ଦେଶ- ବିଦେଶ

Vastu Tips- କୋଟିପତି ହେବାକୁ ଚାହୁଛନ୍ତି ତ ଶନିବାର ଦିନ ସନ୍ଧ୍ୟାରେ ଓସ୍ଥ ଗଛ ତଳେ ଗୋଟିଏ ଦୀପ ଜାଳି କୁହନ୍ତୁ ଏହି 2 ଟି ଶବ୍ଦ

ନମସ୍କାର ବନ୍ଧୁଗଣ , ଶନିବାର ଦିନ ଅଶ୍ଵତଥ ଗଛ ତଳେ ଦୀପ ଜାଳିବା ଦ୍ଵାରା କଣ ହୋଇଥାଏ । ଅଶ୍ଵତଥ ଗଛ କୁ ପୂଜା କରିବା ଦ୍ଵାରା ଆପଣଙ୍କ ସମସ୍ତ ସମସ୍ୟା ଦୂର ହୋଇଥାଏ ।  ପ୍ରାଚୀନ କାଳରୁ ଏହା କୁହାଯାଏ ଯେ ଅଶ୍ଵତଥ ଗଛରେ ବହୁତ ସାରା ଦେବ ଦେବୀମାନଙ୍କ ବାସ ରହିଥାଏ  । ଏହି ଗଛକୁ ପୂଜା କରିବା ଦ୍ଵାରା ଆପଣଙ୍କ ସମସ୍ତ ପାପ  ର ପ୍ରାୟଶ୍ଚିତ ହୋଇଥାଏ । ଯଦି ଆପଣଙ୍କ ଜୀବନରେ କଷ୍ଟ ଦୁଃଖ ଏବଂ ଆର୍ଥିକ ସ୍ତରରେ ବୁଢିଯାଇଥାନ୍ତି ।

ତେବେ ଅଶ୍ଵତଥ ଗଛର ପୂଜା କରିବା ଦ୍ଵାରା ଆପଣଙ୍କ ଆର୍ଥିକ  ସ୍ଥିତିରେ ସୁଧାର ଆସିଥାଏ । ଅଶ୍ଵତଥ ଗଛରେ ଶ୍ରୀ ହଋ ବିଷ୍ଣୁଙ୍କର ନିବାସ ରହିଥାଏ , ତେଣୁ ଯଦି ଆମେ ଏହି ଗଛର ପୂଜା କରିଥାଉ ତେବେ ଆମେ ଭଗବାନ ଙ୍କର ପୂଜା କରିବା ସହ ସମାନ ହୋଇଥାଏ  । ଭଗବତ ଗୀତାରେ ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯେ ଅଶ୍ଵତଥ ଗଛରେ ସ୍ଵୟଂ ମୁଁ ଅଛି । ତେଣୁ ଏହି ଗଛର ପୂଜା କରିବା ଦ୍ଵାରା ଆମେ ଈଶ୍ବରଙ୍କ ଦୟା ଆର୍ଶୀବାଦ ପାଇଥାଉ ।

ଅଶ୍ଵତଥ ଗଛରେ ଶ୍ରୀ ହରି ବିଷ୍ଣୁଙ୍କ ଛଡା ତେତିଶ କୋଟି ଦେବଦେବୀ ମାନଙ୍କ ନିବାସ ସ୍ଥାନ ରହିଛି । ଏହା ସହିତ ଆମ ପିତୃପୁରୁଷ ମାନଙ୍କ ଆତ୍ମା ମଧ୍ୟ ଏହି ଗଛରେ ନିବାସ କରିଥାନ୍ତି । ଆଜି ମୁଁ ଆପଣାମାନଙ୍କୁ ଏପରି ଏକ ଉପାୟ କହିବି ଯଦି ଆପଣ ଶନିବାର ଦିନ ଏହି ଉପାୟକୁ କରନ୍ତି । ତେବେ ନିଶ୍ଚିତ ଭାବରେ ଆପଣଙ୍କ ଜୀବନ ପରିବର୍ତ୍ତନ ହୋଇଯାଇଥାଏ । ଏହି ଉପାୟକୁ କରିଥିବା ସମୟରେ ଯଦି ଆପଣଙ୍କ ମନରେ କୋଣସି ମନ କାମନା ରହିଥାଏ , ତାହା ସଫଳ ହୋଇଯାଇଥାଏ ।

