ଦେଶ- ବିଦେଶ

ବାପାଙ୍କ ପାଖକୁ ପୁଅର ଚିଠି, “ବାପା ଟେବୁଲ ଉପରେ 60 ଟଙ୍କା ରଖିଦେଇଛି, ମୁଁ ଚାଲିଯାଉଛି ଆଉ କେବେବି ଆସିବିନି”…

ନମସ୍କାର ବନ୍ଧୁଗଣ । ସୂଚନା ମୁତବାକ ବାପାଙ୍କ ନିକଟକୁ ଚିଠି ଲେଖି ସବୁ ଦିନପାଇ ଛାଡି  ଚାଲିଯାଇଛି ପୁଅ । ହଁ ଦର୍ଶକବନ୍ଧୁ 60 ଟଙ୍କା ପାଇଁ ନିଜ ଜୀବନ ଦେଇଦେଲା ଦଶମ ଶ୍ରେଣୀରେ ପଢୁଥିବା ପିଲା । ଚିଠିଟି ପଢିବା ପରେ ବାପାମାଆ ଫାଟି ଫାଟି କାନ୍ଦିପଡ଼ୁଛନ୍ତି । ଏଭକି ଘଟଣା ଦେଖିବାକୁ ଜଗସିଂପୁର ସଦରଥାନା ଅନ୍ତର୍ଗତ ଗାଲୁପଡା ଅଞ୍ଚଳରେ ।

ବାପା ପ୍ରକାଶ ରାଉତ ଓ ମା ରଶ୍ମି  ରେଖା ମହାପାତ୍ରଙ୍କ 15 ବର୍ଷର ପୁଅ ଉଦ୍ୟୁମ୍ନ ରାଉତ ରହୁଥିଲେ । ବାପାମା ଉଭୟ ସରକାରି ବିଦ୍ୟାଳୟରେ ଶିକ୍ଷକ ଓ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟ କରନ୍ତି । ସେମାନଙ୍କ ଗୋଟିଏ ଅଳିଅଳ ସନ୍ତାନ ହେଉଛି ଉଦ୍ୟୁମ୍ନ ଯାହାକୁ ଉଭୟ ବହୁତ ଭଲ ପାଉଥିଲେ । ସାନବୀକୁ ହିଁ ତାଙ୍କୁ ସବୁକିଛି ଦେଇ ବହୁତ ଶ୍ରଦ୍ଧା ବଢେଇଥିଲେ ।

ବାପାମାଆଙ୍କ ଅନୁପସ୍ଥିତିରେ ଉଦ୍ୟୁମ୍ନ ଚିଠି ଲେଖି ଜୀବନ ହାରିଥିଲେ  ଏବଂ ଚିଠିରେ ଲେଖିଥିଲେ କି ବାପା ମୁଁ ଆପଣଙ୍କ 60 ଟଙ୍କା ଟେବୁଲ ଉପରେ ରଖିଛି ଆଉ ମୋର ମରଣ ପଛରେ କେହି ଦାୟୀ ନୁହନ୍ତି । ଏହି ଚିଠିଟି ପଢି ବାପା ଚେତାଶୂନ୍ୟ ଏହି କାନ୍ଦୁଛନ୍ତି କାରଣ ବାପା ତୋ ତାଙ୍କୁ ଆକଟ କରିବାକୁ ଗାଳି ଦେଇଥିଲେ ।କିଏ  ବା ଜାଣିଥିଲା ବାପାମା ‘ ପ୍ରେମ ଯେ ଗାଳିରେ ଥିଲା ତାହା ନ ବୁଝି ପୁଅ ଚାଲିଯିବ  ଅପେରା ରାଇଜକୁ ।

ଏବେ ସେଇ ବାପାମା ‘ ଙ୍କୁ କିଏ ଚୁପ କରିବ କାରଣ ନିଜ ଗାଁ ଘର ଛାଡି ପୁଅର ପାଠପଢା  ପାଇଁ ଗାଲୁପଡାରେ ଭଡା ଘରେ ରହୁଥିଲେ । ବାପାମା’ ଙ୍କ  ଆଖୁରୁ ଲୁହ ଶୁଖୁନି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button