । ଏହା ସହିତ ମେ ୨୦୨୦ ରେ ଗୁରୁ, ଶୁକ୍ର ଓ ଶନି ଗ୍ରହ ବକ୍ରୀ ହେବେ । ଏହି ସମସ୍ତ ଗ୍ରହମାନଙ୍କ ଗତିର ପ୍ରଭାବ ଆପଣ ସମସ୍ତଙ୍କ ଉପରେ ଶୁଭ ପ୍ରଭାବ ପକାଇବ । ମେ ର ପ୍ରଥମ ସପ୍ତାହର ୪ ତାରିଖକୁ ଊର୍ଜା, କ୍ରୋଧ ଓ ସୈନ୍ୟ ଶକ୍ତିର କାରକ ମଙ୍ଗଳ ଗ୍ରହ କୁମ୍ଭ ରାଶିରେ ପ୍ରବେଶ କରିବେ । ଏହି ରାଶିରେ ମଙ୍ଗଳ ଗ୍ରହ ୧୮ ଜୁନ ୨୦୨୦ ପର୍ଯ୍ୟନ୍ତ ରହିବେ । ଏହି ଅବଧିରେ କୁମ୍ଭ ରାଶିର ଜାତକଙ୍କ ସାହସ ଓ ପରାକ୍ରମ ବଢିବ । କିନ୍ତୁ ଏହି ସମୟରେ କୁମ୍ଭ ରାଶିର ଲୋକମାନଙ୍କ କ୍ରୋଧ ବି ବଢିବ । ସେଥିପାଇଁ ଆପଣଙ୍କୁ ନିଜ ଉପରେ ସଂଯମତା ରଖିବାକୁ ହେବ । ଅନ୍ୟଥା ବିବାଦ ହୋଇପାରେ । See Mark Zuckerberg’s Legendary Prenup Agreement Zestradar Prince Harry Admitted What Was Suspected All Along About Archie Buzz Day Malia Obama Hits The Beach In Style — See Her Best Moments! Buzz Day Why Are People Suddenly Questioning The Obamas’ Marriage? Zestradar ୯ ମେ ରେ ବୁଧ ବୃଷ ରାଶିରେ ହେବେ ଗୋଚର ସମ୍ବାଦ, ସଂଚାର ଓ ବୁଦ୍ଧିର ପ୍ରତୀକ ବୁଧ ଗ୍ରହ ୯ ମେ ରେ ବୃଷ ରାଶିରେ ପ୍ରବେଶ କରିବେ । ଏହି ସମୟରେ ବୃଷ ରାଶିର ଜାତକମାନଙ୍କ ଉପରେ କିଛି ପ୍ରଭାବ ରହିବ । ଏହା ସମୟରେ ଆପଣଙ୍କ କ୍ଷମତା ବି ବୃଦ୍ଧି ହେବ । ଆପଣ ସାହସର ସହିତ ନିଜର କଥାକୁ ରଖିବେ । ଆପଣଙ୍କ ଦୃଷ୍ଟିକୋଣ ସ୍ପଷ୍ଟ ହେବ । ୧୪ ମେ ରେ ସୂର୍ଯ୍ୟ ବୃଷ ରାଶିରେ କରିବେ ପ୍ରବେଶ अन्य जबरदस्त कंटेंट Prince Harry Admitted What Was Suspected All Along About Archie Buzz Day See Mark Zuckerberg’s Legendary Prenup Agreement Zestradar Malia Obama Hits The Beach In Style — See Her Best Moments! Buzz Day Why Are People Suddenly