ଦେଶ- ବିଦେଶ

18 Interesting Gk Questions- ଭାରତର କେଉଁ ପ୍ରଧାନମନ୍ତ୍ରୀ ପାକିସ୍ତାନରେ ଜନ୍ମ ହୋଇଥିଲେ ? କଣ ଆପଣ ଜାଣିଛନ୍ତି ?

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ମଜାଳିଆ ଏବଂ ଜଣା ଅଜଣା ପ୍ରଶ୍ନ ଉତ୍ତର ଏହା ଦ୍ୱାରା ଆପଣ ନିଜ ବୁଦ୍ଧି ର ବିକାଶ କରିବା ସହ ଆପଣଙ୍କୁ ଅନେକ ମଜା ବି ଲାଗିବ। ଆପଣ କିଛି ନୂଆ ପୁରୁଣା କଥା ଜାଣି ପାରିବେ ଏବଂ ଏହା ଦ୍ୱାରା ଆପଣ ନିଜର ଜ୍ଞାନ କୁ ମଧ୍ୟ ବୃଦ୍ଧି କରି ପାରିବେ।ତେବେ ଆସନ୍ତୁ ଜାଣିନେବା ସେହି ପ୍ରଶ୍ନ ଉତ୍ତର ବିଷୟରେ।

୧- ମୃତ୍ୟୁ ପରେ ମଣିଷ ର ମସ୍ତିଷ୍କ କେତେ ସମୟ ପର୍ଯ୍ୟନ୍ତ ଜୀବିତ ଥାଏ?
ଉତ୍ତର- ୧୦ ମିନିଟ।

୨- ସର୍ବ ପ୍ରଥମେ ମଣିଷ କେଉଁ ପଶୁର କ୍ଷୀର ପିଇଥିଲା।
ଉତ୍ତର- ମେଣ୍ଡା।

୩- ଅଙ୍ଗୁର ଚାଷ ପାଇଁ କେଉଁ ସହର ପ୍ରସିଦ୍ଧ?
ଉତ୍ତର- ନାସିକ।

୪- ପାର୍ଲେ ଜି କେଉଁ ଦେଶର କମ୍ପାନୀ?
ଉତ୍ତର- ଭାରତ ।

୫- ଘଡି ସର୍ପ କେଉଁ ଦେଶର କମ୍ପାନୀ?
ଉତ୍ତର- ଭାରତ।

୬- କେଉଁ ଜୀବ ର ରକ୍ତ ନୀଳ ଅଟେ।
ଉତ୍ତର- ଝିଣ୍ଟିକା।

୭- କେତେ ଦିନ ଧରି ମହାଭାରତ ଯୁଦ୍ଧ ଚାଲିଥିଲା।
ଉତ୍ତର- ୧୮ ଦିନ।

୮- କେଉଁ ନଦୀ ନିଜର ରଙ୍ଗ ବଦଳାଇ ଥିଲା।
ଉତ୍ତର- କାନୋ କ୍ରିଷ୍ଟାଲସ।

୯- ଦୁନିଆରେ ସବୁଠାରୁ ଛୋଟ ଦେଶ କିଏ?
ଉତ୍ତର- ଭାଟିକାନ ସିଟି।

୧୦- ସାଇକେଲ ର ଆବିଷ୍କାର କେଉଁ ଦେଶ କରିଥିଲା।
ଉତ୍ତର- ଜର୍ମାନୀ।

୧୧- କେଉଁ ଜୀବ ସବୁଠାରୁ ଅଧିକ ଦିନ ଯାଏ ବଞ୍ଚିଥାଏ।
ଉତ୍ତର- କଇଁଛ।

୧୨- କାହାର ୧୦ ଟି ଗୋଡ଼ ଅଛି।
ଉତ୍ତର- କଙ୍କଡା।

୧୩- ଚୁଲିର ତିନି ମୁଣ୍ଡ କୁ କଣ କୁହାଯିବ।
ଉତ୍ତର- ଝିଙ୍କା।

୧୪- କେଉଁ ପକ୍ଷୀ ତଳମୁହା କରି ବସା ବାନ୍ଧେ।
ଉତ୍ତର- ବାୟା ଚଢ଼େଇ।

୧୫- କେଉଁ ଦେଶରେ ବିଲେଇ କୁ ପୂଜା କରାଯାଏ।
ଉତ୍ତର- ମିଶର।

୧୬- କେଉଁ ଦେଶ ପ୍ରଥମେ ନୋଟ କାଗଜ ବାହାର କରିଥିଲା।
ଉତ୍ତର- ଚୀନ।

୧୭- କେଉଁ ଗଛରେ ଫୁଲ ହୁଏ ନାହିଁ।
ଉତ୍ତର- ପଣସ।

୧୮- ଭାରତର କେଉଁ ପ୍ରଧାନମନ୍ତ୍ରୀ ପାକିସ୍ତାନ ରେ ଜନ୍ମଗ୍ରହଣ କରିଥିଲେ?
ଉତ୍ତର- ମନମୋହନ ସିଂହ।

ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button