ମନୋରଞ୍ଜନ

ଆଜି ବହୁତ ବଦଳି ଯାଇଛନ୍ତି Ramayan ର ଏହି କୁନି ଲବ କୁଶ ଓ ଏମାନେ ହେଉଛନ୍ତି ତାଙ୍କର ରିଅଲ ଲାଇଫ ପତ୍ନୀ

ବନ୍ଧୁଗଣ ରାମାନନ୍ଦ ସାଗର ଙ୍କ ରାମାୟଣ ର ସଫଳତା ପରେ ଉତ୍ତର ରାମାୟଣ ଆରମ୍ଭ ହୋଇଥିଲା। ଯେଉଁ ଥିରେ ଭଗବାନ ଶ୍ରୀ ରାମ ଏବଂ ମାତା ସୀତା ଙ୍କର ପୁତ୍ର ଲବ କୁଶ ଙ୍କ ବିଷୟରେ ଦେଖା ଯାଇଥିଲା। ଏବଂ ଏହି ଧାରାବାହିକ କୁ ମଧ୍ୟ ଦର୍ଶକ ମାନେ ବହୁତ ପସନ୍ଦ କରିଥିଲେ। ଏବଂ ଏହା ସଫଳ ମଧ୍ୟ ହୋଇ ଥିଲେ। ଉତ୍ତର ରାମାୟଣ ରେ ଲବ ର ଭୂମିକା ରେ ଅଭିନୟ କରି ଥିବା କଳାକାର ଙ୍କ ନାମ ହେଉଛି ମୟୁରେଶ ଖେତ୍ରା ମନ୍ଦେ ଏବଂ କୁଶ ଚରିତ୍ର ରେ ଅଭିନୟ କରି ଥିବା ବାଲ୍ୟ କଳାକାର ଙ୍କ ଅସଲି ନାମ ହେଉଛି ସ୍ୱପ୍ନିଲ ଯୋଶୀ।

ଏହି ଧାରା ବାହିକ ଏହି ଦୁଇ ଜଣ କଳାକାର ଙ୍କର ନିଜ କ୍ୟାରିଅର ର ପ୍ରଥମ ଧାରବାହିକ ଏବଂ ପ୍ରଥମ ଚରିତ୍ର ଥିଲା। ଏହି ଧାରାବାହିକ ରେ ଏହି ଦୁଇ ଜଣ ନିଜ ନିଜ ଚରିତ୍ର ର ଅଭିନୟ ଖୁବ ସୁନ୍ଦର ଭାବେ କରି ଥିଲେ। ଏବଂ ଏହାକୁ ସଫଳ ମଧ୍ୟ କରି ପାରିଥିଲେ।ଏବଂ ବହୁତ ପ୍ରସିଦ୍ଧି ମଧ୍ୟ ମିଳି ଥିଲା।

ଯେପରି ସମୟ ଅତିବାହିତ ଭଳି ଏବେ ଏହି ଦୁଇ ବାଲ୍ୟ କଳାକାର ମଧ୍ୟ ଏବେ ବଡ଼ ହୋଇ ଗଲେଣି। କୁଶ ଚରିତ୍ର ରେ ଅଭିନୟ କରି ଥିବା ଅଭିନେତା ସ୍ୱପ୍ନିଲ ଯୋଶୀ ଏବେ ଏକ ଚାଳିଶି ବର୍ଷୀୟ ହୋଇ ଗଲେଣି। ଏବଂ ଏବେ ବହୁତ ସୁନ୍ଦର ମଧ୍ୟ ଦେଖା ଯାଉଛନ୍ତି।

ଏହି ଧାରାବାହିକ ପରେ ମଧ୍ୟ ସେ ନିଜ ର ଅଭିନୟ କ୍ୟାରିୟର ଜାରି ରଖିଛନ୍ତି। ଏବଂ ମରାଠୀ ସିନେମା ଜଗତରେ ଅନେକ ସିନେମା ରେ ସେ ଅଭିନୟ ମଧ୍ୟ କରିଛନ୍ତି।ଆଜି ସେ ଜଣେ ଲୋକପ୍ରିୟ ଅଭିନେତା ମଧ୍ୟ ହୋଇ ଯାଇଛନ୍ତି। ରାମାୟଣ ବ୍ୟତୀତ ସେ ଶ୍ରୀ କୃଷ୍ଣ, ଏବଂ ଦେଶ ମେ ନିକଲା ଚାନ୍ଦ ଭଳି ଧାରବାହିକ ରେ ମଧ୍ୟ ଅଭିନୟ କରିଛନ୍ତି।

ତାଙ୍କ ବାସ୍ତବ ଜୀଵନ ବିଷୟରେ ଆଲୋଚନା କଲେ ତାଙ୍କ ପତ୍ନୀ ଙ୍କର ନାମ ହେଉଛି ଲିନା ଆରାଧ୍ୟା। ତାଙ୍କର ଏକ ଝିଅ ମଧ୍ୟ ଅଛି ଏବଂ ତାଙ୍କ ଝିଅ ର ନାମ ହେଉଛି ମାୟାରା। ଏବଂ ସେ ବହୁତ ସୁନ୍ଦର ମଧ୍ୟ ଦେଖିବାକୁ। ଲବ ଚରିତ୍ର ରେ ଅଭିନୟ କରି ଥିବା ଅଭିନେତା ମୟୁରେଶ ଖେତ୍ରା ମନ୍ଦେ।

ବର୍ତ୍ତମାନ ସେ ତେୟାଲିଶ ବର୍ଷ ବୟସ୍କ ହୋଇ ଗଲେଣି। ଏବଂ ସେ ଏତେ ପରିବର୍ତ୍ତନ ହୋଇ ଯାଇଛନ୍ତି କି ଆପଣ ତାଙ୍କୁ ଦେଖିଲେ ଜାଣି ପାରିବେ ନାହିଁ।ଏହି ଧାରାବାହିକ ପରେ ସେ ନିଜର ଅଭିନୟ କ୍ୟାରିୟର କୁ ବନ୍ଦ କରି ଦେଲେ ଏବଂ ଏହା ଇଣ୍ଡଷ୍ଟ୍ରୀ ରୁ ଦୁରେଇ ଗଲେ।

ଏବେ ସେ ଆମେରିକାରେ ରହୁଛନ୍ତି। ଏବଂ ଏକ କମ୍ଫନି ରେ ପ୍ରେସିଡେଣ୍ଟ ମଧ୍ୟ ଅଛନ୍ତି।ତାଙ୍କ ବାସ୍ତବ ଜୀଵନ ବିଷୟରେ ଆଲୋଚନା କଲେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି ଏବେ ବି ସେ ଏକେଲା ଅଛନ୍ତି। ଏବଂ ନିଜର ସମସ୍ତ ଧ୍ୟାନ ନିଜ କ୍ୟାରିୟର ଉପରେ ଦେଉଛନ୍ତି। ଏବଂ ନିଜ ଜୀବନରେ ବହୁତ ଖୁସି ମଧ୍ୟ ଅଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button