Questioning The Obamas’ Marriage? Zestradar ୧୪ ମେ ରେ ସୂର୍ଯ୍ୟ ମେଷ ରାଶିରୁ ବାହାରି ବୃଷ ରାଶିରେ ପ୍ରବେଶ କରିବେ । ସୂର୍ଯ୍ୟ ଏହି ରାଶିରେ ୧୫ ଜୁନ ୨୦୨୦ ପର୍ଯ୍ୟନ୍ତ ରହିବେ । ସୂର୍ଯ୍ୟର ଏହି ରାଶିରେ ଆସିବା ଦ୍ଵାରା ଏହି ରାଶିମାନଙ୍କୁ ମିଶ୍ରିତ ଫଳାଫଳ ମିଳିବ । ଏହା ସହିତ ଆପଣ ସମସ୍ତ ସମସ୍ୟାର ସମାଧାନ ବାହାର କରିବେ ଓ ସମସ୍ତ କ୍ଷେତ୍ରରେ ବିଜୟ ପ୍ରାପ୍ତ ବି କରିବେ । ଅନ୍ୟ ପଟେ ଆପଣଙ୍କ ଭିତରେ ଅହଂକାର ବି ଆସିପାରେ । ଯାହାର ପ୍ରଭାବ ଦ୍ଵାରା ଆପଣଙ୍କ ସମ୍ପର୍କ ବି ଖରାପ ହୋଇପାରେ । ସୂର୍ଯ୍ୟର ଏହି ଗୋଚର ଆପଣଙ୍କ ଦାମ୍ପତ୍ୟ ଜୀବନ ପାଇଁ ଅନୁକୂଳ ନ ହୋଇପାରେ । ୨୫ ମେ ବୁଧ ମିଥୁନ ରାଶିରେ କରିବେ ପ୍ରବେଶ ମିଥୁନ ବୁଧର ରାଶି ଅଟେ । ଏହି ବର୍ଷ ୨୫ ମେ ରେ ବୁଧ ନିଜ ରାଶିରେ ପ୍ରବେଶ କରିବେ । ଏହି ସମୟରେ ଆପଣ ନିଜର ଭଲ ସ୍ଵଭାବ କାରଣରୁ ଲୋକମାନଙ୍କ ମଧ୍ୟରେ ଆକର୍ଷଣର କେନ୍ଦ୍ର ହେବେ । ସମାଜ ମଧ୍ୟରେ ଆପଣଙ୍କ ଛବି ଭଲ ରହିବ ଓ ଲୋକମାନେ ଆପଣଙ୍କୁ ସମ୍ମାନ ଦୃଷ୍ଟିରେ ଦେଖିବେ । ଏହି ଗୋଚର କାରଣରୁ ଆପଣଙ୍କ ସ୍ୱାସ୍ଥ୍ୟରେ ବି ବିଭିନ୍ନ ପ୍ରକାରର ସକରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ବୈବାହିକ ଜୀବନରେ ଆପଣଙ୍କୁ ଉତ୍ତମ ପରିଣାମ ମିଳିବ । ୧୧ ମେ ରେ ଶନି ବକ୍ରୀ ୧୧ ମେ କୁ ଶନି ବକ୍ରୀ କରିବେ । ତାଙ୍କର ଏହି ବକ୍ରୀ ଗତି ୧୪୨ ଦିନ ପର୍ଯ୍ୟନ୍ତ ରହିବ । ଏହା ପରେ ୨୯ ସେପ୍ଟେମ୍ବରରେ ପୁଣି ଥରେ ଶନି ମାର୍ଗୀ ହୋଇଯିବେ । ଜ୍ୟୋତିଷ ଶାସ୍ତ୍ରରେ ଶନିର ଗୋଚର, ବକ୍ରୀ ଓ ମାର୍ଗୀ ହେବା ବହୁତ ମହତ୍ଵ ରଖିଥାଏ । ଏହାର ପ୍ରଭାବ ସବୁ ରାଶିଙ୍କ ଉପରେ ପଡିଥାଏ । ୧୩ ମେ ଶୁକ୍ର ବକ୍ରୀ ଏହି ମାସରେ ୧୩ ମେ ରେ ଶୁକ୍ର ଗ୍ରହ ବକ୍ରୀ କରିବେ । ଏହା ପରେ ୨୫ ଜୁନ ୨୦୨୦ରେ ଶୁକ୍ର ମାର୍ଗୀ ହେବେ । ୧୪ ମେ ଗୁରୁ ବକ୍ରୀ ଏହି ମାସରେ ୧୪ ତାରିଖକୁ ଗୁରୁ ବକ୍ରୀ ଭାବରେ ଚଳିବେ ଓ ପୁଣି ୧୩ ସେପ୍ଟେମ୍ବର ୨୦୨୦ରେ ସେ ମାର୍ଗୀ ହେବେ ।

