ମନୋରଞ୍ଜନ

Pintuଙ୍କ ବ୍ୟବହାରକୁ ନେଇ ରାଗିଲେ ଫ୍ୟାନ୍ସ, ଆଜି ସକାଳୁ Video ହେଲା Delete… ଦେଖନ୍ତୁ କଣ ସମ୍ପୂର୍ଣ୍ଣ ଘଟଣା

ବନ୍ଧୁଗଣ ଗତକାଲି ଏକ ଖବର ଆସିଥିଲା କି ଲୋକେ କହୁଛନ୍ତି ୟୂଟ୍ଯୂବର ରୂପା ପିଣ୍ଟୁ ବଦଳି ଗଲେଣି । ତାଙ୍କ ଆଚରଣ, ବ୍ୟବହାର, ଚାଲିଚଳନ, ହାବଭାବ ସବୁ କିଛି ପରିବର୍ତ୍ତନ ହୋଇ ଯାଇଛି । ଏମିତିକି କୁଆଡେ ତାଙ୍କ ସହ ରହୁଥିବା ପିଲା ମାନଙ୍କୁ ସେ କେବେ ଡ୍ରାଇଭର ତ ଆଉ କେବେ କ୍ଯାମେରା ମ୍ୟାନ କହୁଛନ୍ତି । କେବେ ଗୁପ୍ଚୁପ ବାଲା କୁ ତାଙ୍କର ଔକାତ ଦେଖାଉଛନ୍ତି ।

ଏମିତିକି ତାଙ୍କ ଭଉଣୀ ସୁନା ସହ ମଧ୍ୟ ଏବେ ଆଉ ପଡୁ ନାହି । ଏହି ଖବର ସେତେବେଳେ ପ୍ରସାର ହେଲା ଯେବେ ରୂପା ପିଣ୍ଟୁ ପବ୍ଲିକ ଫିଗର ପାଲଟି ଯାଇଛନ୍ତି । ଯେବେ ରୂପା ପିଣ୍ଟୁ ଙ୍କୁ ଶହ ଶହ ଲୋକ ପସନ୍ଦ କରୁଛନ୍ତି ଯେବେ ରୂପା ପିଣ୍ଟୁଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଅପ୍ଲୋଡ ହେବା ପରେ ମାତ୍ର ଘଣ୍ଟାକରେ 10 ଲକ୍ଷ ରୁ ଅଧିକ ଲୋକ ଦେଖୁଛନ୍ତି ଠିକ ସେତିକି ବେଳେ ଦୁହେଁ ସେଲିବ୍ରେଟି ।

ଆଉ ସେଲିବ୍ରେଟି କ୍ୟାମେରା ଆଗରେ ଆସି ତାଙ୍କ ବନ୍ଧୁ ହାପି, ଭଉଣୀ ସୁନା କୁ ଯାହା ସବୁ କହିଲେ ତାକୁ ସହଜରେ ଗ୍ରହଣ କରିପାରିଲେ ନାହି ଫ୍ୟାନ୍ସ ମାନେ । ଖାଲି ଦର୍ଶକ କମେଣ୍ଟ କରି ନ ଥିଲେ ବରଂ ହାପି ଓ ସୁନା ବି ଆଟାକ କରିଥିଲେ । ଯାହାକୁ ବର୍ତ୍ତମାନ ଡ଼ିଲିଟ କରି ଦିଆ ଯାଇଛି ଆଉ ଯାହାକୁ ନେଇ ଗତ କାଲି ଖବର ବାହାରି ଥିଲା । ଦର୍ଶକ ବନ୍ଧୁ ବିବାଦ ରୂପା, ପିଣ୍ଟୁ, ହାପି ଓ ତାଙ୍କ ଭଉଣୀ ସୁନା କୁ ନେଇ ହୋଇଛି ।

ଆଉ ସବୁଠାରୁ ଜରୁରୀ କଥା ଏ ସମସ୍ତଙ୍କର ନିଜସ୍ଵ ୟୂଟ୍ଯୂବ ଚ୍ଯାନେଲ ଅଛି । ଜାହକୁ ନେଇ ବିବାଦ, ଯାହା ପାଇଁ ବିବାଦ ହାପିଙ୍କର ୟୂଟ୍ଯୂବ ଚ୍ୟାନେଲର ନାମ ହେଉଛି ଅଲୱେଜ ହାପି ଲାଇଫ ଯାହା ଏଇ ସଜସଜ ଖୋଲା ହୋଇଛି । ପିଣ୍ଟୁଙ୍କ ତଳ ଭଉଣୀ ସୁନା ଯାହାର ୟୂଟ୍ଯୂବ ଚ୍ୟାନେଲର ନାମ ହେଉଛି ଅରୁଣ ସୁନା ଏକ୍ସପ୍ରେସ ।

ଯାହାର ସବ-ସ୍କ୍ରାଇବର ଅଛି 1 ଲକ୍ଷ 27 ହଜାର । ପିଣ୍ଟୁଙ୍କ ବଡ ଭଉଣୀଙ୍କର ୟୂଟ୍ଯୂବ ଚ୍ଯାନେଲ ଅଛି ଯାହା ସବୁଠୁ ବଡ କଥା ଆଉ ଯାହାର ନାମ ହେଉଛି ଧନ ଏକ୍ସପ୍ରେସ । ଯାହାର ସବ-ସ୍କ୍ରାଇବର ଅଛନ୍ତି 75ହଜାର । ବର୍ଷକ ହେବ ଧନ ଏକ୍ସପ୍ରେସ ରେ ଭିଡିଓ ପଡୁ ନାହି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button