ଟଙ୍କା ପାଇଁ Bollywood ର ଏହି 4 ଜଣ ହିରୋଇନ ବୁଢା ମାନଙ୍କୁ ହିଁ କରିଲେ ବିବାହ, ନମ୍ବର 1 ଯୋଡିକୁ ଦେଖିଲେ ତ ଆପଣ ଆଶ୍ଚର୍ଯ୍ୟ ହେଇଯିବେ

ବନ୍ଧୁଗଣ ଆପଣ ମାନେ ସମସ୍ତ ବଲିଉଡ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବଲିଉଡର ଏହି ଦିଗଜ ଅଭିନେତ୍ରୀ ମାନେ ନିଜ ସୁନ୍ଦରତା ଓ ବୋଲ୍ଟଲୁକ୍ ପାଇଁ ବହୁତ ଚର୍ଚାରେ ରୁହନ୍ତି । ହେଲେ ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି ବଲିଉଡର ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ କେବଳ ଟଙ୍କା ଓ ନାମ ପାଇବା ପାଇଁ ନିଜ ସ୍ଵାମୀ ମାନଙ୍କ ସହ ବିବାହ କରିଛନ୍ତି ।ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଏପରି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଅଧିକ ଧନୀ ଓ ନାମ ଥିବା ଲୋକମାନଙ୍କୁ ଦେଖି ସେମାନଙ୍କ ସହ ବିବାହ କରିଛନ୍ତି । ତା ହେଲେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।
ସନା ଖାନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ସନା ଖାନ । କିଛି ସମୟ ପୂର୍ବରୁ ସନା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଥିଲେ । ସେହି ପୋଷ୍ଟ ମାଧ୍ୟମରେ ସେ ଏହା ଜଣାଇଥିଲେ ଯେ, ସେ ଏହି ବଲିଉଡ ଇଣ୍ଡଷ୍ଟ୍ରିକୁ ତ୍ୟାଗ କରିବାକୁ ଯାଉଛନ୍ତି ।

ଏହା ପରେ ସେ ଏକ ଏପରି ଫଟୋ ସେୟାର କରିଥିଲେ ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ବନ୍ଧୁଗଣ ସନା ଖାନ ସୁରଟର ବାସିନ୍ଧା ମୌଲାନା ମୁଫ୍ତି ଅନଶୟିଦଙ୍କ ସହ ବିବାହ କରିଛନ୍ତି । ଖବର ମିଳିଛି ଯେ ସନା କେବଳ ଟଙ୍କା ପାଇଁ ଏହି ବିବାହ କରିଛନ୍ତି । ଆପଣ ମାନେ ଏହି ଯୋଡିକୁ ଦେଖି ନିଶ୍ଚୟ ବୁଝିଯିବେ ।


ଐଶ୍ଵର୍ଯ୍ୟ ରାୟ ବଚନ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ ଐଶ୍ଵର୍ୟ୍ୟା ରାୟ ବଚନ । ବଲିଉଡରେ ଐଶ୍ଵର୍ୟ୍ୟା ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରି ସଫଳତା ପାଇଛନ୍ତି । ହେଲେ ଐଶ୍ଵର୍ୟ୍ୟା ବଲିଉଡ ଅଭିନେତା ଅଭିଷେକଙ୍କ ସହ ବିବାହ କରିଥିଲେ । ଅଭିଷେକ ଐଶ୍ଵର୍ୟ୍ୟା ଙ୍କ ପରି ବଲିଉଡରେ ଅଧିକ ସଫଳତା ପାଇ ନାହାନ୍ତି । ହେଲେ ଐଶ୍ଵର୍ୟ୍ୟା କେବଳ ଅଭିଷେକଙ୍କ ପିତା ଅମିତାଭ ବଚନଙ୍କର ନାମ ପାଇଁ ଏହି ବିବାହ କରିଥିଲେ । ଏହା ବ୍ଯତୀତ ଖବର ମିଳିଥିଲା ଯେ, ଐଶ୍ଵର୍ୟ୍ୟା କେବଳ ଟଙ୍କା ପାଇଁ ଅଭିଷେକଙ୍କ ସହ ବିବାହ କରିଛନ୍ତି ।

ଜୁହୀ ଚାୱଲା- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ ଜୁହୀ ଚାୱଲା । ଜୁହୀ ବଲିଉଡରେ ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରିଛନ୍ତି । ହେଲେ ବନ୍ଧୁଗଣ ଜୁହୀ ଜଣେ ସଫଳ ଅଭିନେତ୍ରୀ ଓ ସୁନ୍ଦର ଅଭିନେତ୍ରୀ ହୋଇ ମଧ୍ୟ ସେ ବିଜନେସ ମ୍ୟାନ ଜୟ ମେହେତାଙ୍କ ସହ ବିବାହ କରିଛନ୍ତି । ଜୟ ଓ ଜୁହୀଙ୍କୁ ଦେଖିଲେ ବାପ ଝିଅର ଦ୍ରୁଶ୍ଯ ନଜର ଆସିଥାଏ । କାରଣ ଏହି ଦୁଇଜଣଙ୍କ ମଧ୍ୟରେ ବୟସର ଅନ୍ତର ବହୁତ ଅଧିକ ରହିଛି, ହେଲେ ଅଧିକ ଟଙ୍କା ହେତୁ ଜୁହୀ ଜୟଙ୍କ ସହ ବିବାହ କରିଲେ ।




