ଜ୍ୟୋତିଷ

ଘରେ କୁକୁର ପାଳିବା ଶୁଭ ନା ଅଶୁଭ, ଶୁଣିଲେ ଆପଣ ଚମକି ପଡିବେ

ନମସ୍କାର ବନ୍ଧୁଗଣ ହିନ୍ଦୁ ଧର୍ମ ପୁରାଣ ରେ କୁକୁର କୁ ଯମ ର ଦୂତ କୁହାଯାଇଛି। ଏବଂ ପାଲତୁ ପଶୁ ସବୁଠାରୁ ଭଲ ସାଥୀ ହୋଇ ଥାଆନ୍ତି। କୁକୁର ବହୁତ ସମ୍ବେଦନଶୀଳ ଏବଂ ଚାଲାକ ହୋଇ ଥାଏ। ଏବଂ କୁକୁର ବହୁତ ବିଶ୍ୱସ୍ତ ମଧ୍ୟ ହୋଇ ଥାଆନ୍ତି। ଏବଂ ଘର ମଧ୍ୟ ଖୁବ ଭଲ ଭାବରେ ଜଗି ଥାଆନ୍ତି। ଏହି କୁକୁର ମାନେ ସୁକ୍ଷ୍ମ ଆତ୍ମା ଏବଂ ଭବିଷ୍ୟତ ଦେଖି ପାରେ। କୁକୁର ବହୁତ ଦୂର ଏବଂ ବହୁତ କିଲୋମିଟର ପର୍ଯ୍ୟନ୍ତ ଶୁଙ୍ଘି ପାରିଥାଏ। ଏବଂ ଏମାନେ ଚୋରକୁ ଖୋଜିବା ରେ ପୋଲିସ କୁ ବହୁତ ସାହାଯ୍ୟ କରି ଥାଆନ୍ତି।

କୁକୁର କୁ ହିନ୍ଦୁ ଧର୍ମ ରେ ଏକ ରହସ୍ୟମୟ ପ୍ରାଣୀ କୁହାଯାଇଛି। ଏବଂ କୁକୁର ବହୁତ ଭଲ ମିତ୍ର ମଧ୍ୟ ହୋଇ ଥାଏ ତାଙ୍କୁ ଆପଣ ଅଳ୍ପ ଟିକେ ସ୍ନେହ ଶ୍ରଦ୍ଧା କଲେ ସେମାନେ ଆପଣଙ୍କ ପାଇଁ ନିଜ ଜୀଵନ ମଧ୍ୟ ଦେବାକୁ ପଛଘୁଞ୍ଚା ଦେବେ ନାହିଁ।ତେବେ ଚାଲନ୍ତୁ ଜାଣିନେବା ଘରେ କୁକୁର ରଖିଲେ କଣ କଣ ହୋଇଥାଏ।

୧- ପ୍ରଥମ ରେ ହେଉଛି ଯେଉଁଠି କଳା କୁକୁର ଥାଏ ସେଠାରେ ନକରାତ୍ମକ ଉର୍ଜା ଆସେ ନାହିଁ। ଏହାର କାରଣ ହେଉଛି କଳା କୁକୁର ଉପରେ ଦୁଇ ଟି ଶକ୍ତିଶାଳୀ ଗ୍ରହ କେତୁ ଏବଂ ଶନି ର ପ୍ରଭାବ ରହିଥାଏ। ଶନିଦେଵ ଙ୍କୁ ପ୍ରସନ୍ନ କରିବା ପାଇଁ ଘରେ କଳା କୁକୁର କୁ ପାଳିବା ଉଚିତ ଏବଂ କେତୁ ଦୋଷ କୁ ଦୁରେଇ ରଖିବା ପାଇଁ ମଧ୍ୟ କଳା କୁକୁର ପାଳିବା ର କୁହା ଯାଇଥାଏ। ଏବଂ ଯଦି ଆପଣ କୁକୁର ଙ୍କୁ ଖାଦ୍ୟ ଖୁଆନ୍ତି ତେବେ ସେଥିରେ ଶନିଦେଵ ବହୁତ ଖୁସି ହୋଇ ଥାଆନ୍ତି।ଏବଂ ଏଭଳି କରିବା ଦ୍ୱାରା କାଳ ସର୍ପ ଦୋଷ ମଧ୍ୟ ଦୁର ହୋଇ ଯାଏ। ଏବଂ ଏଥିରେ ଦେଵତା ଖୁସି ହୋଇଗଲେ ଆପଣଙ୍କୁ କୋଟିପତି କରିବାରୁ କେହି ଅଟକାଇ ପାରିବେ ନାହିଁ।

