ମନୋରଞ୍ଜନ

କୁନି ଝିଅଟି ଏମିତି କଲା Classical Dance, ଯାହାର ଭିଡିଓ ଏବେ ମୋବାଇଲ୍ରୁ ମୋବାଇଲ ଘୁରି ବୁଲୁଛି, ଥରେ ଦେଖନ୍ତୁ ଏହି Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଳଟୁଛି । ବନ୍ଧୁଗଣ ଏହି ସବୁ ଘଟଣା ଗୁଡିକ ସାଧାରଣତଃ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଲୋକମାନେ ଏହି ସବୁ ଘଟଣା ଗୁଡିକ ସୋସିଆଲ ମିଡିଆ ଦ୍ଵାରା ଅତି ସହଜରେ ଜାଣିପାରୁଛନ୍ତି । ସୋସିଆଲ ମିଡିଆର ବ୍ୟବହାରରେ ଲୋକମାନେ ନିଜର ମନୋରଞ୍ଜନ ମଧ୍ୟ କରୁଛନ୍ତି ।

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ କୁନି ଝିଅର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଏହି ଭିଡିଓଟି ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ ଓ ଆପଣ ମାନେ ସମସ୍ତେ ଏହି ଭିଡିଓଟିକୁ ଦେଖିଲେ ନିଶ୍ଚୟ ଆପଣଙ୍କ ମୁହଁରେ ଖୁସି ଆସିଯିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡିଓ ବିଷୟରେ ।

ବନ୍ଧୁଗଣ ଛୋଟ ଛୁଆ ଭଗବାନଙ୍କର ଆଶୀର୍ବାଦ ହୋଇଥାନ୍ତି । ଦୁନିଆର ସମସ୍ତ ଲୋକ ଛୋଟ ଛୁଆଙ୍କୁ ବହୁତ ପସନ୍ଦ କରନ୍ତି କାରଣ ଏମାନଙ୍କ ମନରେ ରାଗ, ବାଦ ହିଂସା ଓ ଘୃଣା ନଥାଏ । ଛୋଟ ଛୁଆଙ୍କ ମନ ପବିତ୍ର ଅଟେ । ତେଣୁ ବନ୍ଧୁଗଣ ଛୋଟ ଛୁଆଙ୍କ ଦ୍ଵାରା ହେଉଥିବା ସମସ୍ତ କାମକୁ ଦେଖିବା ପାଇଁ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି ।

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓରେ ଏକ କୁନି ପିଲା କ୍ଲାସିକାଲ ଡ୍ୟାନ୍ସ କରୁଥିବାର ନଜର ଆସୁଛି । ଭିଡିଓରେ କୁନି ପିଲାଟିର ମା ଶାସ୍ତ୍ରୀୟ ସଙ୍ଗୀତ ଗାଁ କରୁଥିବା ବେଳେ ପିଲାଟି ଏହା ଶୁଣି ତାଳରେ ନାଚୁଛି । କୁନି ପିଲାଟିର ଏହି ନୃତ୍ୟ ପରିବେଷଣ ଦେଖି ସୋସିଆଲ ମିଡିଆ ୟୁଜର୍ସ ମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

କାରଣ ବନ୍ଧୁଗଣ ଏତେ କମ ବର୍ଷରେ ଏତେ ସୁନ୍ଦର ନୃତ୍ୟ ପରିବେଷଣ କରିବା ସାମାନ୍ଯ କଥା ନୁହେଁ । ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଲୋକମାନେ ଏହି ଭିଡିଓଟିକୁ ଦେଖି ବହୁତ ଖୁସି ହୋଇଯାଉଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button