ଜ୍ୟୋତିଷ

ଯେଉଁ ସ୍ତ୍ରୀମାନଙ୍କର ହାତରେ ବନିଥାଏ ଏହିଭଳି ଆକୃତି ତ ବହୁତ ସୁଖମୟ ହୋଇଥାଏ ସେମାନଙ୍କ ବୈବାହିକ ଜୀବନ

ହସ୍ତରେଖା ଶାସ୍ତ୍ରରେ ହାତର ଚିହ୍ନ ଏବଂ ତାହା ସହିତ ଜଡିତ ବିଭିନ୍ନ ପ୍ରକାରର କଥା ବିଷୟରେ କୁହାଯାଇଛି । ଏହି ହସ୍ତରେଖା ମାଧ୍ୟମରେ ଆମେ ଭବିଷ୍ୟତରେ ହେବାକୁ ଥିବା ସମସ୍ତ ଘଟଣା ବିଷୟରେ ଜାଣି ପାରିବେ । ଏହା ଛଡା ହସ୍ତରେଖା ଶାସ୍ତ୍ରରେ ସ୍ତ୍ରୀମାନଙ୍କର ହାତରେ ଥିବା ଅଲଗା ଅଲଗା ଚିହ୍ନ ବିଷୟରେ ବିସ୍ତାର ରୂପରେ କୁହାଯାଇଛି । ଏହା ବି କୁହାଯିଛି କି ଏହି ଚିହ୍ନ ଏବଂ ରେଖା ଅନୁସାରେ ସ୍ତ୍ରୀମାନେ ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି । ଯାହାଙ୍କ ହାତରେ କିଛି ଖାସ ଶୁଭ ଚିହ୍ନ ହୋଇଥାଏ ।

ଆଜି ଆମେ ଆପଣଙ୍କୁ ସେହି ଖାସ ରେଖା ବିଷୟରେ କହିବାକୁ ଯାଉଛୁ । ଯାହାଙ୍କର ପ୍ରଭାବରେ ଧନ ଲାଭ, ସୁଖ- ସମ୍ପତି ତଥା ବାଇବାହବ ଇତ୍ୟାଦି ମିଳିଥାଏ । ଏହି ସବୁ ଚିହ୍ନ ବହୁତ କମ ସ୍ତ୍ରୀଲୋକମାନଙ୍କର ହାତରେ ଦେଖାଯାଏ ।

ସ୍ତ୍ରୀମାନଙ୍କର ହାତର ରେଖାଗୁଡିକ କହିଥାଏ କି ସେମାନେ କେତେ ଭାଗ୍ୟଶାଳୀ ହୋଇଥାନ୍ତି

ଆପଣଙ୍କୁ କହିଦେଉଛୁ ଯେ ଯଦି କୌଣସି ସ୍ତ୍ରୀମାନଙ୍କ ହାତର ରେଖା ପଦ୍ମ କିମ୍ବା ମାଛ ଭଳି ଆକୃତି ହୋଇଥାଏ ତେବେ ସେମାନଙ୍କର ଜୀବନ ସୁଖ ଏବଂ ସୁବିଧାରେ ଭରପୁର ହୋଇଥାଏ ।

ଯେଉଁ ସ୍ତ୍ରୀମାନଙ୍କ ହାତରେ ରଥ କିମ୍ବା ପତକା ଚିହ୍ନ ହୋଇଥାଏ ତେବେ ତାଙ୍କର ଜୀବନସାଥୀ ବହୁତ ବଡ ଅଧିକାରୀ କିମ୍ବା ଉଚ୍ଚ ପଦ ବାଲା ହୋଇଥାଏ ।

ଯେଉଁ ସ୍ତ୍ରୀମାନଙ୍କର ଡାହାଣ ହାତରେ ତରାଜୁ ଏବଂ ବାମ ହାତରେ ହାତୀ କିମ୍ବା ବଳଦ ସମାନ ଭଳି ଚିହ୍ନ ହୋଇଥାଏ । ତେବେ କୁହାଯାଏ କି ତାଙ୍କର ଜୀବନସାଥୀ ଏକ ବହୁତ ବଡ ବିଜନେସମ୍ୟାନ ହୋଇଥାନ୍ତି ।

ଯେଉଁ ସ୍ତ୍ରୀମାନଙ୍କର ହାତରେ ଶଙ୍ଖ, ଚକ୍ର କିମ୍ବା ପଦ୍ମ ଚିହ୍ନ ଥାଏ ତେବେ ତାଙ୍କର ପୁତ୍ର ବହୁତ ବଡ ଅଧିକାରୀ କିମ୍ବା ରାଜା ସମାନ ଜୀବନ ବିତାଇ ଥାଏ ।

ଯେଉଁ ସ୍ତ୍ରୀମାନଙ୍କର ହାତରେ ଗୋଲାପି କିମ୍ବା ଅଳ୍ପ ଲାଲିମା ହୋଇଥାଏ ଏବଂ ତାଙ୍କର ହାତରେ ସ୍ଵସ୍ତିକ ଚିହ୍ନ ହୋଇଥାଏ ତେବେ ଯେଉଁଠି ବି ଏହି ସ୍ତ୍ରୀମାନେ ରହିଥାନ୍ତି ସେଠି କେବେ ବି ଟଙ୍କାର ଅସୁବିଧା ହୋଇ ନଥାଏ ।

ଆପଣଙ୍କୁ କହିଦେଉଛୁ ଯେ ଯେଉଁ ସ୍ତ୍ରୀମାନଙ୍କର ହାତର ଠିକ ମଧ୍ୟ ଭାବଗରେ ସ୍ପଷ୍ଟ ତ୍ରିଭୁଜ କିମ୍ବା ଧନୁଷ ଭଳି ଆକୃତି ହୋଇଥାଏ । ତେବେ ସେହି ସ୍ତ୍ରୀମାନଙ୍କ ବିଷୟରେ କୁହାଯାଏ କି ତାଙ୍କୁ ସମସ୍ତ ପ୍ରକାରର ସୁଖ ମିଳିଥାଏ ଏବଂ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button