ଜ୍ୟୋତିଷ

୨୧ ଫେବୃଆରୀ ସକାଳୁ ଅଚାନକ ଚମକି ଉଠିବ ଏହି ରାଶିର ଭାଗ୍ୟ, ମିଳିବ ବହୁତ ବଡ ଖୁସି ଖବର – Jyotish Shastra

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨୧ ଫେବୃଆରୀ ରେ ଗ୍ରହ ଙ୍କର ଏକ ଖାସ ସଂଯୋଗ ହେଉଛି। ଏବଂ ଏହାର ପ୍ରଭାବ ଆପଣଙ୍କ ପ୍ରେମ ଜୀଵନ ଉପରେ ବହୁତ ପ୍ରଭାବିତ କରିବ। ଏବଂ ଏହି ଦିନ କିଛି ରାଶି ମାନଙ୍କ ପାଇଁ ବହୁତ ଖାସ ହେବ। ଆପଣଙ୍କ ପ୍ରେମ ଜୀବନ ରେ ଥିବା ସମସ୍ତ ସମସ୍ୟା ଦୂର ହୋଇଯିବ ଏବଂ କେବଳ ଭଲ ପାଇବା ରହିବ। ଯେଉଁମାନେ ନିଜର ପ୍ରେମ କୁ ନିଜ ପ୍ରେମିକ କିମ୍ବା ପ୍ରେମିକା ଙ୍କୁ କହି ପାରୁ ନାହାଁନ୍ତି କିମ୍ବା ଜାହିର କରି ପାରୁ ନାହାଁନ୍ତି ସେମାନେ ମଧ୍ୟ ନିର୍ଭୟ ରେ ପ୍ରେମ କୁ ଜାହିର କରି ପାରିବେ।

ମାତା ଲକ୍ଷ୍ମୀ ଙ୍କ କୃପା ରେ ଏହି ରାଶିର ବ୍ୟକ୍ତି ଙ୍କ ଜୀବନ ରେ ସୁଖ ସମୃଦ୍ଧି ସ୍ଥାପନ ହେବାକୁ ଯାଉଛି ଏବଂ ଏମାନଙ୍କ ଜୀଵନ ଧନଧାନ୍ୟ ରେ ପରିପୂର୍ଣ୍ଣ ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ଏହି ରାଶି ମାନଙ୍କ ଜୀବନ ରେ କେଉଁ ସବୁ ପରିବର୍ତ୍ତନ ହେବାକୁ ଯାଉଛି ।

୧- ପ୍ରଥମ ରାଶି ହେଉଛି ମେଷ ରାଶି। ଏହି ରାଶି ର ବ୍ୟକ୍ତି ମାନେ ଯଦି ଏକୁଟିଆ ରହୁଛନ୍ତି ତେବେ ତାଙ୍କୁ ନିଜର ଜୀଵନ ସାଥୀ ମିଳିଯିବ। ଏବଂ ପ୍ରେମୀ ଯୋଡି ଙ୍କ ଦିନ ବହୁତ ଭଲ ଏବଂ ସୁନ୍ଦର ଭାବରେ କଟିବ। ଭଲ ଭଲ ଉପହାର ମିଳିବ। ଏବଂ ବାହାରକୁ ବୁଲିବାକୁ ମଧ୍ୟ ଯାଇ ପାରିବେ। ଜୀବନରେ ହେବାକୁ ଥିବା ପରିବର୍ତ୍ତନ ଆପଣଙ୍କ ପାଇଁ ବହୁତ ଖାସ ରହିବ । ଶିକ୍ଷା ଚାକିରି ପ୍ରେମ ଓ ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଆପଣଙ୍କୁ ବହୁତ ଶୀଘ୍ର ନୂଆ ଖୁସି ଖବର ମିଳିବାର ସମ୍ଭାବନା ନଜର ଆସୁଛି ।

୨- ଦ୍ଵିତୀୟ ରାଶି ହେଉଛି କର୍କଟ ରାଶି। ଏହି ରାଶି ର ବ୍ୟକ୍ତି ମାନଙ୍କ ଜୀବନରେ ଏହି ଦିନ ବହୁତ ଖୁସି ଆସିବାର ଅଛି। ବୈବାହିକ ଜୀଵନ ସୁଖ ମୟ ହେବ। ପ୍ରେମିକ ପ୍ରେମିକା ମାନେ ପରସ୍ପରକୁ ବହୁତ ଉପହାର ଦେବେ। ଏହି ରାଶିର ଲୋକମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ଅସିମ କୃପା ଲାଗି ରହିବ । ଆପଣ ମାନଙ୍କ ଭଣ୍ଡାର ଧନ ଦୌଲତରେ ଭରପୁର ହୋଇଯିବ । ବିଦ୍ୟାର୍ଥୀ ମାନଙ୍କୁ ସଫଳତା ମିଳିବ । ପରିବାର କୌଣସି ମହିଳା ଉପରେ ଧନ ପ୍ରାପ୍ତିର ଯୋଗ ହେବାକୁ ଯାଉଛି ।

