ରାଜ୍ୟ

ଭଦ୍ରକରେ ମିଳିବ ଗୁପ୍ତ ରତ୍ନ ଭଣ୍ଡାର ସନ୍ଧାନ ଦେଖନ୍ତୁ କଣ କହୁଚି ମାଳିକା ବଚନ

ଭବିଷ୍ୟ ଦେଉଛି ଇଙ୍ଗିତ।ଆସୁଛି ପ୍ରଳୟ ର ସମୟ।ଯେଉଁ ସମୟରେ ବଦଳିବ କାଳ ର ଚକ୍ର।ଭକ୍ତମାନେ ଡାକି ବେ ତ୍ରାହି ତ୍ରାହି। ଆଉ ଯେଉଁ ସମୟରେ ଗୁପ୍ତ ଭାବେ ଲୁଚି ରହିଥିବା ଏକ ସ୍ଥାନରୁ ବାହାରିବ ଧନ ସଂପତ୍ତି।ଏହି ଜାଗା ଟି ହେଉଛି ଭଦ୍ରକ ଜିଲ୍ଲାର ଭଣ୍ଡାରି ପୋଖରୀ।ଯେଉଁଠାରେ ରହିଛି ଏକ ଶିଳା ଲେଖ।ଏବଂ ଶିଳା ଲେଖରେ ଦେବ ନଗରୀ ଭାଷାରେ ଲେଖା ଯାଇଛି ଗୁପ୍ତ ରତ୍ନ ଭଣ୍ଡାର ର ରହସ୍ୟ।
ଯେଉଁ ରତ୍ନ ଭଣ୍ଡାର କୁ ପ୍ରାପ୍ତ କରିବେ ଜଣେ ଦେବାତ୍ମା।ଆଉ ଯାହାଙ୍କର ସାହାର୍ଯ୍ୟ ଫଳରେ ଏହି ଧନ ରତ୍ନରେ କଲ୍ୟାଣ ହେବ ହାହା କାର କରୁଥିବା ଭୋଗ ଓପାସରେ ଛଟପଟ ହେଉଥିବା ଅନେକ ସାରା ଭକ୍ତଙ୍କର।ତେବେ କିଏ କାହିଁକି ଏତେ ଧନ ରତ୍ନ ଲୁଚାଇ ରଖିଛି ପ୍ରଶ୍ନ ଉଠୁଛି।କଳିଯୁଗ ପାଇଁ ପଞ୍ଚସଖା ଯେଉଁ ଭବିଷ୍ୟବାଣୀ କରି ଯାଇଛନ୍ତି ତାହା ଗୋଟିଏ ପରେ ଗୋଟିଏ ସତ ହେବାକୁ ଯାଉଛି।ଏବଂ ସେଥିରୁ କିଛି ଘଟଣା ଘଟି ମଧ୍ୟ ସାରିଲାଣି।
କଳିଯୁଗ ଶେଷରେ ଗୁପ୍ତ ଭାବରେ ରହିଥିବା ମାଳିକା ବର୍ଣ୍ଣିତ ସ୍ଥାନ ଗୁଡ଼ିକ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।ଯେଉଁଠି ପ୍ରଭୁ କଳକି ରାମ ବିଭିନ୍ନ ଢଙ୍ଗରେ ତାଙ୍କର ଲୀଳା କରିବେ।ଏମିତି ଜାଗା ରହିଛି ଯେଉଁଠି ଭକ୍ତ ମାନଙ୍କୁ କଳିଯୁଗ ଶେଷରେ ଧନ,ରତ୍ନ,ସୁନା, ଗହଣା, ରୂପା,ହୀରା, ମୋତି, ମାଣିକ ଭଳି ଅନେକ ମୂଲ୍ୟବାନ ଜିନିଷ ଆବିଷ୍କୃତ ହେବ।ଏସବୁ ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହେଉଥିବେ।
ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଭଣ୍ଡାରି ପୋଖରୀ ବ୍ଲକ ଅଧୀନ ବୈତରଣୀ ନଦୀ ନିକଟ ଇତିହାସ ପ୍ରସିଦ୍ଧ ମାଳିକା ବର୍ଣ୍ଣିତ ଗ୍ରାମ ଷୋଳମପୁର କଥା କୁହାଯାଉଛି।ଏଠାରୁ ବହୁତ ଧନ ରତ୍ନ ମିଳିବ ବୋଲି ମାଳିକା ରେ ବର୍ଣ୍ଣିତ ହୋଇଛି।ବର୍ତ୍ତମାନ ଏହି କଥାଟି ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।ଯାହା ବର୍ଣ୍ଣନା କରାଯାଇଛି ତାହା ସବୁ ଘଟୁଛି। ଲୋକମାନେ ବହୁତ ହଇରାଣ ମଧ୍ୟ ହେଉଛନ୍ତି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button