ଦେଶ- ବିଦେଶ

ଆଜି ବି ଅନ୍ଧବିଶ୍ବାସ ନାରେ ମହିଳାଙ୍କ ସହ ଘଟୁଛି ଏ ଲଜ୍ଜାଜନକ ହରକତ ଦେଖିଲେ ହୃଦୟ କମ୍ପି ଉଠିବ

ଆମେ ସ୍ଵତନ୍ତ୍ର ଭାରତର ଏକବିଂଶ ଶତାବ୍ଦୀରେ ବାସ କରୁଥିଲେ ମଧ୍ୟ ଆଜି ବି ଦେଶରେ ଅନ୍ଧବିଶ୍ବାସ କାରଣରୁ କେତେ ଲୋକଙ୍କ ଜୀବନ ଅଧିକ କଷ୍ଟକର ହେଇଯାଉଛି । କୁହାଯାଉଛି ଯେ ପୁଅ ଝିଅ ଭିତରେ କିଛିବି ଭେଦ ଭାବ ନାହିଁ ସମସ୍ତଙ୍କର ସମାନ ଅଧିକାର ରହିଛି । ହେଲେ ଆଜି ବି ଏମିତି ଜାଗା ଅଛି ଯେଉଁଠି କି ଲୋକ ମାନେ ମହିଳାଙ୍କୁ ନିଜ ପାଦ ତଳର ଜୋତା ସମାନ ଭାବୁଛନ୍ତି ।

ଆଜି ଆମେ ଏମିତି ଏକ ଜାଗା ବିଷୟ ରେ କହିବା କୁ ଯାଉଚୁ ଯେଉଁଠି ମହିଳା ମାନେ ଆଜି ବି ଗ୍ଲାସରେ ନୁହେଁ ସ୍ଵାମୀଙ୍କ ଜୋତା ରେ ପାଣି ପିଅନ୍ତି। ଏହା ବିଶ୍ବାସ ହେଉନଥିବ ହେଲେ ଏହା ସତ୍ୟ ଅଟେ ।

ଏହା ରାଜସ୍ଥାନର ଭିଲବାଡ଼ା ସ୍ଥାନରେ ରେ ଦେଖିବାକୁ ମିଳିଥିଲା। ଏଠାରେ ବଙ୍କାୟ ମାତା ମନ୍ଦିର ନାମକ ଏକ ମନ୍ଦିର, ଯେଉଁଠି ମହିଳା ଙ୍କ ସହ ପୂଜାରୀ ଭୂତ ପ୍ରେତ ବାହାର କରିବା ବାହାନା ରେ ବହୁତ ନିଷ୍ଠୁରତା ଦେଖାଇଥାନ୍ତି। ଯଦି ଆପଣ ଏ ମନ୍ଦିର ରେ ହେଉଥିବା ମହିଳା ଙ୍କ ଅତ୍ୟାଚାର ଦେଖିଲେ ହୃଦୟ ଥରି ଉଠିବ। ତାନ୍ତ୍ରିକ ପୂଜାରୀ ଭୂତ ପ୍ରେତ ବାହାର କରିବା ନା ରେ ମହିଳା ଙ୍କୁ ମାରନ୍ତି, ପିଟନ୍ତି ଓ ଲଜ୍ଜାକର ହରକତ କରନ୍ତି ।

ସେ ଭୂତ କାଢ଼ିବା ନା ରେ ସେମାନଙ୍କ ମୁଣ୍ଡରେ ପୁରୁଷଙ୍କ ଜୋତା ରଖି କିଛି ବାଟ ଚାଲିବାକୁ କୁହନ୍ତି ଓ ଏସବୁ ନ ଚାହିଁଲେ ବି ସେମାନଙ୍କୁ ଏମିତି କରିବାକୁ ହୁଏ ।

ଯେଉଁ ସମୟରେ ମହିଳା ଜୋତାକୁ ମୁହଁରେ ଧରି ଗାଁରେ ବୁଲନ୍ତି, ସେବେ ପିଲା ମାନେ ଦେଖି ତାଙ୍କୁ ହସନ୍ତି। ଏହାକୁ ପ୍ରଥାନାରେ ଏମିତି କରାଯାଏ। ହେଲେ ବୈଜ୍ଞାନିକ ଦୃଷ୍ଟିରୁ ଦେଖିଲେ ମହିଳାଙ୍କୁ କେତେ ଅପରିଷ୍କାର ଜୋତା କୁ ମୁଁହ ରେ ଧରି ଗାଁ ରେ ବୁଲିବାକୁ ପଡୁଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button