ସ୍ୱାସ୍ଥ୍ୟ

ଚେହେରା କୁ କେବେ ବି ବୁଢା ହେବାକୁ ଦେବନି ଏହି ଚମତ୍କାରୀ ଫୁଲ, 50 ବର୍ଷରେ ବି ଲାଗିବେ 22 ବର୍ଷ ପରି ଜବାନ- Beauty Tips

ନମସ୍କାର ବନ୍ଧୁଗଣ ଆପଣ ମାନେ ସଦା ବିହାର ଫୁଲ ବିଷୟରେ ନିଶ୍ଚୟ ଜାଣି ଥିବେ। ଏହାକୁ ବାର ମାସି ମଧ୍ୟ କୁହାଯାଏ। ବାର ମାସି ନାମ ରହିବାର ଅର୍ଥ ହେଉଛି ଏହି ସଦା ବିହାରୀ ଫୁଲ ବାର ମାସ ଯାକ ଗଛରେ ରହିଥାଏ। ଖରା ହେଉ ବର୍ଷା ହେଉ କିମ୍ବା ଶୀତ ସବୁ ୠତୁ ହେଉ ସବୁ ସମୟ ହେଉ ସର୍ଵଦା ଏହି ଫୁଲ ଫୁଟି ରହିଥାଏ ଏହି ଫୁଲର ଆଠ ପ୍ରଜାତି ମିଳିଥାନ୍ତି କିନ୍ତୁ ଆମ ଭାରତରେ କେବଳ ଦୁଇ ପ୍ରଜାତି ମିଳେ। ଜାମୁନି ରଙ୍ଗ ର ଏବଂ ଧଳା ରଙ୍ଗର। ଦୁଇ ପ୍ରଜାତି ରେ ଔଷଧ ଗୁଣ ରହିଥାଏ।

ସଦା ବାହାର ର ଫୁଲ ତାର ପତ୍ର ସମସ୍ତ ଭିତରେ ଔଷଧ ଗୁଣ ରହିଥାଏ। ଏହି ଗଛ ଆପଣଙ୍କ ଘର ପାଖରେ ହିଁ ମିଳି ଯିବ। କାରଣ ଏହା ଆପେ ଆପେ ହିଁ ଉଠି ଯାଇଥାଏ।ଏହାର ପତ୍ର ବହୁତ ଲାଭଦାୟକ। ଏବଂ ଆୟୁର୍ବେଦ ଗୁଣ ରହିଛି। ଏହା ଛଡା ପୂଜା ଅର୍ଚ୍ଚନା ରେ ମଧ୍ୟ ଏହି ଫୁଲ ର ବ୍ୟବହାର କରାଯାଏ। ଏହା ଛଡା ସୌନ୍ଦର୍ଯ୍ୟ ରେ ମଧ୍ୟ ଏହି ସଦା ବାହାର ଫୁଲ ବହୁତ ଲାଭ ଦାୟକ ହୋଇଥାଏ ।

ଏହାକୁ ଆପଣ ଚେର ସହିତ ନୁହେଁ ବରଂ ଏହାକୁ ଅଧାରୁ କାଟି ମଧ୍ୟ ଲଗେଇ ପାରିବେ। ଏବଂ ଏହାକୁ ଯେବେବି ଇଚ୍ଛା ପାଣି ଏବଂ ସାର ଆଦି ଦେଇ ପାରିବେ କାରଣ ଏହାର କିଛି ବିଶେଷ ଯତ୍ନ ନିଆ ଯିବାର ଆବଶ୍ୟକ ନାହିଁ। ଏହା ବାର ମାସ ଯାକ ଫୁଲ ଫୁଟିଥାଏ।ଯଦି ଆପଣଙ୍କ ଚେହେରା ରେ କିଛି ସମସ୍ୟା ମାନ ଦେଖା ଯାଉଛି ତେବେ ଆପଣ ଏହି ଫୁଲକୁ ବ୍ୟବହାର କରି ପାରିବେ।

ଯଦି ଆପଣ ନିଜ ଚେହେରା ରେ ବ୍ରଣ ର ଦାଗ ରହି ଯାଇଛି କିମ୍ବା କୌଣସି କଳା ଦାଗ ରହିଛି ଆଦି ସମସ୍ୟାରେ ଏହି ସଦା ବାହାର କିମ୍ବା ସଦା ବିହାରୀ ଫୁଲ ସହାୟତା କରିଥାଏ। ଏହି ସଦା ବିହାରୀ ଫୁଲ କିମ୍ବା ପତ୍ର ର ରସ କୁ ସେହି ଦାଗ ରେ ଲଗେଇଲେ। ସେ ଦାଗ ସମ୍ପୂର୍ଣ୍ଣ ପଳେଇବ।


ଏହାର ପତ୍ର କୁ ବାଟି ତାର ରସ କୁ ନିଜ କେଶ ରେ ଲଗେଇଲେ ଆମ କେଶ ଛିଣ୍ଡିବନି ଏବଂ ବହୁତ ଭଲ ରହିବ । ଏହି ପତ୍ର ର ରସ ସହ ଅଧା ଚାମଚ ନଡିଆ ତେଲ ମିଶେଇ ଦେବା। ଏବଂ ବ୍ୟବହାର କରିବା ଏହା ଦ୍ୱାରା ଆମ କେଶ ଧଳା ହେବ ନାହିଁ ଏବଂ ମଜବୁତ ରହିବ।


ସକାଳୁ ଉଠି ଯଦି ଏହି ଗଛ ର ଦୁଇ ଟି ପତ୍ର କୁ ଚୋବାଇ ଖାଇ ପାଣି ପିଇବା ଦ୍ୱାରା ଆମ ମଧୁମେହ ରୋଗ କମି ଯାଇଥାଏ। ଏହି ପତ୍ର କିମ୍ବା ଫୁଲ ର ରସ କୁ ଯଦି ଆପଣ ଙ୍କ ଶରୀର କୌଣସି ଯାଦୁ କୁଣ୍ଡିଆ ଅଛି ତେବେ ଏହାକୁ ଲଗେଇଲେ ତାହା ମଧ୍ୟ ଭଲ ହୋଇ ଯାଇଥାଏ। ଏବଂ ଯଦି ଏହାକୁ ବାଟି ନିଜ ଚେହେରା ରେ ଲଗେଇଲେ ଆପଣଂକୁ ଝୁରି ଆସିବନି ଏବଂ ଆପଣ ଯୁବତୀ ଦେଖାଯିବେ। ଆଦି ଅନେକ କ୍ଷେତ୍ରରେ ଏହି ସଦା ବିହାରୀ ଫୁଲ କୁ ଆମେ ବ୍ୟବହାର କରି ପାରିବା ଏବଂ ଏହାର ଅନେକ ଲାଭ ମଧ୍ୟ ପାଇଁ ପାରିବା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button