ଦେଶ- ବିଦେଶ

America ର ମାଂସ Market ଆମ ଓଡିଶା ମାଂସ ମାର୍କେଟ ଠୁ କେତେ ଅଲଗା ? ଜାଣନ୍ତୁ ଏଠାରେ କଣ ସବୁ ମାଂସ ଖାଆନ୍ତି ଓ Kg କେତେ ଟଙ୍କା ? ଦେଖନ୍ତୁ Video

ସମସ୍ତ ସ୍ମାର୍ଟ ଫୋନ ର ଯୁଗ । ଆଜି ଆମେ ଆପଣଙ୍କୁ ମହିଳାଙ୍କର ଏକ ଭି-ଡି-ଓ ବିଷୟରେ କହିବୁ ଯେଉଁଥିରେ ସେ  ଆମେରିକା ରେ ରହିଥିବା ମାଂ-ସ ମାର୍କେଟ ବିଷୟ ରେ କହୁଛନ୍ତି ଏବଂ ଓଡିଶା ମାଂ-ସ ମାର୍କେଟ ସହ ତୁଳନା ମଧ୍ୟ କରୁଛନ୍ତି ତେବେ ଆସନ୍ତୁ ଜାଣିନେବା ।

ତେବେ ବନ୍ଧୁଗଣ ୟୁଟିୟୁବ ରେ ଅଧିକାଂଶ ଲୋକ ବ୍ଲଗ ଭି-ଡି-ଓ ବନାଉ ଛନ୍ତି ଅର୍ଥାତ ନିଜର ନୀତିଦିନ ଜୀଵନ ରେ କଣ ସବୁ ଘଟୁଛି ଏବଂ ସେମାନେ କଣ ସବୁ କାର୍ଯ୍ୟ କରୁଛନ୍ତି କେଉଁଆଡ଼େ ବୁଲିବାକୁ ଯାଉଛନ୍ତି କିମ୍ବା କିଛି ନୂଆ ଜିନିଷ ଜାଣିଛନ୍ତି ସେ ସମ୍ପର୍କରେ ସେ ଭି-ଡି-ଓ ବନାଇଥାନ୍ତି ଏବଂ ଲୋକମାନେ ମଧ୍ୟ ସେହି ଭି-ଡି-ଓ ଗୁଡିକ କୁ ବହୁତ ଭଲ ପାଇବା ଦେଇଥାନ୍ତି ଏବଂ ପସନ୍ଦ ମଧ୍ୟ କରନ୍ତି ।

ତେବେ ସେହି ଭଳି ଜଣେ ୟୁଟିୟୁବର ହେଉଛନ୍ତି ସ୍ୱପ୍ନା । ସେ ଜଣେ ଓଡ଼ିଆ ଝିଅ ତାଙ୍କର ଘର ହେଉଛି ଓଡ଼ିଶାରେ କିନ୍ତୁ ବର୍ତ୍ତମାନ ସେ ଆମେରିକାରେ ବାସ କରୁଛନ୍ତି । ତେବେ ସେ ନିଜର ଏକ ବ୍ଲଗ ଭି-ଡି-ଓ ରେ ସେ ଆମେରିକାରେ ବୁଲି ଯାଇଥିବା ମାଂ-ସ ମାର୍କେଟ ର ଭି-ଡି-ଓ କରିଥିଲେ ।

ତେବେ ସେ ଯେଉଁ ମାର୍କେଟ କୁ ଯାଇଥିଲେ ସେଠାରେ ସବୁ ପ୍ରକାର ର ଫଳ, ପନି ପରିବା ଆଦି ସୁବିଧାରେ ମିଳିଯାଏ ଏବଂ ସେଠାରେ ବିଭିନ୍ନ ପ୍ରକାରର ମାଂ-ସ ମଧ୍ୟ ମିଳେ ଯେପରି ଗାଈ ମାଂ-ସ,କୁକୁଡ଼ା,ମାଂ-ସ,ଛେଳି,ମେଣ୍ଡା,ଘୁଷୁରୀ, ଆଦି ଏହା ଛଡା ସାମୁଦ୍ରିକ ପ୍ରାଣୀ ମଧ୍ୟ ମିଳିଯାଏ ଯେପରି କଙ୍କଡା,ଚିଙ୍ଗୁଡ଼ି, ଶାମୁକା ଆଦି ।

ତେବେ ସେମାନେ ଏହାକୁ ଭଲ ଭାବରେ କାଟି ଅଲଗା କରି ଗୋଡ଼ ଅଲଗା ମୁଣ୍ଡ ଅଲଗା ପେଟ ଅଲଗା ଏପରି କରି ତାକୁ ଭଲ ଭାବରେ ପ୍ୟାକେଜ କରି ବିକ୍ରି କରିଥାନ୍ତି ଯାହା ଦ୍ୱାରା ଆପଣ ଙ୍କୁ ଘୃଣା ମଧ୍ୟ ଲାଗିବ ନାହିଁ ଦେଖିକି । ଏହା ଛଡା ସେ ସବୁର ଦାମ ମଧ୍ୟ ଅଲଗା ଅଲଗା ଗୋଡ଼ ର ଅଲଗା ମୁଣ୍ଡ ର ଅଲଗା ଯେପରି ଆମ ଓଡିଶାରେ ମାଂ-ସ ହେଉ କିମ୍ବା ମାଛ ସମସ୍ତ ଙ୍କର ଏକ ନିର୍ଦ୍ଦିଷ୍ଟ ଦାମ ରହିଥାଏ କିନ୍ତୁ ସେଠାରେ ସବୁବେଳେ ଦାମ ବଦଳି ଥାଏ କୌଣସି ଏକ ନିର୍ଦ୍ଦିଷ୍ଟ ଦାମ ନଥାଏ ।

ଏହା ଛଡା ସେଠାରେ ବିଭିନ୍ନ ପ୍ରକାରର ମାଛ ମିଳେ ଏବଂ ଶୁଖୁଆ ମଧ୍ୟ ମିଳିଥାଏ । ତେବେ ସେଠାକାର ଭଲ କଥା ହେଉଛି ସେମାନେ ଏହାକୁ ଅଲଗା ଅଲଗା କରି ରଖିଥାନ୍ତି ଏବଂ ଜଣେ ମଣିଷ କୁ ଯଦି କେବଳ ଗୋଡ଼ ନେବାର ଥିବ ତେବେ ସେ ଖାଲି ଗୋଡ଼ ମଧ୍ୟ ନେଇ ପାରିବ । ଏହା ଛଡା ଏହି ସବୁ କୁ ବହୁତ ସଫା ସୁତୁରା କରି ମଧ୍ୟ ରଖାଯାଏ ଯାହା ଦ୍ୱାରା ଲୋକମାନେ ଆକର୍ଷିତ ମଧ୍ୟ ହୋଇଥାନ୍ତି । ତେବେ ଆମେରିକା ମାଂ-ସ ମାର୍କେଟ ଏଠାକାର ମାଂ-ସ ମାର୍କେଟ ଠାରୁ ବହୁତ ଭିନ୍ନ ଅଟେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button