୩-ତୃତୀୟ ରାଶି ହେଉଛି ସିଂହ ରାଶି । ଏହି ରାଶି ର ବ୍ୟକ୍ତି ମାନେ ବହୁତ ଭାଗ୍ୟଶାଳୀ । ଏମାନଙ୍କ ସାଥୀ ଏମାନଙ୍କୁ ଖୁସି ରେ ଦେଖିବା ପାଇଁ କିଛି ବି କରି ପାରିବେ। । ଏହା ସହିତ ଏହି ରାଶି ଥିବା ବ୍ୟକ୍ତି ମାନେ ସମାଜରେ ନିଜର ପ୍ରତିଷ୍ଠା ସ୍ଥାପନ କରିବେ ଏବଂ ମାନ ସମ୍ମାନ ହାସଲ କରିବେ । ଏହି ରାଶି ଥିବା ବ୍ୟକ୍ତି ମାନଙ୍କ ଜୀବନ ରେ ଧନ ହାସଲ କରିବା ନିମନ୍ତେ ବିଭିନ୍ନ ପ୍ରକାର ସୁଯୋଗ ପ୍ରାପ୍ତ ହେବ ଏବଂ ଏଥିନିମନ୍ତେ ଏହି ରାଶିର ବ୍ୟକ୍ତି ମାନଙ୍କୁ ନିଜ ପରିବାର ଏବଂ ମିତ୍ରଙ୍କ ସହଯୋଗ ମଧ୍ୟ ମିଳିବ ।

୪- ଚତୁର୍ଥ ରାଶି ହେଉଛି କନ୍ୟା ରାଶି। ଏହି ରାଶି ର ପ୍ରେମିକ ପ୍ରେମିକା ମାନଙ୍କ ସମ୍ପର୍କରେ ବାଦ ବିବାଦ ଆସିପାରେ କିନ୍ତୁ ଆପଣ ପ୍ରୟାସ କରିବେ ସବୁ ଠିକ କରିବା ପାଇଁ  ବୈବାହିକ ଜୀବନରେ ଆପଣଙ୍କୁ ଖୁସି ର ସମୟ ବିତେଇବେ। ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଆସନ୍ତା ସମୟ ଅନୁକୂଳ ରହିବ । ଏହି ରାଶିର ବ୍ୟକ୍ତି ମାନେ ସମସ୍ତ କ୍ଷେତ୍ରରେ ସଫଳତା ହାସଲ କରିବେ । ପରିବାର ରେ ସୁଖ ଶାନ୍ତି ସ୍ଥାପନ ହେବ । ନୂଆ ନୂଆ ସଫଳତା ହାସଲ କରିବେ । ଏହି ରାଶିମାନଙ୍କର ଦିନକୁ ଦିନ ଉନ୍ନତି ଓ ସଫଳତା ହାସଲ କରିବାର ସମୟ ଏବେ ପାଖେଇ ପାଖେଇ ଆସୁଛି ।

୫- ପଞ୍ଚମ ରାଶି ହେଉଛି ତୁଳା ରାଶି । ଏହି ରାଶିର ବ୍ୟକ୍ତି ମାନଙ୍କୁ ନୂଆ ଚାକିରୀ ର ସଂଯୋଗ ରହିଛି । ଛାତ୍ରଛାତ୍ରୀ ମାନେ ସଫଳତା ପାଇବେ ।  ଆପଣଙ୍କୁ ନିଜ ପତ୍ନୀର ପୂର୍ଣ୍ଣ ସହଯୋଗ ମିଳିବ । ଯାହାଫଳରେ ଆପଣଙ୍କ ମନ ପ୍ରସନ୍ନ ରହିବ । ଅବିବାହିତ ଲୋକମାନେ ବହୁତ ଶୀଘ୍ର ବିବାହ କରିବେ । ଅଫିସ ଘର କାମ ଯୋଗୁଁ ଆପଣ ନିଜ ସାଥୀ ଙ୍କୁ ସମୟ ଦେଇ ପାରିବେ ନାହିଁ। ଯେଉଁ ବ୍ୟକ୍ତି ମାନେ ଚାକିରୀ କରିଛନ୍ତି ସେମାନେ ପଦୋନ୍ନତି ହାସଲ କରିବେ ଏବଂ ବ୍ୟବସାୟ କରୁଥିବା ବ୍ୟକ୍ତି ମାନଙ୍କୁ ବ୍ୟବସାୟ ରେ ବହୁତ ଲାଭ ପ୍ରାପ୍ତ ହେବାକୁ ଯାଉଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button