ମନୋରଞ୍ଜନ

ନିଶାରେ ଥିବା ବର ନିଜ ଶାଳୀକୁ ପିନ୍ଧେଇଲା ବରମାଳା, ତାପରେ ଯାହା ହେଲା ଜାଣିଲେ ଉଡିଯିବ ହୋସ୍…

ନିଶା କେମିତିକା ବି ହେଉ ନା କାହିଁକି ଏହା ସମସ୍ତଙ୍କୁ ବରବାଦ କରି ଦେଇଥାଏ । ନିଶାରେ ମଣିଷ ଯାହା ବି କରେ ତାକୁ ସେଗୁଡିକ ଭଲ ଲାଗେ । ଆଜି ଆମେ ଆପଣଙ୍କୁ ଏମିତି ଏକ ଷ୍ଟୋରି କହିବାକୁ ଯାଉଛୁ ଯାହାକୁ ଆପଣମାନେ ପଢି କହିବେ ଯେ ସତକଥା ନିଶାରେ ବୁଡି ଥିବା ମଣିଷ କେବେ ବି କିଛି ବି କରିପାରିବ ।

ଏବେ ଏବେ ସୋସିୟାଲ ମିଡିୟାରେ ଗୋଟେ ବରର କାହାଣୀ ଏକଦମ ଭାଇରାଲ ହେଉଛି, କାରଣ ବର ବାହାଘର ସମୟରେ ଏମିତି କିଛି କାମ କରିଦେଲା , ଯାହା ଫଳରେ ତାହା ର ବାହାଘର ର ଚର୍ଚ୍ଚା ପୁରା ସୋସିୟାଲ ମିଡିୟା ରେ ହେଉଛି । ବାହା ହେବା ପାଇଁ ଯାଇଥିବା ବର ନିଶା ରେ ଥିଲା, ନିଶା ରେ ଥିବା ବର କନ୍ୟା କୁ ଛାଡି ଆଉ ଜଣଙ୍କ ବେକରେ ବରମାଳା ପିନ୍ଧାଇ ଦେଲା ।

 

କହିରଖୁଛୁ କି ଏହି କାହାଣୀ ସତ୍ୟ ନୁହେଁ ବରଂ ଏକ ଗୀତର ଶୁଟିଙ୍ଗ ଅଟେ। ଏହି ଗୀତ କୁ ଲୋକ ବହୁତ ପସନ୍ଦ କରୁଛନ୍ତି। ଏହା ଏକ ଭୋଜପୁରୀ ଗୀତ ଅଟେ। ଯାହାର ନାମ ଶରାବୀ ଦୁଲ୍ହା ଅଟେ। ଏହା ୟୁଟ୍ଯୂବ ରେ ରିଲିଜ କରାଯାଇଛି।

ଏହି କିଛି ଦିନ ହବ ରୋହତାସ ର ଲାଲ ଅଂକୁଶ ଏବଂ ରାଜା ର ଗୋଟିଏ ଗୀତ ‘ଦୂଲ୍ହା ଶରାବୀ’ ପୁରା ସୋସିୟାଲ ମିଡିୟା ରେ ଛାଇ ଥିଲା । କହି ଦେଉଛୁ ଯେ ଅଂକୁଶ – ରାଜା ଭୋଜପୁରୀ ଗୀତ କୁ ଏକ ଅଲଗା ଭାବରେ ଦର୍ଶକ ଙ୍କ ସାମନାକୁ ଆଣିଛନ୍ତି । ଏହା ଫଳରେ ସେମାନଙ୍କର ଗୀତ କୁ ସମସ୍ତେ ପସନ୍ଦ କରୁଛନ୍ତି ।


ଏହି ଗୀତରେ ଗୋଟିଏ ବର ଅଛି , ଯିଏକି ନିଶାରେ ବୁଡି କି ଅଛି , ତାକୁ କିଛି ଧ୍ୟାନ ରହୁ ନାହିଁ । ଯାହା ପରେ ବରକୁ ଜୟମାଳା ନେଇ ଦିଆଯାଉଛି , କିନ୍ତୁ ସେ ନିଜର କନ୍ୟା କୁ ଚିହ୍ନି ପାରୁନି, ସେହି କାରଣରୁ ନିଜ ଶାଳି କୁ ବରମାଳ ପିନ୍ଧାଇ ଦଉଛି । ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଗଲେ , ଯାହା ଦ୍ଵାରା ଏହି ଭିଡିଓ ଟି ବହୁତ ହିଟ ହୋଇଥିଲା । ଯୁବ ଗାୟକ ଅଂକୁଶ ଏବଂ ରାଜା ସାସାରାମ ଅଞ୍ଚଳର ତେତରି ଗାଁ ର ଚାଷୀ ଲକ୍ଷ୍ମଣ ଦୁବେ ର ପୁତ୍ର ଅଟନ୍ତି , ସେ ଭୋଜପୁରୀ ଗୀତକୁ ଏକ ଅଲଗା ପରିଚୟ ଦେଇଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button