ଯଦି ଆପଣଙ୍କୁ ପାରିବାରିକ ସ୍ତରରେ ସମସ୍ୟା ରହିଥାଏ ବା ଚାକିରୀ ମିଳୁନଥାଏ , ଯେତେ ଅର୍ଥ ଉପାର୍ଜନ କଲେ ମଧ୍ୟ ତାହା ନ ରହିଥାଏ । ଏହି ସବୁ ପରିସ୍ଥିତିରେ ଆପଣଙ୍କୁ ଏହି ଉପାୟ କରିବା ଉଚିତ୍ । ଏହି ଉପାୟକୁ ଆଗରୁ କରାଯାଇଅଛି ଏବଂ ଏହା ଏକ ବିଶ୍ଵସ୍ତ ଧାରଣର ଉପାୟ ଅଟେ । ତେଣୁ ଏହାକୁ ବିଶ୍ଵାସ ଦ୍ଵାରା କରିବା ଦ୍ଵାରା ଏହା ଆପଣଙ୍କ ଜୀବନରେ ଥିବା ସମସ୍ତ ଅସୁବିଧା କୁ ସମ୍ପୁର୍ଣ୍ଣ ଦୂର କରିଥାଏ ।

ଶନିବାର ଦିନ ଆପଣ ଯେକୋଣସି ଅଶ୍ଵତଥ ଗଛର ତଳେ ଏହି ଉପାୟ କୁ କରିନବେ ଏବଂ ଏହାର ଆବଶ୍ୟକ ଜିନିଷ ହେଲା ତୁଳା , ଲାଲ ରଙ୍ଗର ଦାଗା , ଲାଲ ରଙ୍ଗ ସୂତା ଯାହାକୁ ଆମେ ପୂଜା ପରେ ହାତ ରେ ବାନ୍ଧିଥାଉ , ଏହା ଛଡା ଅଟା ର ଦୀପକ ଏବଂ ଗାଈ ର ଘିଅ ଓ ରାଶି ତେଲ । ଏହି ସବୁ ଜିନିଷ କୁ ନେଇ ଆମକୁ ସନ୍ଧ୍ୟା ସମୟରେ ଯେଉଁ ଗଛରେ ଅଧିକ ପୂଜା କରାଯାଉଥିବେ ସେହି ଅଶ୍ଵତଥ ଗଛ ପାଖରେ ଯିବେ ସର୍ବ ପ୍ରଥମେ ଅଶ୍ଵତଥ ଗଛ କୁ ପ୍ରଣାମ କରିବେ ଏବଂ ସମସ୍ତ ଦେବଦେବୀମାନଙ୍କୁ ପ୍ରଣାମ କରିବେ ଏହା ସହିତ ଶନିଦେବ କୁ ପ୍ରଣାମ କରିବେ ।

କାରଣ ଶନିବାର ଦିନ ଆମେ ଏହି ଉପାୟ କରିଥିବାରୁ ତାହାଙ୍କୁ ସ୍ମରଣ କରିବା ତା ପରେ ଅଟା ର ଦୀପରେ ଘିଅ ଦେଇ ଜଳେଇବେ ଏବେ ଅଶ୍ଵତଥ ଗଛର ଗୋଟିଏ ପତ୍ର ଉପରେ ତୁଳାକୁ ଅଧା କରି ନିଜର ଇଛାକୁ ଅଙ୍ଗୁଳି ରେ ଲେଖିବେ ଏବଂ ଏହି ପତ୍ର ରେ ଆପଣ ଆଣିଥିବା ଲାଲ ଦାଗା କୁ ସାତ ଥର ଗୁଡାଇ ନେବେ ଓ ବଞ୍ଚିଥିବା ଦାଗ କୁ ନିଜର  ଡାହାଣ ହାତରେ ବାନ୍ଧି ନେବେ ।

ଏବେ ଗଛର ର ମୂଳରେ ବସି ଓମ ହିମ ବାଟ ସ୍ଵଃ ମନ୍ତ୍ର ଜପ କରିବେ । ଏବେ ଆପଣ ନେଇକି ଯାଇଥିବେ ଲାଲ ରଙ୍ଗ ର କନା ରେ ଗଛର ମାଟି ଆଣି ଘରେ ରଖିବେ । ଏହି ଉପାୟକୁ କେବଳ ଗୋଟାଏ ଶନିବାର କରନ୍ତୁ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button