ଦେଶ- ବିଦେଶ

SSR ମାମଲା- ସୁଶାନ୍ତଙ୍କ ଯିବାର 92 ଦିନ ପରେ CBI ର ଫାଇନାଲ ରିପୋର୍ଟରେ ଯାହା ଆସିଲା – ପୁରା ଭାରତରେ ହଡକମ୍ପ

ଆପଣ ମାନେ ସମସ୍ତେ ସୁଶାନ୍ତ ସିଂହ କେସ ବିଷୟରେ ବହୁତ ଭଲ ଭାବରେ ଜାଣିଥିବେ, ତେବେ ରିଆ ଚକ୍ରବର୍ତୀ ଜେଲରେ ଅଛନ୍ତି ଓ ତାଙ୍କୁ କୌଣସି ପ୍ରକାର ସୁବିଧା ପ୍ରଦାନ କରା ଯାଇ ନାହିଁ । ଆପଣ ମାନଙ୍କୁ ଯେଉଁ ଖବର ପାଇଁ ଅପେକ୍ଷା ଥିଲା ତାହା ସିବିଆଇ ଆଣିଛି, ସିବିଆଇ ବଡ ଅଧିକାରୀ ମାନଙ୍କ କହିବା ଅନୁଯାଇ ସୁଶାନ୍ତ ଆତ୍ମହତ୍ୟା କରି ନଥିଲେ ତାଙ୍କୁ ମାରି ଦିଆ ଗଲା ।

ତେବେ ଏହି ହତ୍ୟାରେ ୪ଟି ଲୋକ ସାମିଲଥିଲେ ବୋଲି କୁହା ଯାଉଛି, ସିବିଆଇ କିଛି ସୁରାଗ ପାଇବା ଦ୍ଵାରା ଏତେ ବଡ କଥା କହିଛନ୍ତି ।

ତେବେ ଖବର ଅନୁଯାଇ ଏହା ଅନୁମାନ କରା ଯାଉଛି ଯେ ୪ଟି ଲୋକ ସୁଶାନ୍ତଙ୍କୁ ହତ୍ୟା ପାଇଁ ଆସିଥିଲେ ଯାହା ପରେ ସୁଶାନ୍ତ ନିଜ ଫୋନ ଦ୍ଵାରା ପୋଲିସକୁ ଫୋନ ଲଗାଉଥିବେ ଓ ସେହି ଅପରାଧୀ ମାନେ ତାଙ୍କ ଫୋନ ତାଙ୍କ ହାତରୁ ନେଇ ଆସିଥିବେ ଓ ତା ପରେ ସୁଶାନ୍ତକୁ ବାଡେଇ ନିଶା ଦେଇ ତାଙ୍କୁ ଟଙ୍ଗା ଯାଇଥିବ । ତେବେ ସିବିଆଇ ଦ୍ଵାରା ଏହା କନଫର୍ମ ଅଟେ ଯେ ସୁଶାନ୍ତ ଆତ୍ମହତ୍ୟା କରି ନଥିଲେ ଓ ତାଙ୍କ ହତ୍ୟା କରା ଯାଇଛି କେବଳ କେମିତି ଆଉ କଣ ତାହା ମଧ୍ୟ ଶୀଘ୍ର ଜଣା ଯିବ ।

ବର୍ତମାନ ସ୍ଥିତିରେ ମଧ୍ୟ ବଲୀଉଡ କୌଣସି ଷ୍ଟାର ଏହି ବାବଦରେ ନିଜ କଥା ମିଡିଆ ସାମ୍ନାକୁ ରଖି ନାହାନ୍ତି କାହିଁକିନା ଏହି କେସରେ ମୁମ୍ବାଇ ନେତାଙ୍କ ନା ମଧ୍ୟ ଆସୁଛି । ତେବେ କୁହା ଯାଉଛି ଯେ ମୁମ୍ବାଇ ସରକାର ବଲୀଉଡ ଚଲାଉଛନ୍ତି ଓ ମୁମ୍ବାଇରେ କୌଣସି ସେଲିବ୍ରେଟି ତାଙ୍କ ବିରୋଧୀ ହବାକୁ ଚାହୁଁ ନାହାନ୍ତି ।

ତେବେ ଏନସିବିକୁ ରିଆ ଚକ୍ରବର୍ତୀ ବହୁତ ବଲୀଉଡ ଷ୍ଟାର ମାନଙ୍କ ନା କହିଛନ୍ତି ଯିଏ ଡ୍ରଗ୍ସ ସପ୍ଲାଇ କରନ୍ତି ଓ ବ୍ୟବହାର ମଧ୍ୟ କରନ୍ତି, ତେବେ ରିଆ ଯେଉଁ ଯେଉଁ ସେଲିବ୍ରେଟି ମାନାଙ୍କ ନା କହିଛନ୍ତି ତାଙ୍କ ସବୁ ଡାଟା କଲେକ୍ଟ କରା ଯାଉଛି ଓ କୌଣସି ପ୍ରମାଣ ପାଇଲେ ଏନସିବି କାହାକୁ ଛାଡିବନୀ ବୋଲି କୁହା ଯାଉଛି ।

ତେବେ ବଲୀଉଡ ଦୁନିଆକୁ ଲୋକ ଯେତେ ଖରାପ ଭାବୁଥିଲେ ତା ଠାରୁ ଅଧିକ ଖରାପ ଅଛି, ଡ୍ରଗ୍ସ କଥା କେବଳ ସୁଶାନ୍ତ ସିଂହ କେସ ପାଇଁ ସାମ୍ନାକୁ ଆସିଛି ନଚେତ ଦର୍ଶକ କେବେ ଏହା ଜାଣିବାକୁ ପାଇ ନଥାନ୍ତେ ଯେ ତାଙ୍କ ଷ୍ଟାର୍ଷ ଏମିତିକା କାମ ମଧ୍ୟ କରୁଥିବେ । କଣ ଆପଣ ଏହା ଜାଣିଛନ୍ତି ସୁଶାନ୍ତ ଜାଣି ବୁଝି ଡ୍ରଗ୍ସ ନଉ ନଥିଲେ ରିଆ ଶ୍ରୁତି ମୋଦୀ ନାମକ ଗୋଟେ ଝିଅକୁ ଡ୍ରଗ୍ସ ଆଣିବାକୁ ପଠାଉଥିଲେ ।

ଯିଏ ଡ୍ରଗ୍ସ ଆଣିବା ଓ ଟଙ୍କା ଦବା କାମ କରୁଥିଲେ ଶ୍ରୁତି ସେହି ଡ୍ରଗ୍ସ ଆଣି ନୀରଜକୁ ଦଉଥିଲେ ଯିଏ ସୁଶାନ୍ତ ସିଂହ କୁକ ଥିଲା ଓ ନୀରଜ କୌଣସି ଖାଇବା ଜିନିଷ ବା ଯୁସରେ ମିଶାଇ ସେହି ଡ୍ରଗ୍ସ ସୁଶାନ୍ତକୁ ଦଉଥିଲା । ତେବେ ଚିନ୍ତା କରନ୍ତୁ ନିଜ କାମ କରେଇବା ପାଇଁ ରିଆ ସୁଶାନ୍ତ ସହ କଣ କଣ ନ କରିଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button