୨- ଦ୍ଵିତୀୟ ରେ ହେଉଛି କୁକୁର କୁ ହିନ୍ଦୁ ଧର୍ମ ରେ ଯମ ର ଦୂତ କୁହାଯାଏ। ଏବଂ ହିନ୍ଦୁ ଧର୍ମର ଦେଵତା ଭୈରବ ମହାରାଜା ଙ୍କ ସେବକ କୁହାଯାଏ। ଏବଂ କୁକୁର କୁ ଖାଇବା ଦେଲେ ଭୈରବ ମହାରାଜା ବହୁତ ପ୍ରସନ୍ନ ହୁଆନ୍ତି। ଏବଂ ଆପଣଙ୍କ ର ଆସୁଥିବା ସମସ୍ତ ସଙ୍କଟ ମଧ୍ୟ ଦୁର ହୋଇ ଯିବ। ଏବଂ ମାନ୍ୟତା ଅଛି କି କୁକୁର କୁ ଖୁସି କଲେ ସେ ଆପଣଙ୍କ ଆଖ ପାଖରେ ଯମ ଙ୍କୁ ଆସିବାକୁ ଦିଏ ନାହିଁ। ଏବଂ ବ୍ୟକ୍ତି କୁ ଦୁର୍ଘଟଣା ରୁ ମଧ୍ୟ ରକ୍ଷା କରି ଦେଇ ଥାଏ। ଏବଂ ମୃତ୍ୟୁ କୁ ପାଖକୁ ଆସିବାକୁ ଦିଏ ନାହିଁ।

୩- ତୃତୀୟ ରେ ହେଉଛି ଯେଉଁ ବ୍ୟକ୍ତି ମାନେ କୁକୁର କୁ ନିୟମିତ ଭୋଜନ କରାନ୍ତି। ସେହି ବ୍ୟକ୍ତି ମାନଙ୍କ ଉପରେ ସମସ୍ତ ଦେବୀ ଦେଵତା ମାନେ ବହୁତ ପ୍ରସନ୍ନ ରୁହନ୍ତି।ଏବଂ ମାତା ଲକ୍ଷ୍ମୀ ମଧ୍ୟ ରହିଥାନ୍ତି। ଏବଂ ଆପଣଙ୍କ ପାପ ଦୋଷ ମଧ୍ୟ କ୍ଷମା ହୋଇ ଯାଏ। ଏଵଂ ସ୍ୱର୍ଗ ପ୍ରାପ୍ତ ହୋଇଥାଏ।

୪- ଚତୁର୍ଥ ରେ ହେଉଛି ଯେବେ ରାତି ସମୟରେ କୁକୁର ଅଚାନକ ଜୋର ଜୋର ରେ କାନ୍ଦି ଥାଏ। ତେବେ ଏହା କାହାର ମୃତ୍ୟୁ ର ସଙ୍କେତ ହୋଇ ଥାଏ। କିନ୍ତୁ ସେ କାନ୍ଦିଲା ସମୟରେ ତାକୁ ହଟେଇ ଲେ ସେହି ମୃତ୍ୟୁ ଟଳି ମଧ୍ୟ ଯାଇଥାଏ।

୫- ପଞ୍ଚମ ରେ ହେଉଛି କୁକୁର କୁ ପ୍ରେମ ର ପ୍ରତୀକ ମଧ୍ୟ କୁହାଯାଏ। ଏହା ପ୍ରେମ ସମ୍ବନ୍ଧ ପାଇଁ ବହୁତ ଶୁଭ ଥାଏ। ଏବଂ ତାକୁ ନିୟମିତ ଭୋଜନ କରାଇଲେ ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ ଭଲ ସଂପର୍କ ଗଢି ଉଠେ। ଏଵଂ ସମସ୍ତେ ଖୁସି ରେ ରୁହନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button