ଦେଶ- ବିଦେଶ

Vastu Tips- ପୂଜା ଘରେ ଏହି 1 ଭୁଲ କେବେ ବି ହେବାକୁ ଦିଅନ୍ତୁ ନାହିଁ, ପୁରା ଘର ହେଇଯାଏ ବର୍ବାଦ, ମାଡି ଆସେ ଭୟଙ୍କର ଦରିଦ୍ରତା

ବନ୍ଧୁଗଣ ହିନ୍ଦୁଧର୍ମ ଅନୁସାରେ ଘର ମଧ୍ୟରେ ଥିବା ମନ୍ଦିରର କିଛି ଅଲଗା ମହତ୍ଵ ରହିଥାଏ, କାରଣ ବନ୍ଧୁଗଣ ଘର ମଧ୍ୟରେ ଥିବା ଏହି ମୁଖ୍ୟ ସ୍ଥାନରେ ସବୁଠାରୁ ଅଧିକ ସକାରାତ୍ମକ ଊର୍ଜା ପ୍ରଭାବିତ ହୋଇଥାଏ । ହେଲେ ବନ୍ଧୁଗଣ ଏପରି କିଛି ଭୁଲ ରହିଛି ଯାହାକୁ ନିଜ ଘର ମନ୍ଦିରରେ କରିବା ଉଚିତ ନୁହେଁ । ଏହି ଭୁଲ କରିବା ଦ୍ଵାରା ମଣିଷ ସଂପୂର୍ଣ୍ଣ କଙ୍ଗାଳ ହୋଇଯାଇଥାଏ ।

ବନ୍ଧୁଗଣ ବାସ୍ତୁଶାସ୍ତ୍ରରେ ଘର ମନ୍ଦିର ସହ ଜଡିତ ବହୁତ କିଛି ତଥ୍ୟ ଉଲ୍ଲେଖ କରାଯାଇଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସମସ୍ତ ନିୟମ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣ ମାନେ ଜାଣିବା ନିହାତି ଆବଶ୍ୟକ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


୧. ବନ୍ଧୁଗଣ ଯଦି ଆପଣଙ୍କ ଘରେ ମନ୍ଦିର ଅଛି ତା ହେଲେ ଆପଣ ଗୋଟିଏ ଭଗବାନଙ୍କର କେବଳ ଗୋଟିଏ ଫଟୋ ରଖିପାରିବେ, ଭୁଲ ସେ ମଧ୍ୟ ଆପଣ ଗୋଟିଏ ଭଗବାନଙ୍କର ଏକ ରୁ ଅଧିକ ଫଟୋ ରଖିବେ ନାହିଁ । କାରଣ ବନ୍ଧୁଗଣ ଏହାକୁ ଅଶୁଭ ମାନା ଯାଇଥାଏ। ଆପଣ ମାନଙ୍କର ଏହି  ଭୁଲ ପାଇଁ ଆପଣଙ୍କ ପରିବାର ଲୋକଙ୍କୁ ଦରିଦ୍ରତା ଭୋଗ କରିବାକୁ ପଡିପାରେ । ତେଣୁ ବନ୍ଧୁଗଣ ଭୁଲ ସେ ମଧ୍ୟ ଏହିପରିକା ଭୁଲ କରନ୍ତୁ ନାହିଁ ।

୨. ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସରେ ଆପଣ ନିଜ ମନ୍ଦିର ଘରେ କେବଳ ଠାକୁରଙ୍କ ଫଟୋ ଲଗାଇ ପାରିବେ, ଭଗବାନଙ୍କ ବ୍ଯତୀତ ଆପଣ ଅନ୍ୟ କୌଣସି ପୂର୍ବ ପୁରୁଷ ଓ ବାବା ଆଦିଙ୍କର ଫଟୋ ଲଗାଇ ପାରିବେ ନାହିଁ । ଠାକୁରଙ୍କ ବ୍ଯତୀତ ଅନ୍ୟ କୌଣସି ଲୋକର ଫଟୋ ଲଗାଇଲେ ଘର ମଧ୍ୟରେ ବହୁତ ମାତ୍ରାରେ ନକରାତ୍ମକ ଊର୍ଜାର ପ୍ରଭାବ ହୋଇଥାଏ, ଯାହାଫଳରେ ମଣିଷ ନିଜ ଜୀବନରେ କେବେହେଲେ ଉନ୍ନତି କରିପାରେ ନାହିଁ । ବନ୍ଧୁଗଣ ଏହା ବ୍ଯତୀତ ଭଗବାନ ରୁଷ୍ଟ ମଧ୍ୟ ହୋଇଥାନ୍ତି ଯାହାଫଳରେ ମଣିଷକୁ ଦରିଦ୍ରତା ଭୋଗ କରିବାକୁ ପାଇଥାଏ ।

୩. ବନ୍ଧୁଗଣ ଯେଉଁ ଘରେ ସିଡି ତଳେ ପୂଜା ଘର ତିଆରି ହୋଇଥାଏ ସେହି ଘରେ ସବୁବେଳେ ଧନର ଅଭାବ ଦେଖାଯାଇଥାଏ । ବନ୍ଧୁଗଣ ଏହିପରିକା ଘର ସବୁବେଳେ କଳହ ଓ ବିଶୃଙ୍ଖଳା ହୋଇଥାଏ, ଯାହାଫଳରେ ଘରର ସଦସ୍ୟ ମାନଙ୍କର ମନ ସବୁବେଳେ ଅଶାନ୍ତିରେ ରହିଥାଏ । ତେଣୁ ବନ୍ଧୁଗଣ ଭୁଲ ସେ ମଧ୍ୟ ଏହି ପରିକା ଭୁଲ କରନ୍ତୁ ନାହିଁ । ସବୁବେଳେ ଠାକୁର ଘରକୁ ଘରର ମଝିରେ ରଖନ୍ତୁ ।

୪. ବନ୍ଧୁଗ ପୂଜା ଘରକୁ ଭୁଲ ସେ ମଧ୍ୟ ଘରର ଦକ୍ଷିଣ ଦିଗରେ ବନେଇବେ ନାହିଁ, କାରଣ ବାସ୍ତୁଶାସ୍ତ୍ର ଅନୁସାରେ ଏହା ମାନ୍ୟତା ରହିଛି ଯେ, ଦକ୍ଷିଣ ଦିଗରେ ସବୁବେଳେ ନକରାତ୍ମକ ଊର୍ଜାର ପ୍ରଭାବ ହୋଇଥାଏ । ଏହି ଦିଗରେ ମନ୍ଦିର ରହିବା ଦ୍ଵାରା ଆପଣଙ୍କ ଘରେ କେବେହେଲ ଦେବୀ ଦେବତା ମାନଙ୍କର ବାସ ରହିନଥାଏ, ଯାହାଫଳରେ ଅପାନ ମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button