ରାଜ୍ୟ

ନିଶ୍ଚୟ ପଢନ୍ତୁ ଏହି ଖବର ! ଦୁଇ ଟଙ୍କାର ଗୋଟିଏ ମୁଦ୍ରା ଆପଣଙ୍କୁ କରିପାରେ ଲକ୍ଷପତି

ଏହା ସତ ଅଟେ କି ଦୁଇ ଟଙ୍କାର ମୁଦ୍ରା ଆପଣଙ୍କୁ ଲକ୍ଷପତି କରି ପାରିବ । ଆପଣଙ୍କୁ କହିଦେଉଛୁ କି କିଛି ଦିନ ପୂର୍ବେ ହାଇଦ୍ରାବାଦ ରେ ୨ ଟଙ୍କାର ଏକ ମୁଦ୍ରାକୁ ନିଲାମି କରାଯାଇଥିଲା ଓ ଯାହାର ସେହି ମୁଦ୍ରା ଥିଲା ସେ ରାତାରାତି ଲକ୍ଷପତି ହୋଇଗଲା । ନିଲାମି ସମୟରେ ସେହି ମୁଦ୍ରାକୁ କ୍ରୟ କରିଥିବା ବ୍ୟକ୍ତି ସେହି ୨ ଟଙ୍କା ମୁଦ୍ରାର ମାଲିକକୁ ୩ ଲକ୍ଷ ଟଙ୍କା ଦେଇଥିଲା । ହାଇଦ୍ରାବାଦ ର ଆର୍ଟ ଗ୍ୟାଲେରୀ ବାହାରେ ହୋଇଥିବା ନିଲାମିରେ ୨ ଟଙ୍କାର

ପୁରୁଣା ମୁଦ୍ରାର ନିଲାମି କରାଯାଇଥିଲା । ଯାହାର ଦାମ ୩ ଲକ୍ଷ ଟଙ୍କାରେ ଆସି ଅଟକି ଥିଲା । କହିବାକୁ ଗଲେ ସେହି ମୁଦ୍ରାର ଦାମ ଏଥିପାଇଁ ଲକ୍ଷ ଲକ୍ଷ ଥିଲା କାରଣ ତାହା ବହୁତ ପୁରୁଣା ଅଟେ । ଯେଉଁଥିରେ ସ୍ପେଶାଲ ଚିହ୍ନ୍ନ ଥିଲା । ସେଥିପାଇଁ ଏହାର ଦାମ ଏତେ ଅଧିକ ଥିଲା । ଆପଣଙ୍କୁ କହିଦେଉଛୁ କି ଅଲଗା ଅଲଗା ମୁଦ୍ରାରେ ଅଲଗା ଅଲଗା ଚିହ୍ନ ମିଳିଥାଏ । ଯେଉଁ କାରଣରୁ ସେହି ମୁଦ୍ରାର ଦାମ ଏତେ ଅଧିକ ହୋଇଥାଏ ।

 

୧୯୮୦ ମସିହାର ମୁଦ୍ରା ଧନୀ ଲୋକମାନଙ୍କ ମଧ୍ୟରେ ବହୁତ ପ୍ରସିଦ୍ଧ ଥିଲା । ଯେଉଁଥିରେ ସବୁଠୁ ଅଧିକ ପ୍ରସିଦ୍ଧ ମୁମ୍ବାଇର ମୁମ୍ବାଇ ଟକସାଲୋଂର ମୁଦ୍ରା ବହୁତ ଅଧିକ ପ୍ରଚଳିତ ଥିଲା । ଏହି ସମସ୍ତ ମୁଦ୍ରା ଉପରେ ହୀରାର ଚିହ୍ନ୍ନ ଥିଲା । ସେଥିପାଇଁ ଏହି ପ୍ରକାରର ମୁଦ୍ରା ବହୁତ ଲୋକପ୍ରିୟ ଅଟେ । ଯେଉଁ ବ୍ୟକ୍ତି ଏହି ମୁଦ୍ରାର ଅସ୍ଥିତ୍ଵ ବିଷୟରେ ଜାଣିଛନ୍ତି ସେମାନେ ଏହି ମୁଦ୍ରାକୁ ଭଲ ଦାମ ଦେଇ କ୍ରୟ କରି ନିଅନ୍ତି ।

ଯଦି ଆପଣଙ୍କ ପାଖରେ ବି ଏହିଭଳି ମୁଦ୍ରା ଅଛି ତେବେ ଆପଣ ବି ସେହି ମୁଦ୍ରାକୁ ବିକ୍ରି କରି ଲକ୍ଷପତି ହୋଇ ପାରିବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button