ଜ୍ୟୋତିଷ

Vastu Shastra- ଏହି 1 ପକ୍ଷୀ ଘରକୁ ଆସିଲେ ରାତାରାତି ଆପଣ ହେଇଯିବେ କୋଟିପତି, କିନ୍ତୁ ଏହି 5 ଟି ପକ୍ଷୀ ଘରକୁ ଆସିବା ହୋଇଥାଏ ବହୁତ ଅଶୁଭ

ହିନ୍ଦୁ ଶାସ୍ତ୍ରରେ ଅନେକ କିଛି ଲେଖା ହୋଇଛି ଯାହାକୁ ଜାଣିବା ଦ୍ଵାରା ଆମର କାମ ସରଲ ହୋଇ ପାରେ ମାତ୍ର ଦେଖିବାକୁ ଗଲେ ଏହା ଅନେକ ଲୋକଙ୍କ ଦ୍ଵାରା ଗ୍ରହଣୀୟ ନୁହେଁ । ଏହା ସତ ହୋଇ ଥାଏ ହିନ୍ଦୁ ଶାସ୍ତ୍ର ଅନୁସାରେ କିଛି ଜୀବ କିଛି ପକ୍ଷୀ ଓ କିଛି ସମୟ ଥାଏ ଯାହା ମାଧ୍ୟମରେ ମଣିଷ ନିଜର ଭଲ ସମୟ ଓ ଖରାପ ସମୟ ବିଷୟରେ ଜାଣି ପାରିବ ଯଦି ମଣିଷ କିଛି ମାତ୍ରାରେ ସତର୍କ ହୋଇ ପାରିବ ତାହେଲେ ହୁଏତ ନିଜର ଲୋକମାନଙ୍କର ଭଲ କରିବାରେ ସମର୍ଥ ହୋଇ ପାରିବ । ଆଜି ଆମେ ଆପଣ ମାନଙ୍କୁ କିଛି ଏଭଳି ଚଢେଇ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଘରକୁ କିଛି ଶୁଭ ଆଣି ଥାନ୍ତି ଓ କିଛି ଘର ପାଇଁ ଅଶୁଭ ଖବର ଆଣି ଥାନ୍ତି ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଚଢେଇ ଶୁଭ ଓ ଅଶୁଭ ।

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏହି ଚଢେଇ ମାନେ ଘରକୁ ଆସିବା ଆରମ୍ଭ କାଲେ ଆପଣଙ୍କର ଖରାପ ସମୟ ଆରମ୍ଭ ହୋଇ ଜୀବ । ବାଦୁଡି ଏହି ଚଢେଇ ଘରେ ପଶିଗଲେ ଶାସ୍ତ୍ର ଅନୁସାରେ କୁହା ଯାଏକି ସେହି ଘରେ ଅନେକ ଝଗଡା କଳହ ଆସି ଥାଏ , ଦରିଦ୍ରତା , ମୃତ୍ୟୁ ଭଳି ଘାତକ ଭବିଷ୍ୟତ ହୋଇ ଥାଏ । କିଛି ଲୋକଙ୍କ ମତ ଅନୁସାରେ କୁହା ଯାଇଛି କି ଯଦି ବାଦୁଡି ଘରେ ପଶି ଯାଉଛି ତେବେ ଭାଇ ଭାଇ ମଧ୍ୟରେ ଝଗଡା ଆରମ୍ଭ ହୋଇ ଥାଏ ।

କାଉ ଯଦି ଘରେ ରୁହେ କିମ୍ବା ଘରେ ନିଜର ବସା କରି ଥାଏ ତେବେ ଏହା ଅଶୁଭ ଅଟେ । କୁହା ଯାଏ କାଉ ରୂପରେ ଅନେକ ଖରାପ ଶକ୍ତି ଆସି ପାରନ୍ତି ଘରକୁ ତେଣୁ କରି ଯଦି କାଉ ସ୍ଵପ୍ନରେ ଦେଖା ଯାଏ କିମ୍ବା ସକାଳୁ ଆସି ଘର ସାମ୍ନାରେ ବାର ବାର ଡାକୁ ଥାଏ ଏହାର ଅର୍ଥ କିଛି ସମ୍ବାଦ ଦେବାର ଅଛି ।

ଟିଟହରି ଏହି ଚଢେଇ ଯଦି କାହା ଘରେ କିମ୍ବା ଗଛରେ ଆସି ବସିଥାଏ ତେବେ ପ୍ରଳୟର ସମ୍ଭାବନା ଅଛି ଏହି ଚଢେଇ ମାନେ ସର୍ବଦା ଭୂମିରେ ଥାନ୍ତି ଯଦି ହଠାତ ଆସି ଘରେ ବାସ କରନ୍ତୀ ତେବେ ଏହା ଅଶୁଭ ଅଟେ । ପାରା ଘରେ ଯଦି ଆସି ରହେ କିମ୍ବା ନିଜର ଘର ବନାଏ ତେବେ ଏହା ଶୁଭ ଅଟେ ।

ଏହା ଛଡା ଯଦି ଛୋଟ ଚଢେଇ ମାନେ ମଧ୍ୟ ଆସିକି ଘରେ ରୁହନ୍ତି ତେବେ ଜାଣିବେ କି ଏହା ଏକ ଶୁଭ ସଂକେତ ଅଟେ ମା ଲକ୍ଷ୍ମୀ ଆପଣଙ୍କର ଘରକୁ ଆସିବା ପାଇଁ ଚାହାଁନ୍ତି । ଘରୁ ସବୁ ଦୁଃଖ କଷ୍ଟ ଦୂରେଇ ଜୀବ ମନରେ ଶାନ୍ତି ଓ ପରିବାରରେ ସବୁ ଭଲ ରହିବେ ।


ପେଚା ଯଦି ପେଚା ଘରକୁ ବାର ବାର ଆସିଥାଏ ତେବେ ଏହା ଅଶୁଭ ଅଟେ । ଯଦି କେତେବେଳେ କେମିତ ଏହା ଘରକୁ ଆସିଥାଏ ତେବେ କିଛି ନାହିଁ ମାତ୍ର ଏହା ବାର ବାର ଆସିବା କାହାର ମୃତ୍ୟୁର କାରଣ ମଧ୍ୟ ହୋଇଥାଏ।  ତେବେ ବନ୍ଧୁଗଣ ଯଦି ଆପଣଙ୍କୁ ଆମର ଏହି ସୂଚନା ଭଲ ଲାଗେ ତେବେ ଏହାକୁ ଲାଇକ କରିବେ ଓ ନିଜର ମତ ଦେବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button