ମନୋରଞ୍ଜନ

କଲେଜ ଦିନରେ ଏମିତି ଦେଖା ଯାଉଥିଲେ ଆପଣଙ୍କ ଫେବରେଟ ହିରୋମାନେ, ଶାହରୁଖ ଠୁ ନେଇ ରଣବୀର ପର୍ଯ୍ୟନ୍ତ ଅଛନ୍ତି ଏଥିରେ ସାମିଲ୍, ଦେଖନ୍ତୁ

ସମସ୍ତେ ନିଜର କଲେଜ ଦିନରେ ଏମିତି ନଜର ଆସିଥାନ୍ତି କି ଯେଉଁମାନେ ୧୦ ବର୍ଷ ପରେ ବହୁତ ବଦଳି ଯାଇ ଥାନ୍ତି । କଲେଜ ଦିନଟି ସବୁଠୁ ବେସ୍ଟ ହୋଇଥାଏ । କିଛି ଏମିତି ବି ଫିଲ୍ମର ଷ୍ଟାରମାନେ ବି ଚିନ୍ତା କରି ଥାନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ଏଠି ଏମିତି କିଛି ଫଟୋ ଦେଖା ଇବୁ ଯେଉଁଥି ରେ କଲେଜ ଦିନରେ ଏମିତି ଦେଖା ଯାଉଥିଲେ ଆପଣଙ୍କର ଫେବରେଟ ଅଭିନେତା  ମାନେ।

କଲେଜ ଦିନରେ ଏମିତି ଦେଖା ଯାଉଥିଲେ ଆପଣଙ୍କର ଫେବରେଟ ଅଭିନେତା

ବଲୀଉଡ ଷ୍ଟାରମାନେ ସୋସିୟାଲ ମିଡିୟାରେ ବହୁତ ଏକ୍ଟିବ ରହିଥାନ୍ତି ଓ ସେମାନେ ପ୍ରାୟତଃ ସୋସିୟାଲ ମିଡିୟାରେ ନିଜର ଫଟୋ ଶେୟାର କରୁଥାନ୍ତି । କହିବାକୁ ଗଲେ ବଲୀଉଡର କେତେକ ଷ୍ଟାର ଯେଉଁମାନେ ଆଜି ବହୁତ ହ୍ୟାଣ୍ଡସମ ଅଛନ୍ତି କିନ୍ତୁ କଲେଜ ଦିନରେ ସେମାନ ବହୁତ ସାଧାରଣ ନଜର ଆସୁଥିଲେ ।

ଶାହରୁଖ଼ ଖାନ

Image courtesy: Google

ବଲୀଉଡର ବାଦଶାହ କୁହାଯାଉଥିବା ଶାହରୁଖ଼ ଖାନ ନିଜର ଗ୍ରେଜୁଏଶନ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ କରିଥିଲେ । ଶାହରୁଖ଼ କଲେଜ ଦିନରେ ବହୁତ ହ୍ୟାଣ୍ଡସମ ଓ କ୍ଯୂଟ ଲାଗୁଥିଲେ । କଲେଜ ଦିନର ଏହି ଫଟୋରେ ସେ ନିଜ ବନ୍ଧୁମାନଙ୍କ ସହ ନଜର ଆସୁଛନ୍ତି ।

ରଣବୀର ସିଂହ

Image courtesy: Google

ରଣବୀର ସିଂହ ବର୍ତ୍ତମାନ ସମୟରେ ଏକ ସଫଳ ଅଭିନେତା ଅଟନ୍ତି । ରଣବୀର ସିଂହ ନିଜର ଗ୍ରେଜୁଏଶନ ଅମେରିକାର ଇଂଡିୟାନା ୟୁନିବର୍ସିଟୀରୁ କରିଛନ୍ତି । କଲେଜ ସମୟର ଏହି ଫଟୋରେ ରଣବୀର ଅଲଗା ନଜର ଆସୁଥିଲେ ।

ସୁଶାନ୍ତ ସିଂହ ରାଜପୁତ

Image courtesy: Google

ବିହାରରୁ ଆସିଥିବା ଅଭିନେତା ସୁଶାନ୍ତ ସିଂହ ରାଜପୁତ ଦିଲ୍ଲୀ କଲେଜରେ ଇଂଜୀନିୟରିଂଗ କରୁଥିଲେ । କଲେଜ ଦିନରେ ଏହି ଫଟୋରେ ସୁଶାନ୍ତ ବାଇକ ଉପରେ ବସିଥିବାର ନଜର ଆସୁଥିଲେ ଓ ନିଜର ଶିକ୍ଷା ପୁରା କରିବା ପରେ ସୁଶାନ୍ତ ଟିଭିରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ।

ରଣବୀର କପୁର

Image courtesy: Google

ବଲୀଉଡରେ ଚକଲେଟୀ ଓ ପ୍ଲେ ବୟ ରଣବୀର କପୁରଙ୍କର ଫିମେଳ ଫ୍ୟାନ ଫଲୋୱିଂଗ ବହୁତ ଅଧିକ ଅଟେ । ରଣବୀର କପୁର ନିଜର ଅଭିନୟ ଦ୍ଵାରା ଲୋକମାନଙ୍କର ହୃଦୟ ଜିତି ନେଇଛନ୍ତି । ଏହି ଫଟୋ ତାଙ୍କର କଲେଜ ଦିନର ଅଟେ । ଯେଉଁଥିରେ ରଣବୀର କପୁର କିଛି ଏମିତି ନଜର ଆସୁଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button