ଦେଖନ୍ତୁ ବାପାଙ୍କ ଦଶାହରେ ପ୍ରୟାଗରାଜ ରେ ବାପା Naba Das ଙ୍କ ଅସ୍ଥି ବିସର୍ଜନ କଲେ ପୁଅ Vishal…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବହୁ ଚର୍ଚିତ କ୍ଯାବିନେଟ ତଥା ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କ ନିକଟ ଅତୀତରେ ପରଲୋକ ଘଟିଥିଲା । ତେବେ ତାଙ୍କର ପରଲୋକଙ୍କୁ ବିଗତ ୧୦ ଦିନ ବିତିଯାଇଛି । ତେବେ ଆଜି ହେଉଛି ସ୍ଵର୍ଗତ ନବ ଦାସଙ୍କର ଦଶାହ । ତେବେ ମନ୍ତ୍ରୀ ନବ ଦାସଙ୍କ ଘରେ ଦଶାହ କର୍ମ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଅଛି । ତେବେ ଏପଟେ ପ୍ରୟାଗରାଯ ଠାରେ ମନ୍ତ୍ରୀ ନବ ଦାସଙ୍କ ପୁଅ ନିଜ ବାପାଙ୍କ ଅସ୍ଥି ନେଇ ଏଠାକୁ ବିସର୍ଜନ କରିବା ପାଇଁ ଆସିଛନ୍ତି ।

ତେବେ ଗତ କାଲି ଠାରୁ ହିଁ କଡା ସୁରକ୍ଷା ବଳୟ ମଧ୍ୟରେ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଲଙ୍କୁ ନିଜ ବାପାଙ୍କ ଅସ୍ଥି ବିସର୍ଜନ କରିବା ନିମନ୍ତେ ପ୍ରୟାଗରାଯକୁ ଅଣା ଯାଇଥିଲା । ତେବେ ଆଜି ବାପାଙ୍କର ଦଶାହ କର୍ମ ଥିବାରୁ ପ୍ରୟାଗରାଯ ଠାରେ ସ୍ଵର୍ଗତ ପିତାଙ୍କର ମୋକ୍ଷ ପ୍ରାପ୍ତି ତଥା ତାଙ୍କର ଅମର ଆତ୍ମାର ସଦ ଗତି ନିମନ୍ତେ ପୂଜା ଅର୍ଚନା କରିଛନ୍ତି । ଏହା ସହିତ ନବ ଦାସଙ୍କ ଗୋଟିଏ ବୋଲି ପୁଅ ବିଶାଲ ନଣ୍ଡା ହୋଇ ବାପାଙ୍କ ସମସ୍ତ ଅସ୍ଥି ବିସର୍ଜନର କର୍ମ ମଧ୍ୟ ପାଳନ କରିଛନ୍ତି ।
ଏହା ସହିତ ବାପାଙ୍କ ଅସ୍ଥି ନେଇ ପ୍ରୟାଗରାଯ ସ୍ଥିତ ନଦୀରେ ବିସର୍ଜନ ମଧ୍ୟ କରିଛନ୍ତି । ବ୍ରାହ୍ମଣଙ୍କ କହିବା ଅନୁଯାଇ ନଦୀରେ ବୁଡ ପକାଇ ନିଜ ବାପାଙ୍କ ଆତ୍ମାର ମୋକ୍ଷ ଓ ଶାନ୍ତି ପାଇଁ ପ୍ରାଥନା କରିଛନ୍ତି । ତେବେ ବହୁ ଚର୍ଚିତ ମନ୍ତ୍ରୀ ନବ ଦାସ ହତୟଆ ମାମଲାକୁ ଗତ ୧୦ ଦିନ କାଳ ବିତିଯାଇଛି । ଏପଟେ ମନ୍ତ୍ରୀ ନବ ଦାସଙ୍କର ଆତ୍ମାର ଶାନ୍ତି ପାଇଁ ଦଶାହ କର୍ମ ଚାଲିଛି ।
ସେପଟେ କ୍ର-ଆ ଇ-ମ ବ୍ରାଞ୍ଚ ଟିମର ନବ ଦାସ ହତୟଆ ପଛରେ ଥିବା ଷ-ଅଡ-ଯ-ଅନ୍ତ୍ରକୁ ଖୋଜିବାରେ ନିଜର ତଦନ୍ତ ଜାରୀ ରଖିଛି । ତେବେ ମନ୍ତ୍ରୀ ମନ ଦାସଙ୍କୁ gulee କରିଥିବା ବହିସ୍କୃତ ପୋଲିସ କର୍ମଚାରୀ ଗୋପାଳଙ୍କୁ ପୋଲିସ କାବୁ ରଖି ନିଜର ପଚରା ଉଚରା ଜାରୀ ରଖିଛି ।

ତେବେ ଏହାରି ଭିତରେ କିଛି କିଛି ତଥ୍ୟ ମଧ୍ୟ ଗୋପାଳ ଦାସ ମୁହଁରୁ ଶୁଣିବାକୁ ମିଳିଛି।




