ଦେଶ- ବିଦେଶ

ଯଦି ଆପଣଙ୍କର କିମ୍ବା ଆପଣଙ୍କ କୌଣସି ପରିଚିତଙ୍କର କାନରେ ଚୁଟି ଅଛି ତେବେ ତାଙ୍କ ବିଷୟରେ ଜାଣନ୍ତୁ ଏହି ସବୁ ଗୁପ୍ତ କଥା!

ବନ୍ଧୁମାନେ ମନୁଷ୍ୟ ଜୀବନରେ ଏମିତି ବହୁତ ପ୍ରଶ୍ନ ଏବଂ ରହସ୍ୟ ଅଛି ଯେଉଁଗୁଡିକ ଆଜି ପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି । ଏମାନଙ୍କ ମଧ୍ୟରୁ କିଛି ପ୍ରଶ୍ନ ଅଛି ଯାହାର ଉତ୍ତର ମନୁଷ୍ୟ ପାଖରେ ନାହିଁ । ଏବଂ ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ମନୁଷ୍ୟ ସବୁବେଳେ ଉତ୍ସାହ ଦେଖାଇଥାଏ ।

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ମନୁଷ୍ୟ ଅଙ୍ଗ ଦ୍ଵାରା ମଣିଷର ସ୍ଵଭାବ ଏବଂ ବ୍ୟବହାର ବିଷୟରେ ସୂଚନା ଦିଆଯାଇଛି । ଆଜି ଆମେ ଏହି ଲେଖା ମାଧ୍ୟମରେ ବ୍ୟକ୍ତିର କାନକୁ ଦେଖି ତାଙ୍କର ବ୍ୟବହାର ଏବଂ ତାଙ୍କର ବ୍ୟକ୍ତିତ୍ଵ ବିଷୟରେ କେମିତି ଜାଣିପାରିବେ ତାହାର ସୂଚନା ଦେବାକୁ ଯାଉଛୁ ।

ଆସନ୍ତୁ ଜାଣିବା ଏହା ବିଷୟରେ

·    ଆପଣଙ୍କୁ କହିଦେଉଛୁ ଯେ ବ୍ୟକ୍ତିର କାନ ଯଦି ତଳ ପଟୁ ଗୋଲ ହୋଇଥାଏ ତେବେ ବ୍ୟକ୍ତି ବହୁତ ଭାଗ୍ୟଶାଳୀ ହୋଇଥାଏ । ଏହି ବ୍ୟକ୍ତି ଅପାର ଧନ, ବୈଭବ, ଐଶ୍ୱର୍ୟ୍ୟ ଏବଂ ସୁଖ ସୁବିଧାରେ ସମ୍ପନ୍ନ ହୋଇଥାନ୍ତି।

·    ଆପଣ ଜାଣିବା ନିମନ୍ତେ କହିଦେଉଛୁ ଯେ ଯେଉଁ ବ୍ୟକ୍ତି ମାନଙ୍କର କାନ ମୋଟା ହୋଇଥାଏ ସେହି ବ୍ୟକ୍ତି ଇଶ୍ଵରଙ୍କୁ ବହୁତ ମାନିଥାଏ ଏବଂ ସେ ନିଜର ପୁରା ଜୀବନ ଇଶ୍ଵରଙ୍କର ଭକ୍ତିରେ ହିଁ ବିତାଇ ଦେଇଥାଏ ।

·    ଯେଉଁ ବ୍ୟକ୍ତିର କାନ ମାଙ୍କଡ ଭଳି ହୋଇଥାଏ ସେହି ବ୍ୟକ୍ତିମାନେ ପ୍ରାୟତଃ ସ୍ଵାର୍ଥୀ ସ୍ଵଭାବର ହୋଇଥାନ୍ତି । ଏହି ବ୍ୟକ୍ତିମାନେ ସବୁବେଳ ଲୋଭୀ, ମୋହ ତଥା ଅହଙ୍କାରୀ ହୋଇଥାନ୍ତି । ଏହି ବ୍ୟକ୍ତିଙ୍କର ଗୃହସ୍ତ ଜୀବନରେ ବହୁତ ସମସ୍ୟା ଥାଏ ।

·    ଯେଉଁ ବ୍ୟକ୍ତିର କାନ ଉପରେ ଚୁଟି ଥାଏ ସେହି ବ୍ୟକ୍ତି ବହୁତ ଚତୁର ହୋଇଥାନ୍ତି । ଏହି ବ୍ୟକ୍ତିମାନେ ଟଙ୍କା ଆୟ କରିବା ପାଇଁ ମିଛର ମଧ୍ୟ ସାହାରା ନେଇଥାନ୍ତି । ଯେଉଁ ବ୍ୟକ୍ତିଙ୍କର କାନ ଉପରର ଚୁଟି ଛୋଟ ହୋଇଥାଏ ସେହି ବ୍ୟକ୍ତିମାନେ ଦରିଦ୍ର ହୋଇଥାନ୍ତି ।

·    ଆପଣଙ୍କୁ କହିଦେଉଛୁ ଯେ ଯେଉଁ ବ୍ୟକ୍ତିର କାନ କାନପଟି ସହ ଯୋଡି ହୋଇ ଅଛି ଏହି ବ୍ୟକ୍ତି ନିଜର ବୁଦ୍ଧି ଦ୍ଵାରା ଧନ ଅର୍ଜିନ କରି ପାରିବେ । ଏହି ବ୍ୟକ୍ତି ବହୁତ ଚତୁର ହୋଇଥାନ୍ତି । ଏହି ବ୍ୟକ୍ତି ବହୁତ ଧନୀ ମଧ୍ୟ ହୋଇଥାନ୍ତି ।

·    ଆପଣ ବହୁତ ଲୋକଙ୍କୁ ଦେଖି ଥିବେ କି ତାଙ୍କ କାନ ବହୁତ ଲମ୍ବା ହୋଇଥାଏ ଏହି ବ୍ୟକ୍ତି ମାନଙ୍କର ବ୍ୟବହାର ବହୁତ କୁଶଳତାର ପ୍ରତୀକ ଅଟେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button