ମନୋରଞ୍ଜନ

ଆଚ୍ଛା ଆଚ୍ଛା ବଡି ବିଲଡର ମାନଙ୍କର ହୋସ ଉଡିଯାଏ ଯେତେବେଳେ ସେମାନଙ୍କ ସାମନା ହେଇଥାଏ ଏହି ମହିଳା ବଡି ବିଲଡରଙ୍କ ସହିତ

ଆପଣ ଜିମ ରେ ବହୁତ ବଡି ବିଲଡରଙ୍କୁ ଘଣ୍ଟା ଘଣ୍ଟା ଧରି ନିଜର ଝାଳ ବୁହାଇ ବଡି ବନେଇ ଥିବାର ଦେଖିଥିବେ । କେତେକ ବଡି ବିଲଡରଙ୍କୁ ଦେଖିଲା ପରେ ଏମିତି ଲାଗେ କି ସେ କୌଣସି ମଣିଷ ନୁହେଁ ଅସୁର ଅଟେ । ସେ ନିଜକୁ ଏମିତି କରିବା ପାଇଁ ବହୁତ ସମୟ କଷ୍ଟ କରଥାନ୍ତି । ଯେଉଁ ଲୋକମାନଙ୍କୁ ବଡି ବିଲଡିଙ୍ଗ ର ଇଛା ଅଛି ସେମାନେ ପିଲାବେଳୁ ସେଥିରେ ଲାଗି ଯାଇଥାନ୍ତି ।

ବଡି ବିଲଡିଙ୍ଗ ର ଫୀଲ୍ଡ ରେ ବି ଆସିଥାନ୍ତି ବହୁତ ଝିଅମାନେ :

ଯେତେବେଳେ ବଡି ବିଲଡିଙ୍ଗ ର କଥା ଆସେ ତେବେ ମନରେ ଏକ ପୁରୁଷ ଆସିଥାଏ । କିନ୍ତୁ ସେହି ସମୟ ଚାଲିଗଲାଣି କି କେବଳ ଗୋଟେ ପୁରୁଷ ହିଁ ଏହି ଫିଲ୍ଡ ରେ ନିଜର କ୍ଯାରିୟ କରି ପାରିବ । ବର୍ତ୍ତମାନ ଏହି ଫିଲ୍ଡରେ ବହୁତ ଝିଅମାନେ ଆସି ଗଲେଣି । ଆଜି ଆମେ ଏମିତି ମହିଳା ମାନଙ୍କ ବଡି ବିଲଡିଙ୍ଗ ବିଷୟରେ କହିବାକୁ ଯାଉଛୁ ।

୧୪ ବର୍ଷ ବୟସରୁ ନିଜର ଲକ୍ଷ କରିଥିଲେ କି ବଡି ବିଇଲ୍ଡର ହେବେ :

କେବଳ ୧୪ ବର୍ଷ ବୟସରୁ ହିଁ ଏହି ମହିଳା ଭାବି ନେଇ ଥିଲେ କି ସେ ବଡି ବିଲଡର ହେବେ ବୋଲି । ଆଜି ଏହି ମହିଳା ଏହି ଖେଳରେ ଦୁଇଟି ଅଲଗା ଅଲଗା ପ୍ରକାରରେ ୬ଟି ଟାଇଟଲ ର ବିଜେତା ଅଟନ୍ତି । ସେ ଆଉ କେହି ନୁହନ୍ତି ରୁଷ ର ପୱର ଲିଫ୍ଟର ନତାଲିୟା କୁଜନେତ୍ସୋୱା ଅଟନ୍ତି । ସେ ବର୍ତ୍ତମାନ ସୋସିୟାଲ ମିଡିୟା ରେ ନିଜ ଆକାଉଣ୍ଟରେ କିଛି ଫୋଟୋ ଛାଡି ନିଜର ପୁଣିଥରେ ଆସିବାର ଘୋଷଣା କରି ଛନ୍ତି । ନତାଲିୟା ଙ୍କର ଏହି ଫୋଟୋ ଦେଖି ଭଲ ଭଲ ବଡି ବିଲଡରଙ୍କର ଝାଳ ବୋହି ପଡିବ ।

ଅଭିକ ନତାଲିୟା କୋଚ ରୂପରେ କାମ କରିବେ :

ଗତ ବର୍ଷ ୨୦୧୬ ରେ ନତାଲିୟା ରିଟାୟରମେଂଟ ର ଘୋଷଣା କରିଥିଲେ । କିନ୍ତୁ ଲାଗୁଛି କି ସେ ବେଶି ଦିନ ପର୍ଯ୍ୟନ୍ତ ଏହି ଖେଳରୁ ଦୂରେଇ ରହିପାରିବେ ନାହିଁ । କିନ୍ତୁ ଏଥର ନତାଲିୟା କୋଚ ରୂପରେ କାମ କରିବେ । ୱର୍ଲ୍ଡ ପାୱର ଲିଫ୍ଟିଂଗ ଚୈଂପିୟନ ନତାଲିୟା ତିନି ଥର ବେଂଚ ପ୍ରେସ ଏବଂ ତିନି ଥର ଡେଡଲିଫ୍ଟ ଚୈଂପିୟନ ହୋଇ ସାରିଛନ୍ତି । ନତାଲିୟା କହିଲେ କି ସେ ଯେତେବେଳେ ୧୪ ବର୍ଷ ବୟସରେ ଜିମ ଟ୍ରେନିଂଗ ଆରମ୍ଭ କରିଥିଲେ ସେତେବେଳେ ତାଙ୍କଳର ଓଜନ ୪୦ କିଲୋ ଥିଲା । ଆଜି ଏତେ ବର୍ଷ କଷ୍ଟ କରିବା ପରେ ତାଙ୍କର ଓଜନ ୯୦ କିଲୋ ହେଇଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button