ମନୋରଞ୍ଜନ

ବାହାଘର ପରେ ପ୍ରଥମ ଥର ପାଇଁ ସ୍ବାମୀଙ୍କ ସହ ଡଙ୍ଗାରେ ବସି ବୁଲିବାକୁ ଗଲେ ଓଡ଼ିଆ ସିଙ୍ଗର Diptirekha Padhi, ଦେଖନ୍ତୁ ଭାଇରାଲ ଭିଡିଓ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ବା ଓଲିଉଡ ସମଗ୍ର ଭାରତ ରେ ବହୁତ ନାମ କରିସାରିଲାଣି । ଏହା ସମ୍ଭବ ହୋଇପାରିଛି କେବଳ ଓଡ଼ିଆ ସିନେମା ଜଗତ ର ଅନେକ ଉଚ୍ଚକୋଟୀର ଅଭିନେତା ଓ ଅଭିନେତ୍ରୀ ମାନଙ୍କ ପାଇଁ । ଏମାନଙ୍କ ପ୍ରଚେଷ୍ଟା ରେ ଆଜି ଓଡ଼ିଆ ସିନେମା ଜଗତ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଆମେ ମନୋରଞ୍ଜନ ପାଇଁ ଚଳଚିତ୍ର ଦେଖିଥାଉ । କିନ୍ତୁ ସେ ପର୍ଯ୍ୟନ୍ତ ମନୋରଞ୍ଜନ ହୋଇ ନ ଥାଏ ଯେ ପର୍ଯ୍ୟନ୍ତ ଗୋଟିଏ ଭଲ ଗୀତ ଦେଖିବାକୁ ମିଳି ନ ଥାଏ । ଏହି ଗୀତ ପଛରେ ଅନେକ ଲୋକଙ୍କ ର ହାତ ରହିଥାଏ । କିନ୍ତୁ ସବୁଠାରୁ ବେଶୀ ହାତ ରହିଥାଏ ଗାୟକ ଓ ଗାୟିକା ମାନଙ୍କର ।

ସେମାନେ ନିଜ କଣ୍ଠ ଦ୍ୱାରା ଗୀତ କୁ ସୁମଧୁର କରିପାରନ୍ତି । ତେବେ ବନ୍ଧୁଗଣ ସେହିପରି ଜଣେ ଗାୟିକା ହେଉଛନ୍ତି ଦୀପ୍ତିରେଖା ପାଢ଼ୀ । ବର୍ତ୍ତମାନ ଯେହେତୁ ବିବାହ ଋତୁ ଚାଲିଛି ସେ ମଧ୍ୟ ବିବାହ କରି ସାରିଛନ୍ତି । ବିବାହ ପରେ ତାଙ୍କୁ ପ୍ରଥମ ଥର ଦେଖିବାକୁ ମିଳିଥିଲା । ତେବେ ଆସନ୍ତୁ ସେ ଵିଷୟ ରେ ଆହୁରି ଅଧିକ କଥା ଜାଣିବା ।

ଓଡ଼ିଆ ସିନେମା ଜଗତ ର ଜଣେ ବେଶ ଜଣାଶୁଣା ଗାୟିକା ହେଉଛନ୍ତି ଦୀପ୍ତିରେଖା ପାଢ଼ୀ । ସେ ଗୀତ ଗାଇବା ସହିତ ଅଭିନୟ ମଧ୍ୟ କରନ୍ତି । ତାଙ୍କ ଗୀତ କୁ ଲୋକ ମାନେ ବହୁତ ପ୍ରଶଂସା କରିଥାନ୍ତି । ସେହିଭଳି ତାଙ୍କ ଅଭିନୟ କୁ ମଧ୍ୟ ଲୋକମାନେ ବେଶ ପସନ୍ଦ କରିଥାନ୍ତି । ଆପଣ ମାନେ ତ ଜାଣିଥିବେ ନିକଟରେ ସେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ତାଙ୍କର ଏହି ବିବାହ ଖବର ହଟାତ ଶୁଣିବାକୁ ମିଳିଥିଲା । ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

କିନ୍ତୁ ସେ ବିବାହ ପରେ ମଧ୍ୟ ସେହିପରି ଗୀତ ଗାଇବା ଜାରି ରଖିଛନ୍ତି ଓ ଧାରାବାହିକ ରେ ନିଜର ଅଭିନୟ ମଧ୍ୟ ଜାରି ରଖିଛନ୍ତି । ତାଙ୍କ ବିବାହ ଖବର ସୋସିଆଲ ମିଡ଼ିଆ ରେ ହଇଚଇ ସୃଷ୍ଟି କରିଥିଲା । ସେହିପରି ବର୍ତ୍ତମାନ ସମୟ ରେ ତାଙ୍କର ଆଉ ଏକ ଭିଡିଓ ବହୁତ ଭାଇରଲ ହେବାକୁ ଲାଗିଛି ।

ଏହି ଭିଡିଓ ରେ ଦୀପ୍ତିରେଖା ବିବାହ ପରେ ପ୍ରଥମ ଥର ପାଇଁ ସମୁଦ୍ର କୁ ବୁଲିବାକୁ ଆସିଥିଲେ ଓ ଡ଼ଙ୍ଗା ରେ ବସି ସମୁଦ୍ର ରେ ବୁଲିଥିଲେ । ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ଭାଇରଲ ହେଉଥିବା ଦୀପ୍ତିରେଖା ଙ୍କ ର ଏହି ଭିଡିଓ ଟି ବହୁତ ଚର୍ଚ୍ଚା ର ଵିଷୟ ପାଲଟିଛି । ଅନେକ ଲୋକ ଏହି ଭିଡିଓ କୁ ନେଇ ଅନେକ କଥା କହୁଛନ୍ତି ।

ଅନେକ କହୁଛନ୍ତି ଯେ ସେ ବିବାହ ପରେ ପ୍ରଥମ ଥର ପାଇଁ ନିଜ ସ୍ୱାମୀ ଙ୍କ ସହିତ ସମୁଦ୍ର କୁଳ କୁ ବୁଲିବାକୁ ଆସିଛନ୍ତି । ସେହିପରି ଆହୁରି କେତେକ ଲୋକ ମଧ୍ୟ ଆହୁରି ଅନେକ କଥା କହୁଛନ୍ତି । କିନ୍ତୁ ପ୍ରକୃତ କଥା ଟି ହେଉଛି ସେ ନିଜ ବିବାହ ପରେ ମଧ୍ୟ ନିଜର ଗୀତ ଗାଇବା ଓ ଅଭିନୟ କରିବା ଜାରି ରଖିଛନ୍ତି ।

ସେ ଅଭିନୟ କରୁଥିବା ଧାରାବାହିକ ର ସୁଟିଂ ପାଇଁ ଏହି ସମୁଦ୍ର କୁଳ କୁ ଆସିଥିଲେ । ସେ ଏହି ସମୟ ରେ ଏକ ଡ଼ଙ୍ଗା ରେ ବସି ନିଜର ଧାରାବାହିକ ପାଇଁ ସୁଟିଂ କରୁଥିଲେ । ତେବେ ବନ୍ଧୁଗଣ ଆପଣଂକୁ ତାଙ୍କ ଅଭିନୟ କିପରି ଲାଗେ ନିଶ୍ଚୟ ଜଣାଇବେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button