ରାଜ୍ୟ

ଓଡିଶାର ଗର୍ବ- ଆଦିବାସୀ ଗାଁର ଏହି ଝିଅ ହେଲା ସଂଯୁକ୍ତ ରାଷ୍ଟ୍ରସଂଘରେ ପରାମର୍ଶଦାତା, ପୁରା ଦୁନିଆ କରୁଛି ସଲାମ

ଓଡ଼ିଶାର ଏକ ଛୋଟ ଗାଁରେ ରହୁଥିବା ଝିଅ ଅର୍ଚ୍ଚନା ସୋରେଂ ଯାହାକୁ କେହି ଜାଣିବି ନଥିଲେ ତାଙ୍କୁ ଏବେ କେବଳ ଭାରତ ରେ ହିଁ ନୁହଁ ବରଂ ପୁରା ବିଶ୍ଵରେ ନିଜ ପରିଚୟ ମିଳିଛି । ଅର୍ଚ୍ଚନାଙ୍କୁ ବିଶ୍ଵ କଲ୍ୟାଣରେ କାମ କରୁଥିବା ସଂସ୍ଥା ସଂୟୁତ୍ରୁ ରାଷ୍ଟ୍ର ସଂଘର ମହାସଚିବ ଏଣ୍ଟନିୟୋ ଗୁଟେରେଶ୍ ନିଜ ପରାମର୍ଷକାରି ଭାବେ ସାମିଲ କରିଛନ୍ତି । ଅର୍ଚ୍ଚନା ଏବଂ ତାଙ୍କ ପୂର୍ବ ପୁରୁଷ ମାନେ ବହୁତ୍ ବର୍ଷ ଧରି ପର୍ଯ୍ୟାବରଣର ଦେଖା ସୁଣା ଏଵଂ ନିଜ ଉପାୟ ଦେୟି ଆସିଚନ୍ତି ।

ଅର୍ଚ୍ଚନା ନିଜ ପରିବାର ଲୋକଙ୍କ କାମକୁ ବହୁତ ପାଠ ପଢି ବହୁତ୍ ପରିଶ୍ରମ କରି ପ୍ରଫେସନାଲରେ ବଦଳି ଦେଇଥିଲେ । ବର୍ତମାନ ସେ ସାରା ଦୁନିଆ ରେ ପର୍ଯ୍ୟାବରଣ କୁ ସୁଧାରିବାକୁ ଚେଷ୍ଟା କରିବେ । ଗୋଟେ ଛୋଟ ଗାଁରୁ ଆସି ଅର୍ଚ୍ଚନା ଏତେ ବଡ଼ ସ୍ଥାନରେ ଆଜି ପହଂଚିଛନ୍ତି ଯେ ପୁରା ଦୁନିଆ ତାଙ୍କୁ ସଲାମ କରୁଛି ।

ଅର୍ଚ୍ଚନା ଓଡ଼ିଶାର ଏକ ଛୋଟ ଗାଁ ଖିଡ଼ିଆରେ ରୁହନ୍ତି । ତାଙ୍କ ଗାଁ ଓ ଜିଲ୍ଲା ପଛୁଆ କ୍ଷେତ୍ରରେ ଗଣା ଯାଏ, ଯେଉଁଠି ଶିକ୍ଷାର ବି ଅଭାବ ରହିଛି କିନ୍ତୁ ଅର୍ଚ୍ଚନା ହାର ମାନି ନଥିଲେ, ସେ ସବୁ କଷ୍ଟ ଅସୁବିଧାକୁ ପାର କରି ଏବେ ଗାଁର ଅସୁବିଧା କୁ ଦୂର କରିବାକୁ ଚେଷ୍ଟା ମଧ୍ୟ୍ୟ କରୁଛନ୍ତି । ପାଟଣା ମହିଳା କଲେଜ ରୁ ରାଜନୀତିକ ବିଜ୍ଞାନ ରେ ଡିଗ୍ରୀ ପାସ କରି ମୁମ୍ବାଇ ର ଟିଆଇଏସଏସ ରୁ ସ୍ନାତକୋତ୍ତର ପାଠ ପଢି ଏବଂ ଏହା ଭିତରେ ଚାତ୍ର ସଂଘ ର ନେତୃତ୍ୱ ମଧ୍ୟ୍ୟ ନେଇଥିଲେ । ସେ ଓକିଲାତି ମଧ୍ୟ୍ୟ କରିଛନ୍ତି ।

ଜଳ ବାୟୁ ପରିବର୍ତ୍ତନ ରେ କାମ କରିବା ପାଇଁ ସଂୟୁତ୍ର ରାଷ୍ଟ୍ର ର ମହାସଚିବ ପରାମର୍ଶକାରି ରେ ଯେଉଁ ୭ ଜଣା କ୍ୟାଣ୍ଡିଡେତ୍ ଙ୍କୁ ଚୟନ କରା ଯାଇଛି ଅର୍ଚ୍ଚନା ତାଙ୍କ ମଧ୍ୟରୁ ଜଣେ ଅଟନ୍ତି । ଅର୍ଚ୍ଚନା ଭାରତୀୟ କ୍ୟାଥୋଲିକ ୟୁବା ଆନ୍ଦୋଳନ ର ଜଣେ ଭଲ ସଦସ୍ୟ ଅଟନ୍ତି । ନିଜ ଜ୍ଞାନ କୁ ଆଗକୁ ବଢ଼ାଇବା, ଲୋକଙ୍କ ଦୁଃଖ ଦୂର କରିବା, ଛୋଟ ଛୋଟ ଚେଷ୍ଟା କୁ ଆଗକୁ ବଢାଇବା ପାଇଁ ସ୍ୱଦେଶୀ ୟୁବା ସମୁହ ଙ୍କ ସହିତ ମଧ୍ୟ କାମ କରୁଛନ୍ତି ।

 

ନିଜ ନେତୃତ୍ୱ କୁ ସ୍ବୀକାର କରି ଅର୍ଚ୍ଚନା କହିଛନ୍ତି ଯେ “ଆମ ପୂର୍ବ ପୁରୁଷ ନିଜ ଜ୍ଞାନ ଓ ବୁଦ୍ଧି ଦ୍ଵାରା ବର୍ଷ ବର୍ଷ ଧରି ଜଙ୍ଗଲ ଏବଂ ପ୍ରକୃତି ର ରକ୍ଷା କରିଛନ୍ତି । ଏବେ ଏହା ଆମ ଉପରେ ନିର୍ଭର କରୁଛି ଯେ ଜଳବାୟୁ ର ସମସ୍ୟା କୁ ଶେଷ କରିବାରେ ଯେମିତି ଆମେ ଆଗରେ ରହିବା । ”

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button