ଯଦି ଆପଣ ହିନ୍ଦୁ ଧର୍ମ ଉପରେ ବିଶ୍ଵାସ ରଖନ୍ତି ତେବେ ଆପଣଙ୍କୁ ଏହା ନିଶ୍ଚିତ ଜଣା ଥିବ କି ଏହି ଧର୍ମର ଲୋକମାନେ ସକାଳୁ ଉଠି ପୂଜା ପାଠର ନିୟମ କାହିଁକି କରନ୍ତି । କହିବାକୁ ଗଲେ ସମସ୍ତେ ଜାଣିଛନ୍ତି କି ଏହି ସୃଷ୍ଟିର ରଚୟତା କିଏ । ପ୍ରାୟତଃ ଆପଣମାନେ ଦେଖିଥିବେ କି ହିନ୍ଦୁ ଧର୍ମର ଲୋକମାନେ ପ୍ରାତଃ ସକାଳୁ ଉଠି ସ୍ନାନ କରି ଭଗବାନଙ୍କ ପୂଜା ପାଠରେ ଲାଗି ଯାଆନ୍ତି । କାରଣ ସମସ୍ତେ ଜାଣିଛନ୍ତି କି ଏହି ସୃଷ୍ଟିର ରଚୟିତାଙ୍କୁ ଆମେ ସମସ୍ତେ ମାନିଥାଉ ।

ସବୁ ଧର୍ମର ଲୋକମାନେ ନିଜ ନିଜର ଇଶ୍ଵରଙ୍କୁ ମନେ ପକାଇ ଥାନ୍ତି । କହିବାକୁ ଗଲେ ସମସ୍ତେ ନିଜର ଧର୍ମ ଅନୁସାରେ ନିଜ ନିଜ ଭଗବାନଙ୍କ ନାମ ନେଇ ତ କେବେ ଆଲ୍ଲାଙ୍କ ନାମରେ ତାଙ୍କର ଆରାଧନା କରିଥାନ୍ତି । କିନ୍ତୁ କହିବାକୁ ଗଲେ ସେ ଯେ କୌଣସି ବି ଧର୍ମର ହେଉ କିମ୍ବା କୌଣସି ବି ବ୍ୟକ୍ତି ହେଉ ତାହାର ଶ୍ରଦ୍ଧା ନିଜର ଇଶ୍ଵର ଉପରେ ହୋଇଥାଏ ଓ ଏହି କାରଣରୁ ସେ ନିଜର ଇଶ୍ଵରର ଆରାଧନା କରିଥାଏ ।
କେତେ ଥର ଲୋକମାନେ ପୂଜା କୌଣସି ଭଗବାନକୁ ପ୍ରସନ୍ନ କରିବା ପାଇଁ କରିଥାନ୍ତି ତ ଅନ୍ୟ ପଟେ କେତେକ ଲୋକମାନେ ନିଜର ଦୈନିକ ଜୀବନରେ ଶାନ୍ତିପୂର୍ଣ ଓ ମହତ୍ଵପୂର୍ଣ କାର୍ଯ୍ୟରେ ଏହାକୁ ସାମିଲ କରି ଦିଅନ୍ତି । ସମସ୍ତେ ଭଗବାନଙ୍କୁ ପୁଷ୍ପ ସମର୍ପିତ କରିଥାନ୍ତି । ଏହା ସହିତ ପୂଜା ସମୟରେ ଭଗବାନଙ୍କ ନିକଟରେ କେତେକ ପୁରାଣରେ ଥିବା କିଛି ଶ୍ଳୋକର ବି ଉଚ୍ଚାରଣ କରିଥାନ୍ତି ।

କିନ୍ତୁ ଶାସ୍ତ୍ର ଅନୁସାରେ ଶ୍ଳୋକର ଉପଯୋଗ କୌଣସି ବଡ କାର୍ଯ୍ୟ ଯେମିତି ଯଜ୍ଞ ଇତ୍ୟାଦି ପୂଜାରେ ବ୍ରାହ୍ମଣମାନଙ୍କ ଦ୍ଵାରା କରାଯାଏ । କହିବାକୁ ଗଲେ ଯେତେବେଳେ ବି କୌଣସି ବ୍ୟକ୍ତି ନିଜର ଇଶ୍ଵରଙ୍କ ଭକ୍ତି କରିଥାଏ ତେବେ ତାହାର ମନୋକାମନା ନିଶ୍ଚିତ ପୁରା ହୋଇଥାଏ । ଅନ୍ୟ ପଟେ ଆମେ ଆପଣଙ୍କୁ କହିଦେଉଛୁ କି ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତି ନିଜର ହୃଦୟର ସହିତ ଆରାଧନା କରିଥାଏ ତେବେ ଭଗବାନ ତାହାର ଇଚ୍ଛା ସଙ୍ଗେ ସଙ୍ଗେ ଶୁଣିଥାନ୍ତି ।
