ମନୋରଞ୍ଜନ

କେବଳ ଦୀପିକା ଓ ଅନୁଷ୍କା ନୁହେଁ ବରଂ ଏହି ବଲିଉଡ ଆକ୍ଟ୍ରେସମାନେ ମଧ୍ୟ ପିନ୍ଧନ୍ତି ୯୦ ଲକ୍ଷ ଟଙ୍କାର ମୁଦି

ବଲିଓଡ଼ର ଆକ୍ଟ୍ରେସଙ୍କ କିଛି ଟ୍ରେଡିଂ ସୁନାଗହଣା ଡିଜାଇନ ବିଷୟରେ ଜାଣନ୍ତୁ, ଯେଉଁଥିରୁ ଆପଣ କିଛି ଆଇଡିଆ ନେଇ ପାରିବେ, ଯେମିତି ଏହି ବର୍ଷ ବିବାହରେ କରୋନାର ଡର ଚାରି ଆଡେ଼ ମାତିଛି, କିନ୍ତୁ ଆପଣ ମାନେ ପ୍ରଥମରୁ ଜାଣିଛନ୍ତି କି ଆପଣଙ୍କ ଫେବ୍ରେଟ ଆକ୍ଟ୍ରେସଙ୍କ ପସନ୍ଦ କଣ ବୋଲି । ଯେମିତି ଦୀପିକା ପାଦୁକୋନଙ୍କ ମଙ୍ଗଳସୂତ୍ର 20 ଲକ୍ଷ୍ୟ ଟଙ୍କାର ଥିଲା, ଯାହାକୁ ସେ ତାଙ୍କ ବାହାଘରରେ ପିନ୍ଧିଥିଲେ ।

ସେହିପରି ପ୍ରିୟଙ୍କା ଚୋପଡା ନିଜ ବାହାଘରର ସବୁ ଅନୁଷ୍ଠାନ ରେ କୋଟିଏ ଟଙ୍କାର ସୁନାଗହଣା ପିନ୍ଧିଥିଲେ । ଏତିକି ନୁହେଁ କିଛି ସାମ୍ବାଦିକ ମାନେ କହିଛନ୍ତି କି ପ୍ରିୟଙ୍କା ତାଙ୍କ ନିଜ ବ୍ୟାଚେଲର ପାର୍ଟିରେ ମଧ୍ୟ ଅତିକମରେ 1 10 କୋଟି ଟଙ୍କାର ସୁନାଗହଣା ପିନ୍ଧିଥିଲେ ।

ସନି ଲିଓନି ସିଖ ରୀତି ରିୱାଜ ବା ପରମ୍ପରାରେ ବିବାହ କରିଥିଲେ, ଯେମିତି କି ଆପଣ ଦେଖି ପାରିବେ ସେ ବହୁତ ଶିମ୍ପୁଲ ସୁନାଗହଣା ପିନ୍ଧିଥିବା ନଜର ଆସୁଛନ୍ତି, ସନି ଲିଓନି ତାଙ୍କର ବିବାହର ଫଟୋ ସବୁ ଇଷ୍ଟାଗ୍ରାମରେ ସେୟାର କରିଥିଲେ ।

ଅନୁଷ୍କା ଶର୍ମାଙ୍କ ବାହାଘରର ଫଟୋ ଦେଖି କେତେ ଲୋକଙ୍କର ବାହା ହେବାପାଇଁ ଆଶା ହେଉଥିଲା କାହିଁକି ନା ତାଙ୍କୁ ଏମିତି ସଜ ହେବାର ଇଛା ହେଉଥିଲା, କହିଦେଉଛୁ କି ତାଙ୍କର ଅଧିକାଂଶ ଜ୍ବେଲେରୀ ସବ୍ୟସାଚ୍ଚି ର ଥିଲା । ଯାହାର ଡିଜାଇନ ସହିତ ଦାମ ବି କୋଟି କୋଟି ଟଙ୍କା ଅଟେ ।

ସୋନମ କପୁର ପରି ଷ୍ଟାଇଲ ଦିଭାପାଇଁ କଣ ବା କୁହାଯିବ, ତାଙ୍କର ନିର୍ବନ୍ଧର ମୁଦି ହେଉଛି 90 ଲକ୍ଷ ଟଙ୍କା ଥିଲା, ତେବେ ଆପଣ ନିଜେ ହିଁ ଅନୁମାନ ଲଗାନ୍ତୁ କି ବାହାଘରର ସୁନାଗହଣା ଉପରେ କେତେ ଖର୍ଚ୍ଚ ହୋଇଥିବ, ମୁଖ୍ୟ କଥା ଏହା କି ସୋନମ ନର୍ମାଲ ଦିନରେ ଯେଉଁ ସବୁ କପଡା ପିନ୍ଧନ୍ତି ତାହା କୌଣସି ନା କୌଣସି ବ୍ରାଣ୍ଡର ହୋଇଥାଏ ଓ ବହୁତ ଦାମିକିଆ ମଧ୍ୟ ହୋଇଥାଏ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button