ବାର୍ ରେ ନାଚିବା ପାଇଁ ସାହସ ରଖୁଥିବା ଝିଅ, ଶୁଭଲକ୍ଷ୍ମୀ କାହିଁକି ବୁଝି ପାରିଲେନି ଅଙ୍କଲଙ୍କ ଷଡଯନ୍ତ୍ରକୁ

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଶୁଭଲକ୍ଷ୍ମୀଙ୍କ ମୃ-ତ୍ୟୁ ଖବର ବାବଦରେ ସାମ୍ନାକୁ ଆସୁଛି ଗୋଟାଏ ପରେ ଗୋଟାଏ ରହସ୍ୟ । ଶୁଭଲକ୍ଷ୍ମୀ ଏପରି ଝିଅ ଥିଲେ ଯିଏ କି ବାର ରେ ପୁରୁଷମାନଙ୍କ ଆଗରେ ସାହସ ସହିତ ଡ୍ୟାନ୍ସ କରୁଥିଲେ ଏବଂ ବୟସ ସିନା କମ୍ ଥିଲା କିନ୍ତୁ ତାଙ୍କ ମସ୍ତିସ୍ଜ ସମ୍ପୂର୍ଣ ପରିପକ୍ଵତା ପ୍ରାପ୍ତ କରିଦେଇଥିଲା । ଚୁଲବୁଲ ସ୍ଵଭାବ ଥିବା ଶୁଭଲକ୍ଷ୍ମୀ ଇନଷ୍ଟା ରେ ରିଲସ କରି ନିଜର ଅଲଗା ପରିଚୟ ସୃଷ୍ଟି କରିଥିଲେ ।

ବୋଧେ ହୁଏ ତାଙ୍କ ସୁନ୍ଦରତା ଦେଖି ସେ ସବୁ କିଛି କରିବାର ସାହସ ସଂଯୋଗ କରୁଥିଲେ । ମାତ୍ର ଏତେ ସାହସୀ ଝିଅ କଣ କେବେ ନିଜ ପ୍ରାଣ ନିଜ ହାତରେ ସମାପ୍ତ କରିବାକୁ ଚାହିଁବ । ଏବା ବିଶ୍ବାସର ବିଷୟ ହେଉନି । ଯେବେ ପୋଲିସ ଶୁଭଲକ୍ଷ୍ମୀଙ୍କ ଘଟଣା କୁ ତଦନ୍ତ କରିଥିଲେ । ତେବେ ପୋଲିସ ଆଖିରେ ଥିଲେ ଦୁଇ ଜଣ ପ୍ରଥମେ ବାର ର ଏଜେନ୍ଟ ଭାବରେ କାମ କରୁଥିବା ସଞ୍ଜୟ ଓ ଧନୀ ପୁଅ ଅନିଲ ।
ତେବେ ଶୁଭଲକ୍ଷ୍ମୀଙ୍କ ଘଟଣା ପରଠାରୁ ଶୁଭଲକ୍ଷ୍ମୀଙ୍କୁ ବାର ର ଜଗତ ରେ ପରିଚୟ କରେଇଥିବା ଅଙ୍କଲ ଏବେ କୁଆଡେ ଦେଖାଯାଉ ନାହାଁନ୍ତି । ସାଧାରଣତଃ ପାଠ ପାଢୀ ରୋଜଗାର କରିବାର ଅନେକ ଉପାୟମାନ ରହିଛି ଯଥା ପାର୍ଟ ଟାଇମ ଚାକିରୀ ବା ଟ୍ଯୁସନ ଆଦି କରି ଟଙ୍କା ରୋଜଗାର କରିବା ହେବ । ମାତ୍ର ଏହି ଅଙ୍କଲ ଶୁଭଲକ୍ଷ୍ମୀକୁ ବାର ରେ ଡ୍ୟାନ୍ସ କରି ଟଙ୍କା କମାଇବାର ମାର୍ଗ ଦେଖାଇଥିଲେ ।

ଯାହା ଫଳରେ ବାର କୁ ଗ୍ରାହକ ଭାବରେ ଆସିଥିବା ଧନୀ ଅନିଲ ଶୁଭଲକ୍ଷ୍ମୀଙ୍କୁ ତାଙ୍କ ପ୍ରେମ ଜାଲରେ ପଶାଇଦେଇଥିଲେ ଏବଂ ଅଳ୍ପ ଦିନରେ ହିଁ ତାଙ୍କ ବାପାମାଆ ଙ୍କୁ ଦେଖାଇବ ଏସବୁ ଦେଖି ଶୁଭଲକ୍ଷ୍ମୀଙ୍କ ସାହସ ବଢିଯାଇଥିଲା ।ମାତ୍ର ଗୋଟିଏ ଭିଡିଓ ତାଙ୍କ ଜୀବନକ୍କୁ ପରିବର୍ତ୍ତନ କରି ଦେଇଥିଲା ତେବେ ସେହି ଭିଡିଓ ସମ୍ବନ୍ଧରେ ଅଙ୍କଲ ନିଶ୍ଚିତ ଜାଣିଥିବେ କାରଣ ଏହି ଭିଡିଓ ଯୋଗୁଁ ଶୁଭଲକ୍ଷ୍ମୀ ମାନସିକ ନିର୍ଯ୍ୟାତନା ପାଉଥିଲେ ।
ତେବେ କଣ ଶୁଭଲକ୍ଷ୍ମୀ ଷଡଯନ୍ତ୍ରର ଶିକାର ହୋଇଥିଲେ ? ଏଣୁ ପୋଲିସ ବାର ର ମାଲିକକୁ ଖୋଜିବାରେ ଲାଗିଛି ।



