ଜ୍ୟୋତିଷ

ବାଛନ୍ତୁ ନିଜର ଜନ୍ମ ବାର ଓ ଜାଣନ୍ତୁ ନିଜ ବିଷୟରେ ଏକ ରାଜ ର କଥା- Personality Test

ବନ୍ଧୁଗଣ ଆପଣ ମାନେ ଏହା ନିଶ୍ଚିତ ଶୁଣିଥିବେ କି ବ୍ୟକ୍ତି ର ଜନ୍ମ ବାର ଦ୍ବାରା ତାର ବ୍ୟକ୍ତିତ୍ବ ବିଷୟରେ ଜାଣି ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆମେ ଆମର ଜନ୍ମ ଦିନ ଓ ତାରିଖ ମାସ ଓ ବାର ଦ୍ୱାରା ନିଜର ବ୍ୟକ୍ତିତ୍ୱ ଓ ଭବିଷ୍ୟତ ବିଷୟରେ ଜାଣି ପାରିବା। ଏହି ତିଥି ଆମକୁ ଆମର ଆସୁଥିବା ଭବିଷ୍ୟତ ବିଷୟରେ ସୁଚିତ କରିଥାଏ। ଏହା ଛଡା ସପ୍ତାହର କୌଣସି ବି ଦିନ ମଧ୍ୟ ଆମ ବ୍ୟକ୍ତିତ୍ୱ ବିଷୟରେ ସୁଚିତ କରିଥାଏ। ଏହା ବହୁତ ଦୁର୍ଲଭ ଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସପ୍ତାହ ର ସାତ ଦିନ ସୋମବାର,ମଙ୍ଗଳବାର, ବୁଧବାର, ଗୁରୁବାର, ଶୁକ୍ରବାର, ଶନିବାର ଓ ରବିବାର। ଏହି ଦିନ ମାନଙ୍କ ମଧ୍ୟ ରେ ଯେଉଁ ବି ବ୍ୟକ୍ତି ଜନ୍ମ ନେଇଥାଏ ତାହା ତାର ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ। ସୌର ମଣ୍ଡଳ ରେ ଥିବା ଗ୍ରହ ମାନଙ୍କ ର ନିଜ ନିଜର ଏକ ବିଶେଷତା ଥାଏ ତେଣୁ ସେଦିନ ଜନ୍ମ ନେଇଥିବା ବ୍ୟକ୍ତି ପାଖରେ ମଧ୍ୟ ସେହି ଗୁଣ ସବୁ ଆସି ଯାଇଥାଏ। ତେବେ ଚାଲନ୍ତୁ ଜାଣିନେବା ସେହି ଦିନ ମାନଙ୍କ ବିଷୟରେ ଓ ସେ ଦିନ ରେ ଜନ୍ମ ନେଇଥିବା ବ୍ୟକ୍ତି ର ବ୍ୟକ୍ତିତ୍ୱ ବିଷୟରେ ମଧ୍ୟ।

 

୧- ପ୍ରଥମ ଦିନ ହେଉଛି ସୋମବାର। ସୋମବାର ର ସ୍ୱାମୀ ଗ୍ରହ ହେଉଛି ଚନ୍ଦ୍ରମା। ଏହି ଦିନ ରେ ଜନ୍ମ ନେଉଥିବା ବ୍ୟକ୍ତି ମାନେ ଚନ୍ଦ୍ରମା ଗ୍ରହ ସହ ପ୍ରଭାବିତ ହୋଇଥାନ୍ତି। ଚନ୍ଦ୍ରମା ର ରାଶି କର୍କଟକୁ କୁହାଯାଏ। ଏହି ଦିନ ରେ ଜନ୍ମ ନେଇଥିବା ବ୍ୟକ୍ତି ମାନେ ବହୁତ ସମ୍ବେଦନଶୀଳ ଥାଆନ୍ତି। ଏମାନ ଙ୍କ ପାଇଁ ନିଜ ପରିବାର ହିଁ ସବୁକିଛି। ଏମାନଙ୍କ ଉପରେ ଆପଣ ଆଖି ବନ୍ଦ କରି ବିଶ୍ୱାସ କରିପାରିବେ।

୨- ଦ୍ୱିତୀୟ ଦିନ ହେଉଛି ମଙ୍ଗଳବାର ଏହି ଦିନର ସ୍ୱାମୀ ଗ୍ରହ ହେଉଛି ମଙ୍ଗଳ ଏବଂ ଏହି ଦିନ ର ରାଶି ହେଉଛନ୍ତି ମେଷ ଓ ବିଛା। ଏମାନେ ଦେଖିବାକୁ ଆକର୍ଷଣୀୟ ଥାଆନ୍ତି। ଏମାନେ ବହୁତ ବୁଦ୍ଧିମାନ ଥାଆନ୍ତି। ନିଜର ସମସ୍ତ ଫଇସଲା ନିଜେ ନିଅନ୍ତି। ଏବଂ ଏମାନେ ସବୁବେଳେ ଜୋଶ ରେ ଥାଆନ୍ତି।

