ଦେଶ- ବିଦେଶ

ଆକାଶରୁ ବିଲ ମଝିରେ ଖସିଲା ଅଦ୍ଭୁତ ଫୁଟବଲ, ଧୀରେ ଧୀରେ ବଢ଼ିବାରେ ଲାଗିଛି ସେହି ବଲ, ଗାଁ ଲୋକେ ଆତଙ୍କିତ

ବିଲରେ କାମ କରୁଥିଲେ ସାବଧାନ, ଆକାଶରୁ ଖସିଲା ଏକ ରହସ୍ୟମୟ ଅଜଣା ବସ୍ତୁ, ଫୁଟବଲ ହେଇ ଖସିଲା ତଳେ ପଡି ବଢି ବଢି ଚାଲିଲା । ଅଜଣା ଗ୍ରହର ଜୀବ କି କେଉଁ ଦୁଷ୍ଟ ଶକ୍ତି ବେଳକୁ ବେଳ ବଢି ଚାଲିଛି ଆଶା ଆଉ ଆଶଙ୍କାରେ ଗ୍ରାମ ବାସୀ । ହଁ ଦର୍ଶକ ବନ୍ଧୁ ଆକାଶରୁ ଖସିଲା ଏକ ଅଜଣା ଓ ରହସ୍ୟମୟ ବସ୍ତୁ । ଖସିଲା ବେଳେ ଛୋଟ ଥିଲା ଆଉ ଖସିବା ପରେ ବଢି ବଢି ଚାଲିଲା ।

ଫୁଟବଲ ହେଇ ଆକାଶରୁ ଖସିଲା ଆଉ ମାଟି ତଳେ ପଡି ବିରାଟ ଆକାର ଧାରଣ କଲା । ଆଉ ଯାହାକୁ ଦେଖିବା ପରେ ଲୋକ ମାନେ ଏବେ ଭୟବିତ ହୋଇ ପଡିଛନ୍ତି । ହଁ ଦର୍ଶକ ବନ୍ଧୁ ଶୂନ୍ୟ ଆକାଶରୁ ଖସିଛି ଏକ ଅଜଣା ଓ ରହସ୍ୟମୟ ବସ୍ତୁ । ଆଉ ଯାହାକୁ ଆଗରୁ କେହି କେବେ ଦେଖି ନାହାନ୍ତି କି ଜାଣି ମଧ୍ୟ ନାହାନ୍ତି । ଏହା ଉଡାଜାହାଜ ସେଟଲାଇଟର କୌଣସି ଅଂଶ ବୋଲି ମଧ୍ୟ ଜଣା ପଡୁନି ।

ଆଉ ଏମିତି ଏକ ଅଜଣା ବସ୍ତୁ ସଂପୂର୍ଣ୍ଣ ନୂଆ ଆଉ ଯାହାକୁ ନେଇ ଲୋକ ମାନେ ଏବେ ଆଶା ଆଶଙ୍କାରେ ପଡିଛନ୍ତି । ଏହା କୌଣସି ଅନ୍ୟ ଗ୍ରହ ଜୀବ ମାନଙ୍କର ଯାନ ନୁହେଁ ତ ଏଥିରେ କେଉଁ ବିଦେଶୀ ଶକ୍ତିର ହାତ ନାହିଁ ତ ଏହାକୁ ନେଇ କୌଣସି ବିପଦ ବା ଅଘଟଣ ଘଟିବ ନାହିଁ ତ ଏମିତି ଅନେକ ପ୍ରଶ୍ନ ଏବେ ଲୋକ ମାନଙ୍କ ମନରେ ଘୁରି ବୁଲୁଛି । ତେବେ ଏହା ପ୍ରକୃତରେ କଣ ଆଉ ଏହା କେଉଁଠି ଆସିଲା ତାହା ପ୍ରକୃତରେ କେହି ଜାଣି ନାହାନ୍ତି ।

ତେବେ ଏ ଘଟଣା ଦେଶ କି ବିଦେଶର ନୁହଁ କି ବାହାର ରାଜ୍ୟର ନୁହଁ । ଏହି ଘଟଣା ଖୁଦ ଆମ ରାଜ୍ୟ ଓଡିଶାରେ ଘଟିଛି ଆଉ ଏହି ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ସୂଚନା ମୁତାବକ ଆଜି ସନ୍ଧ୍ୟା ସମୟରେ ବୌଦ୍ଧ ଜିଲ୍ଲା ଚଣ୍ଡୀପୁର ଗ୍ରାମର କିଛି ଗ୍ରାମବାସୀ ଧାନ କାଟି ଫେରୁଥିବା ସମୟରେ ହଠାତ ଏକ ଅଜଣା ଫୁଟବଲ ସଦୃଶ ବସ୍ତୁ ଆକାଶରୁ ଆସି ବିଲରେ ପଡୁ ଥିବାର ଦେଖିଥିଲେ ।

ତେବେ ବସ୍ତୁକୁ ଦେଖିବା ପାଇଁ ଲୋକ ମାନେ ନିକଟକୁ ଯାଇଥିଲେ ହେଲେ ପାଖକୁ ଯିବା ମାତ୍ରେ ଏହି ଅଜଣା ବସ୍ତୁଟି ଫୁଟବଲରୁ ଅଧିକ ବଡ ଆକାର ହେବାକୁ ଲାଗିଲା ବା ଧୀରେ ଧୀରେ ଏହା ଫୁଲିବାକୁ ଲାଗି ଥିଲା । ଏହା ଦେଖି ଗ୍ରାମବାସୀ ମାନେ ସେଠାରୁ ଦୂରେଇ ଯାଇଥିଲେ

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button