ରାଜ୍ୟ

ଶେଷ ପର୍ଯ୍ୟାୟକୁ ପହଞ୍ଚିଲା ରେଳ ଟନେଲ କାମ, ଦୁଇଟି ନିର୍ମାଣାଧୀନ ଟନେଲରେ ଚାଲିଛି ରେଳ ଧାରଣା

ହରଭଙ୍ଗା: ଖୋର୍ଦ୍ଧା-ବଲାଙ୍ଗିର ରେଳ ପଥର ବୌଦ୍ଧ ଜିଲାରେ ଥିବା ୪ ଟି ରେଳ ଟନେଲ ମଧ୍ୟରୁ ୫ ନମ୍ବର ଓ ୬ ନମ୍ବର ରେଳ ଟନେଲ କାମ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।  ନିର୍ମାଣାଧୀନ ଏହି ଦୁଇଟି ଟନେଲ ଭିତରେ ରେଳ ଧାରଣା, ଲାଇଟ ସିଷ୍ଟମ ଭଳି କାର୍ଯ୍ୟ ପ୍ରାୟ ସରିଗଲାଣି । ୫ ନମ୍ବର ଟନେଲ ଓ ୬ନମ୍ବର ଟନେଲ ମୁହଁମୁହିଁ ରହିଥିବାବେଳେ ଦୁଇଟି ଟନେଲ ମଧ୍ୟରେ ଦୂରତା ୪୫୦ ମିଟର ହେବ ।  ଟନେଲ କାର୍ଯ୍ୟ କେତେଦୂର ଅଗ୍ରଗତି ହୋଇଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button