ଦେଶ- ବିଦେଶ

15 Interesting Gk Questions- ତାହା କେଉଁ ଜିନିଷ ଯାହାକୁ ଗରିବ ମାନେ ଫିଙ୍ଗି ଦିଅନ୍ତି କିନ୍ତୁ ଧନୀ ମାନେ ସାଇତି ରଖନ୍ତି…

ନମସ୍କାର ବନ୍ଧୁଗଣ ତେବେ ଆସନ୍ତୁ ଆଜି ଆମେ କିଛି ଜଣା ଅଜଣା ପ୍ରଶ୍ନ ବିଷୟରେ ଆଲୋଚନା କରିବା। ଯାହା ଦ୍ୱାରା ଆପଣ କିଛି ଅଜଣା ପ୍ରଶ୍ନ ବିଷୟରେ ଜାଣି ପାରିବେ ଏବଂ ଏହାର ଉତ୍ତର ମଧ୍ୟ ଜାଣି ପାରିବେ। ତେବେ ଏହା ଦ୍ୱାରା ଆପଣଙ୍କ ର ଜ୍ଞାନ ର ବୃଦ୍ଧି ମଧ୍ୟ ହେବ ତେବେ ଆସନ୍ତୁ ଜାଣିନେବା ସେହି କିଛି ଜଣା ଅଜଣା ପ୍ରଶ୍ନ ବିଷୟରେ।

୧- ତାହା କେଉଁ ପ୍ରାଣୀ ଯିଏ ନର ରୁ ମାଦା ହୋଇଯାଏ?
ଉତ୍ତର- ଅକ୍ଟୋପସ।

୨-ବେଲୁନ ରେ କେଉଁ ଗ୍ୟାସ ଭରି ରହିଥାଏ?
ଉତ୍ତର- ହାଇଡ୍ରୋଜେନ ଗ୍ୟାସ।

୩- ବିଶ୍ଵ ର ସର୍ବ ପୁରାତନ ଖବର କାଗଜ କେଉଁଟି ଅଟେ?
ଉତ୍ତର- ସ୍ଵିଡେନ ଅଫିସିଆଲ ଜେନେରାଲ।

୪- ତାହା କେଉଁ ପକ୍ଷୀ ଅଟେ ଯିଏ ପଛ ଦିଗକୁ ଉଡି ଯାଇଥାଏ?
ଉତ୍ତର- ଗୁଞ୍ଜନ ପକ୍ଷୀ।

୫- ପୃଥିବୀ ତୁଳନାରେ ସୂର୍ଯ୍ୟ କେତେ ଗୁଣ ବଡ଼?
ଉତ୍ତର- ୧୦୯ ଗୁଣ ବଡ଼।

୬- ତାହା କେଉଁ ମସିହା ଅଟେ ଯାହାକୁ ସିଧା ଏବଂ ଓଲଟା ଲେଖିଲେ ସମାନ ହୁଏ?
ଉତ୍ତର- ୧୯୬୧ (1961)

୭-ତାହା କେଉଁ ଫୁଲ ଯାହା ବାର ବର୍ଷରେ ମାତ୍ର ଥରେ ହିଁ ଫୁଟି ଥାଏ।
ଉତ୍ତର- ନୀଳ କୁରଞ୍ଜି।

୮- ଏମିତି କେଉଁ ମସଲା ରହିଛି ଯେଉଁଥିରେ ଗୋଟିଏ ସହରର ନାମ ରହିଥାଏ।
ଉତ୍ତର- କାଶ୍ମୀର ଚିଲି।

୯- ସରଗରୁ ଆସିଲା ଟୋକା ଟିଏ ତା ମୁଣ୍ଡରେ ଟୋପି ଟିଏ।
ଉତ୍ତର- ତାଳ।

୧୦- ଡିସେମ୍ବର ମାସରେ ଉତ୍ତର ମେରୁ ରେ କେଉଁ ଋତୁ ହୋଇଥାଏ।
ଉତ୍ତର- ଶୀତ ଋତୁ।

୧୧- କେଉଁ ଲାଇଟ ଜଳେ ନାହିଁ?
ଉତ୍ତର- ସନ ଲାଇଟ।

୧୨- ଜନ୍ମ ହେବାର କେତେ ଦିନ ପରେ ଗୋଟିଏ ଶିଶୁ ହସିଥାଏ?
ଉତ୍ତର- ୧ ମାସ ପରେ।

୧୩- ଚଢ଼େଇ ନୁହେଁ ସେ ଗଛର ଫଳ ପେଟ ଭରା ଥାଏ ପାଣି ଅଥଳ?
ଉତ୍ତର- ନଡ଼ିଆ।

୧୪- କଞ୍ଚାରେ ଚଟଣି ପାଚିଲେ ସଢା।ଫୁଲରେ ବାସ୍ନା ବହୁତ କଡା।
ଉତ୍ତର- ଆମ୍ବ।

୧୫- ତାହା କେଉଁ ଜିନିଷ ଯାହାକୁ ଗରିବ ମାନେ ଫିଙ୍ଗି ଦିଅନ୍ତି କିନ୍ତୁ ଧନୀ ମାନେ ସାଇତି ରଖନ୍ତି।
ଉତ୍ତର- ସିଙ୍ଗାଣି।

ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button