ଏହି ନବରାତ୍ରୀରେ ଆପଣଙ୍କୁ କେଉଁ ଖୁସି ଖବର ମିଳିବାକୁ ଯାଉଛି… ଜାଣିବା ପାଇଁ ଏକ ମନ୍ଦାର ଫୁଲ ଚୟନ କରି ନିଅନ୍ତୁ, Tarot Card

ପବିତ୍ର ନବରାତ୍ରୀ ଅବସରରେ ଆପଣ ମାନଙ୍କୁ ଅନେକ ସ୍ଵାଗତ ଜଣାଉଛି । ତେବେ ଏହି ନବରାତ୍ରୀର ଶୁଭ ଅବସରରେ ସବୁଆଡେ ମା’ ଙ୍କର ଧୂମଧାମରେ ପୂଜା ଅନୁଷ୍ଠିତ ହେଉଛି । ତେବେ ଆପଣ ମାନେ ଯଦି ଏହି ନବରାତ୍ରୀ ସମୟରେ ଆପଣଙ୍କୁ କେଉଁ ଖୁସି ଖବର ମିଳିବା ପାଇଁ ଯାଉଛି ? ତାହା ଜାଣିବାକୁ ଚାହୁଁଥାନ୍ତି । ତେବେ ଆପଣ 3 ଟି ମନ୍ଦାର ଫୁଲ ମଧ୍ୟରେ ଥିବା କୌଣସି ଏକ ନମ୍ବରକୁ ଚୟନ କରନ୍ତୁ । ନବରାତ୍ରୀରେ ମା’ ଆପଣଙ୍କ ଜୀବନରେ କଣ ପରିବର୍ତ୍ତନ କରିବାକୁ ଆସିଛନ୍ତି । ତାହା ଜାଣି ନିଅନ୍ତୁ ।

1-ଆପଣଙ୍କ ଉପରେ ମା’ ଦୂର୍ଗାଙ୍କର ଆଶ୍ରୀବାଦ ରହିଛି । ଯେଉଁ କାର୍ଯ୍ୟରେ ଗତ କିଛି ଦିନ ଡଋ ସଫଳତା ମିଳୁନଥିଲା । ବାରମ୍ବାର ଆପଣଙ୍କୁ ନିରାଶାର ସାମ୍ନା କରିବାକୁ ପଡୁଥିଲା । ସେହି କାର୍ଯ୍ୟ ଆପଣଙ୍କର ବନିବା ପାଇଁ ଯାଉଛି । ଆପଣଙ୍କଜୀବନରେ କିଛି ଦିନ ଧରି ଯେଉଁ ସବୁ ଛୋଟ ବଡ ଅସୁବିଧାମାନ ଲାଗି ରହୁଥିଲା । ତାହା ମା’ ଙ୍କର କୃପାରୁ ଧୀରେ ଧୀରେ କରି ଦୂର ହେବାକୁ ଯାଉଛି । ହେଲେ ଆପଣ ନିଜର କର୍ମ ଉପରେ ଧ୍ୟାନ ଦେବା ସହ ଭଗବାନଙ୍କ ଉପରେ ଭରଷା ନିଜର ରଖନ୍ତୁ ।

2-ଏହି ନବରାତ୍ରୀ ଆପଣଙ୍କ ପାଇଁ ବହୁତ ସାରା ମା’ ଦୂର୍ଗାଙ୍କ କୃପାରୁ ଖୁସି ନେଇକି ଆସୁଛି । ଯାହା ପାଇଁ ଆପଣ ବହୁ ଦିନରୁ ଅପେକ୍ଷା କରି ବସିଥିଲେ । 3 ଦିନ, 3 ସପ୍ତାହ ବା ଅତି ବେଶିରେ 3 ମାସ ମଧ୍ୟରେ ଆପଣଙ୍କର ଅନେକ କିଛି ୱିଶ ପୂରଣ ହେବାକୁ ଯାଉଛି । ବାହାଘର ପାଇଁ ଇଚ୍ଛୁକ ବ୍ୟକ୍ତିଙ୍କ ବାହାଘରର ଯୋଗ ବନୁଛି । ସନ୍ତାନ ପ୍ରାପ୍ତିର ମଧ୍ୟ ଖୁସି ଖବର ଶୁଣିବାକୁ ମିଳିପାରେ । ଯଦି ଘର କି ଜାଗାବାଡିକୁ ନେଇ କିଛି ସମସ୍ଯା ରହିଥିଲା । ତାହାର ବି ବହୁତ ଶୀଘ୍ର ସମାଧାନ ହେବାର ସମ୍ଭାବନା ରହିଛି ।

3-ଆପଣ ବହୁତ ଧର୍ଯ୍ୟବାନ ବ୍ୟକ୍ତି ଅଟନ୍ତି । ଆପଣଙ୍କର ଯେଉଁ ଏକ ଇଛା ପୂରଣ ହେବାର ସ୍ଵପ୍ନ ରହିଥିଲା । ତାହା ମା’ ଙ୍କ କୃପାରୁ ତାହା ପୂରଣ ହୋଇପାରେ । ଯେଉଁ ମାନେ ବ୍ୟବସାୟ କ୍ଷେତ୍ରରେ କାମ କରୁଛନ୍ତି । ଏହି ନବରାତ୍ରୀ ଠାରୁ ସେମାନେ ବ୍ୟବସାୟରେ ଲାଭବାନ ମଧ୍ୟ ହେବେ । ଆର୍ଥିକ ସ୍ଥିତି ବହୁତ ଭଲ ରହିବା ପାଇଁ ଯାଉଛି । ଆପଣଙ୍କ ଜୀବନରେ ଆଗାମୀ 40 ଦିନ ମଧ୍ୟରେ ଏକ ଭଲ ପରିବର୍ତ୍ତନ ଆସିବା ପାଇଁ ଯାଉଛି । ଭଗବାନଙ୍କ ଉପରେ ଆସ୍ଥା ରଖି ନିଜର କର୍ମପଥରେ ଆଗେଇ ଯାଆନ୍ତୁ । ସଫଳତା ଆପଣଙ୍କ ପଛରେ ଗୋଡାଇବ ।




