ଦେଶ- ବିଦେଶ

ଘରର ଅଟା ସହ ଜଡିତ ଏହି ଉପାୟ ରାତା ରାତି ଖୋଲିଦେବ ଆପଣଙ୍କ ଧନର ଦ୍ଵାର, ଏତେ ବର୍ଷିବ ପଇସା କି…

ଆଜିକାଲି ପ୍ରାୟତଃ ସମସ୍ତେ ଟଙ୍କାର ସମସ୍ୟାରେ, ଚାକିରି ସମସ୍ୟାରେ, ଘରେ ଦରିଦ୍ରତା ଭଳି ଭିନ୍ନ ଭିନ୍ନ ସମସ୍ୟାରେ ପୀଡିତ ଅଛନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ କିଛି ଛୋଟ ଛୋଟ ଉପାୟ କହିବାକୁ ଯାଉଛୁ, ଯାହାକୁ କରିବା ଦ୍ଵାରା ଆପଣ ନିଜର ପ୍ରାୟତଃ ସମସ୍ୟାରୁ ମୁକ୍ତି ପାଇଯିବେ । କହିବାକୁ ଗଲେ ଆମ ଶାସ୍ତ୍ରରେ ବହୁତ ବିଧିବିଧାନ ବିଷୟରେ କୁହାଯାଉଛି ଯାହାକୁ ବି ବୈଜ୍ଞାନିକ ରୂପରେ ବି ସଠିକ କୁହାଯାଇଛି ।

ଯାହାକୁ କରି ଆମେ ନିଜ ଘରର ଆଖପାଖର ନେଗେଟିଭ ଊର୍ଜାକୁ ବି ଦୂର କରି ପାରିବା । ଏହି ଉପାୟକୁ କରିବା ଦ୍ଵାରା ଆପଣଙ୍କ ଜୀବନରେ ବି ଚେଞ୍ଜେସ ଆସିବ । ଆପଣମାନଙ୍କ ମଧ୍ୟରେ ପ୍ରାୟତଃ ଲୋକମାନେ ବଜାରରେ ମିଳୁଥିବା ପକେଟ ଅଟା ବଦଳରେ ନିଜେ ଗହମକୁ ପେଶି ସେହି ଅଟାକୁ ବ୍ୟବହାର କରନ୍ତି । ଯଦି ଆପଣ ଏହିଭଳି କରୁଛନ୍ତି ତେବେ ଶନିବାର ଦିନ ଆପଣ ଗହମ ପେଶାନ୍ତୁ ଓ ଯେତେବେଳେ ବି ଆପଣ ଗହମ ନେଇ ଯାଉଛନ୍ତି ମାନେ ୧ କିଲୋ ଗହମରେ ୧୦୦ ଗ୍ରାମ ବୁଟ, ୧୧ଟି ତୁଳସୀ ପତ୍ର, ୨ ଟି କେସର ପକାଇ ଦିଅନ୍ତୁ ।

ପୁଣି ଏହାକୁ ଅନ୍ୟ ଗହମରେ ମିକ୍ସ କରି ପେଶି ଦିଅନ୍ତୁ । ଯଦି ଆପଣ ୫ କିମ୍ବା ୧୦ କିଲୋ ଗହମ ଗ୍ରାଇଡିଙ୍ଗ କରୁଛନ୍ତି ତେବେ ସେଥିରେ ଏହି ଉପାୟକୁ ବି କରି ପାରିବେ କିନ୍ତୁ କେବଳ ବୁଟର ମାତ୍ରା ବଢାଇ ଦିଅନ୍ତୁ । ଏହି ଉପାୟକୁ କରିବା ଦ୍ଵାରା ଆପଣଙ୍କ ଜୀବନ ଉପରେ ବହୁତ ପ୍ରଭାବ ପଡିଥାଏ । ଏହା ଦ୍ଵାରା ଆପଣଙ୍କ ଘରେ କେବେ ବି ବିବାଦ ହେବ ନାହିଁ ।

ଯଦି ଘରେ ନେଗେଟିଭ ଏନର୍ଜି ଅଧିକ ଅଛି ଓ ଟଙ୍କା ଆସିବାର ରାସ୍ତା ବି ବନ୍ଦ ହୋଇ ଯାଇଛି ତେବେ ଏହି ପରିସ୍ଥିତିରେ ଆପଣ ସର୍ବ ପ୍ରଥମେ କୌଣସି ବି ଶନିବାର ଦିନ ଘରକୁ ଭଲ ଭାବେ ସଫା କରନ୍ତୁ । ଏହା ଛଡା ଯେତିକି ବି ଭଙ୍ଗା ଜିନିଷ ଅଛି ତାହାକୁ ସବୁ ବାହାରକୁ ଫୋପାଡି ଦିଅନ୍ତୁ । ଅଦରକାରୀ ଜିନିଷକୁ କେବେ ବି ଘରେ ରଖନ୍ତୁ ନାହିଁ । ଏହା ପରେ ନିଜର ମୁଖ୍ୟ ଦ୍ଵାରରେ ଶନିବାର ଠାରୁ ଆରମ୍ଭ କରି ସବୁଦିନ ହଳଦୀ ପାଣି ପକାନ୍ତୁ ।

ଏହା ପରେ ଅଳ୍ପ ଗହମରେ କିଛି ଚୁଟକି ହଳଦୀ ମିଶାଇ ତାକୁ କୌଣସି ବି ଗାଈକୁ ଖାଇବାକୁ ଦିଅନ୍ତୁ । ଏହା ବି ଆପଣଙ୍କ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହାକୁ ସବୁଦିନ କରିବା ଦ୍ଵାରା ଆପଣଙ୍କ ପରିବାରର ଆର୍ଥିକ ସମସ୍ୟା ଦୂର ହୋଇଯିବ ।

ଏହା ଛଡା ଆପଣଙ୍କୁ କହିଦେଉଛୁ କି ଯେମିତି କି କଳା କୁକୁର କିମ୍ବା କୌଣସି କଳା ପଶୁକୁ ଯଦି ଆପଣ ରୁଟି କିମ୍ବା କୌଣସି ବି ଜିନିଷ ଖାଇବାକୁ ଦେଉଛନ୍ତି ତେବେ ଏହା ଦ୍ଵାରା ଆପଣଙ୍କୁ ବହୁତ ଲାଭ ହୋଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button