ମନୋରଞ୍ଜନ

ବାଛନ୍ତୁ ନିଜ ପସନ୍ଦର କୌଣସି ଗୋଟିଏ ନମ୍ବର ଓ ଜାଣନ୍ତୁ ଯଦି ଆପଣ ଓ ଆପଣଙ୍କ ପାର୍ଟନରଙ୍କ ମଧ୍ୟରେ ଯଦି କେହି ରାଗିଯାଏ ତ ପ୍ରଥମେ କିଏ ମନେଇବ ? Love Quiz Game

ବାଛନ୍ତୁ ଏଥିରୁ କୈାଣସି ଗୋଟିଏ ନମ୍ବର, ଆପଣଙ୍କ ଦୁଇ ଜଣଙ୍କ ମଧ୍ୟରୁ କେହି ରାଗିଗଲେ ତେବେ ପ୍ରଥମେ କିଏ ମନାଇ ଥାଏ ? ଆଜି ଆମେ ଆପଣଙ୍କ ପାଇଁ ବହୁତ ଚିତ୍ତାକର୍ଷକ ଏବଂ ମଜାଦାର କୁଇଜ୍ ଖେଳ ନେଇକି ଆସିଛୁ। ଏହି ଖେଳ ଅନୁସାରେ ଆପଣଙ୍କୁ କିଛି ନମ୍ବର ଦିଆ ଯାଇ ଅଛି, ଯେଉଁଥିରୁ ଆପଣଙ୍କୁ କୈାଣସି ଗୋଟିଏ ନମ୍ବର ବାଛିବାକୁ ହବ ସେଥିରୁ। ଏଥିପାଇଁ ଆପଣଙ୍କୁ ୫ ସେକେଣ୍ଡ ମିଳିବ। ଦେଖିବା ଆପଣ ବାଛିଥିବା ନମ୍ବରରୁ ଆପଣ ଦୁଇ ଜଣଙ୍କ ଭିତରୁ ଜଦି କେହି ଅଭିମାନ କରେ ତେବେ ପ୍ରଥମେ କିଏ ମନାଇ ଥାଏ ?

ଜଦି ଆପଣ ଏଥିରେ କୈାଣସି ଗୋଟିଏ ନମ୍ବର ବାଛିଛନ୍ତି ତେବେ କମେଣ୍ଟ କରି କୁହନ୍ତୁ। ବାଛନ୍ତୁ ଏଥିରୁ ଗୋଟିଏ ନମ୍ବର ୧,୨,୩,୪,୫,୬,୭,୮,୯, ଏବଂ ୧୦।୧- ସର୍ବପ୍ରଥମେ ସେହି ଲୋକଙ୍କ କଥା ହେବା ଯିଏ ନଂ ୧ ବାଛିଛନ୍ତି। ଜଦି ଆପଣ ବାଛିଛନ୍ତି ନଂ- ୧ ତେବେ ଉତ୍ତର ହେଉଛି ‘ଆପଣ’। ଆପଣ ତାଙ୍କୁ ହରାଇବାକୁ ଚାହୁଁ ନାହାଁନ୍ତି।

୨- ଏବେ କଥା ହେବା ତାଙ୍କର ଯିଏ ନଂ ୨ ବାଛିଛନ୍ତି। ଜଦି ଆପଣ ନମ୍ବର-୨ ବାଛିଛନ୍ତି ତେବେ ଉତ୍ତର ହେଉଛି ‘ସେ’। କାରଣ ସେ ଆପଣଙ୍କ ସହ କଥା ନ ହୋଇ ରହି ପାରନ୍ତି ନାହିଁ।

୩- ଏବେ କଥା ହେବା ଯେଉଁମାନେ ନଂ- ୩ ବାଛିଛନ୍ତି। ଜଦି ଆପଣ ନଂ- ୩ ବାଛିଛନ୍ତି ତେବେ ଉତ୍ତର ହେଉଛି ‘ଆପଣ’ । ଆପଣ ତାଙ୍କର ଦୂରେଇ ଯିବା ସ୍ୱପ୍ନରେ ମଧ୍ୟ ଭାବି ପାରନ୍ତି ନାହିଁ।