୩-ତୃତୀୟ ଦିନ ହେଉଛି ବୁଧବାର। ସେମାନେ କନ୍ୟା ରାଶି ଓ ମିଥୁନ ରାଶି ସହ ପ୍ରଭାବ ଥାଏ। ଏମାନେ ନିଜର କଥନ ରେ ସମସ୍ତ ଙ୍କ ହୃଦୟ ଜିଣିବା ରେ ସଫଳ ହୋଇଥାନ୍ତି। ଏମାନ ଙ୍କୁ ବୁଲିବା ବହୁତ ପସନ୍ଦ।

୪-ଚତୁର୍ଥ ଦିନ ହେଉଛି ଗୁରୁବାର। ଏହି ଦିନ ର ସ୍ୱାମୀ ଗ୍ରହ ହେଉଛନ୍ତି ବୃହସ୍ପତି। ଏହି ଗ୍ରହ ର ରାଶି ହେଉଛନ୍ତି ମୀନ ଓ ଧନୁ। ଏମାନେ ବହୁତ ଧନୀ ସବୁ କ୍ଷେତ୍ରରେ ସକ୍ଷମ ହୋଇଥାନ୍ତି। ଏବଂ ବେଳେବେଳେ ଲୋଭୀ ମଧ୍ୟ ହୋଇଯାନ୍ତି। ଏବଂ ଏମାନେ ଖୁବ ବୁଦ୍ଧିମାନ ମଧ୍ୟ ଥାଆନ୍ତି।

୫-ପଞ୍ଚମ ଦିନ ହେଉଛି ଶୁକ୍ରବାର। ଏହି ଦିନ ର ସ୍ଵାମୀ ଗ୍ରହ ହେଉଛନ୍ତି ଶୁକ୍ର। ଏମାନେ ବହୁତ ସୁନ୍ଦର ଓ ଆକର୍ଷକ ହୋଇଥାନ୍ତି। ସେମାନଂକୁ ଧଳା ରଙ୍ଗ ବହୁତ ପସନ୍ଦ। ଏମାନେ ବହୁତ ଶାନ୍ତ ସ୍ଵଭାଵ ର ଥାଆନ୍ତି। ଏବଂ ଏମାନେ ଚତୁର,ବୁଦ୍ଧିମାନ ମଧ୍ୟ ଥାଆନ୍ତି।

୬-ଷଷ୍ଠ ଦିନ ହେଉଛି ଶନିବାର। ଏହି ଦିନ ର ସ୍ୱାମୀ ଗ୍ରହ ହେଉଛନ୍ତି ଶନି। ଏହି ଦିନରେ ଜନ୍ମ ନେଇଥିବା ବ୍ୟକ୍ତି ମାନେ ସବୁବେଳେ ନିଜ କାମ କୁ ସଠିକ ଭାବରେ କରିଥାନ୍ତି। ଏବଂ ନିଜର ନୀତି ଦିନ କୁ ସମୟ ଅନୁସାରେ କାର୍ଯ୍ୟ କରିଥାନ୍ତି।ଏମାନେ ସବୁ କାର୍ଯ୍ୟ ବୁଝି ବିଚାରି କାମ କରିଥାନ୍ତି। ଏବଂ ଆପଣ ଏକ ଭଲ ଜୀଵନ ସାଥି ମଧ୍ୟ। ଏବଂ ଏମାନେ ଶୀଘ୍ର ଉଦାସ ହୋଇ ଯାଇଥାନ୍ତି।

୭-ସପ୍ତମ ଦିନ ହେଉଛି ରବିବାର। ଏହି ଦିନର ସ୍ୱାମୀ ଗ୍ରହ ହେଉଛି ସୂର୍ଯ୍ୟ। ଏମାନେ ତେଜ ବୁଦ୍ଧିମାନ ଓ ସକରାତ୍ମକ ବ୍ୟକ୍ତି ଥାଆନ୍ତି। ଏମାନେ ସବୁବେଳେ ଖୁସି ରେ ରୁହନ୍ତି ଓ ଖୁସି ବାଣ୍ଟ ତି। ବୁଲିବାକୁ ଏମାନ ଙ୍କୁ ବହୁତ ପସନ୍ଦ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button