ଭଗବାନ ସେହି ବ୍ୟକ୍ତିର ଇଚ୍ଛାକୁ ସଙ୍ଗେ ସଙ୍ଗେ ପୁରା ବି କରି ଦିଅନ୍ତି । କାରଣ ହୃଦୟର ସହିତ କରିଥିବା ପ୍ରାର୍ଥନା ଇଶ୍ଵର ନିଶ୍ଚିତ ରୂପରେ ସ୍ଵୀକାର କରିଥାନ୍ତି ଓ ସମସ୍ତେ ବି ଏହା ଚାହିଁଥାନ୍ତି କି ଭଗବାନ ଅତିଶୀଘ୍ର ତାଙ୍କର ସମସ୍ତ ମନୋକାମାନ ପୁରା କରି ଦିଅନ୍ତୁ । ଯାହା ଦ୍ଵାରା ତାଙ୍କର ଜୀବନରେ ଖୁସି ଭରି ଯିବ ।

ବର୍ତ୍ତମାନ ସମୟରେ ସମସ୍ତଙ୍କୁ ଧନର ଇଚ୍ଛା ହୋଇଥାଏ ଓ ଏହି କାରଣ ଅଟେ କି ଆଜିକାଲି ଲୋକମାନେ ଧନ ପଛରେ ଦୌଡୁଛନ୍ତି । କାରଣ ବର୍ତ୍ତମାନ ସମୟରେ ସମସ୍ତ ଜିନିଷ ପାଇଁ ଟଙ୍କା ଦରକାର ହୋଇଥାଏ । କିନ୍ତୁ ଏହି କଥା ସତ ଅଟେ କି ଲୋକମାନେ ଯେଉଁଭଳି ଭାବରେ ଟଙ୍କା ପଛରେ ଦୌଡୁଛନ୍ତି ଯଦି ସେହିଭଳି ଇଶ୍ଵରଙ୍କ ପଛରେ ଦୌଡିବେ ତେବେ ଟଙ୍କା ନିଶ୍ଚିତ ରୂପରେ ସେମାନଙ୍କ ପଛରେ ଦୌଡିବ ।
ସେଥିପାଇଁ ଯଦି ଆପଣ ବି ସବୁଦିନ ପୂଜା କରୁଛନ୍ତି ତେବେ ଆପଣଙ୍କୁ ଗୋଟିଏ କଥା ନିଶ୍ଚିତ କହି ଦେଉଛୁ କି କେବେ ବି ପୂଜା କରିବା ସମୟରେ ଇଶ୍ଵରଙ୍କୁ ଧନ ସମ୍ପତି ମାଗନ୍ତୁ ନାହିଁ । ଅଥବା ପୂଜା କରିବା ସମୟରେ କେବଳ ଏହି ଗୋଟିଏ ବାକ୍ୟ କହି ଦିଅନ୍ତୁ । ଆମେ ଯେଉଁ ଶବ୍ଦ ବିଷୟରେ କଥାବାର୍ତ୍ତା କରୁଛୁ ତାହା ଏକଦମ ସାଧାରଣ ଅଟେ ।

ଯଦି ଆପଣ ପୂଜା କରିବା ସମୟରେ ଇଶ୍ଵରଙ୍କୁ କେବଳ ଏତିକି କହିଦେବେ କି ‘ହେ ଇଶ୍ଵର ଆପଣ ନିଜର କୃପା ଦ୍ରୁଷ୍ଟି ସର୍ବଦା ଆମ ଉପରେ ରଖିଥାନ୍ତୁ’ । ବିଶ୍ଵାସ ରଖନ୍ତୁ ଇଶ୍ଵରଙ୍କୁ ଏହି ଶବ୍ଦ ଅତ୍ୟଧିକ ପ୍ରିୟ ହୋଇଥାଏ । ସେଥିପାଇଁ ଏହିଭଳି କହୁଥିବା ବ୍ୟକ୍ତିଙ୍କ ଉପରେ ଇଶ୍ଵରଙ୍କ କୃପା ସର୍ବଦା ରହିଥାଏ । କେବଳ ଆପଣଙ୍କୁ ଭକ୍ତିର ସହିତ ଏହି ଶବ୍ଦ କହିବାକୁ ହେବ ।