୪- ଏବେ କଥା ହେବା ତାଙ୍କର ଯେଉଁମାନେ ନଂ- ୪ ବାଛିଛନ୍ତି। ଜଦି ଆପଣ ବାଛିଛନ୍ତି ‌ନଂ- ୪ ତେବେ ଉତ୍ତର ହେଉଛି ‘ଆପଣ’। କାରଣ ଆପଣ ତାଙ୍କୁ ବହୁତ ଭଲ ପାଆନ୍ତି।

୫- ବର୍ତ୍ତମାନ କଥା ହେବା ତାଙ୍କର ଯେଉଁମାନେ ନଂ-୫ ବାଛିଛନ୍ତି। ଜଦି ଆପଣ ବାଛିଛନ୍ତି ନଂ-୫ ତେବେ ଉତ୍ତର ହେବ ‘ସେ’ । କାରଣ ଆପଣ ତାଙ୍କ ପାଇଁ ବହୁତ ଖାସ୍ ଅଟନ୍ତି।

୬- ଏବେ କଥା ହେବା ତାଙ୍କର ଯେଉଁମାନେ ନଂ-୬ ବାଛିଛନ୍ତି। ଜଦି ଆପଣ ବାଛିଛନ୍ତି ‌ନଂ-୬ ତେବେ ଉତ୍ତର ହେଉଛି ‘ଆପଣ’। କାରଣ ଆପଣଙ୍କ ହୃଦୟ ତାଙ୍କ ପାଖରେ ଅଛି।

୭- ଏବେ କଥା ହେବା ତାଙ୍କର ଯେଉଁମାନେ ନଂ-୭ ବାଛିଛନ୍ତି। ଜଦି ଆପଣ ବାଛିଛନ୍ତି ନଂ-୭ ଉତ୍ତର ହେଉଛି ‘ଆପଣ’। କାରଣ ଆପଣ ତାଙ୍କ ବିନା ଅଧା ଅଟନ୍ତି।

୮- ଏବେ କଥା ହେବା ତାଙ୍କର ଯେଉଁମାନେ ନଂ-୮ ବାଛିଛନ୍ତି। ଜଦି ଆପଣ ନଂ-୮ ବାଛିଛନ୍ତି ତେବେ ଉତ୍ତର ହେଉଛି ‘ସେ’ । କାରଣ ସେ ଆପଣଙ୍କ ଠାରୁ ଅଲଗା ହୋଇ ରହି ପାରିବେ ନାହିଁ।

୯- ଏବେ କଥା ହେବା ତାଙ୍କର ଯେଉଁମାନେ ନଂ-୯ ବାଛିଛନ୍ତି। ଜଦି ଆପଣ ନଂ-୯ ବାଛିଛନ୍ତି ତେବେ ଉତ୍ତର ହେଉଛି ‘ସେ’। କାରଣ ତାଙ୍କର ଆପଣଙ୍କ ଟିକିଏ ରାଗିବା ଜମା ବି ପସନ୍ଦ କରନ୍ତି ନାହିଁ।

୧୦- ଏବେ କଥା ହେବା ତାଙ୍କର ଯେଉଁମାନେ ନଂ- ୧୦ ବାଛିଛନ୍ତି। ଜଦି ଆପଣ ନଂ- ୧୦ ବାଛିଛନ୍ତି ତେବେ ଉତ୍ତର ହେଉଛି ‘ସେ’। କାରଣ ସେ ଆପଣଙ୍କ ବିନା ବଞ୍ଚି ପାରିବେ ନାହିଁ। ଜଦି ଆପଣଙ୍କୁ ଆମ ଦ୍ଵାରା ଦିଆଯାଇଥିବା ସମସ୍ତ ତଥ୍ୟ ପସନ୍ଦ ଆସିଲା ତେବେ କମେଣ୍ଟ କରି ନିଶ୍ଚିତ ଜଣାନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button