ମନୋରଞ୍ଜନ

ସମୁଦ୍ର ରେ ମସ୍ତି କରୁଥିଲେ ସୁସ୍ମିତା ସେନ, ସେତେବେଳେ ହେଲା କିଛି ଏମିତି କି… ଦେଖନ୍ତୁ ଭିଡିଓ

ବଲୀଉଡ ର ଫେମସ ଏକ୍ଟ୍ରେସ ସୁସ୍ମିତା ସେନଙ୍କର ଏହି ଭିଡିଓ ସୋଶଲ ମିଡିଆ ରେ ବହୁତ ଭାଇରାଲ ହେଉଛି । ସମୁଦ୍ର ବେଳାଭୂମିରେ ମସ୍ତି କରୁଥିବା ସୁସ୍ମିତା ସେନଙ୍କର ଏହି ଭିଡିଓ ସୋଶଲ ମିଡିଆ ରେ ପ୍ରଚୁର ମାତ୍ରାରେ ଶେୟାର ହେଉଛି । ବଲୀଉଡ ଅଭିନେତ୍ରୀ ସୁସ୍ମିତା ସେନ ନିଜ ଇନଷ୍ଟାଗ୍ରାମ ଆକାଉନ୍ଟ ରେ ଏହି ଭିଡିଓ ଶେୟାର କରିଛନ୍ତି । ଏହି ଭିଡିଓ ରେ ସୁସ୍ମିତା ନାଚିବାର ଆପଣ ଦେଖିବାକୁ ପାଇବେ । ଏଥିରେ ସୁସ୍ମିତା ମାଲଦ୍ଵୀପ ରେ ସକାଳର ମଜା ନେଉଛନ୍ତି ।

ସୁସ୍ମିତା ଏହି ଭିଡିଓକୁ ଶେ-ୟାର କରି ଲେଖିଲେ “ଆପଣ ଯେତେବେଳେ ମନ ରୁ ଖୁଶି ଥାନ୍ତି ସେତେବେଳ ଆପଣକର ଫେସ ରେ ଏମିତିକ ଗ୍ଲୂ ଆସେ, ଏମିତିକା ସକାଳ, ଏ ସମୁଦ୍ର ଆଉ ବେଳାଭୂମି ଅତି ମନମୁଗ୍ଧ କରିବା ଭଳି ଦୃଶ୍ୟ” । ଏହି ଭିଡିଓ ରେ ସୁସ୍ମିତା ଧଳା ରଙ୍ଗର ଶିଳ୍କ ଡ୍ରେସ ପିନ୍ଧିଛନ୍ତି ।

ସୁସ୍ମିତା ସେନ ଖୋଲା ଚୁଟି ରେ ସେମିତି ବି ବହୁତ ସୁନ୍ଦର ଲାଗନ୍ତି ଏବଂ ଏଠି ବୀଚ ଓ ବିଉଟି କମ୍ବିନେଶନ କିଲିଙ୍ଗ ପର୍ସନାଲିଟୀ ହେଇଯାଇଛି । ଭିଡିଓ ଭାଇରାଲ ହେବା ପରେ ଫ୍ୟାନ୍ସ ବହୁତ କମେନ୍ଟ କରିଛନ୍ତି  ଆଉ ବୋହୁତ ଖୁସି ଅଛନ୍ତି ।ପଣ କୁ ଜଣେଇ ଦବାକୁ  ଚାହୁଁଛୁ କି ସୁସ୍ମିତା ସେଠି ଏକା ନାହାଁନ୍ତି ସେ ତାଙ୍କ ଦୁଇଟି ଝିଅ ରାନୀ ,ଅଲିଶା ଏବଂ ବୟଫ୍ରେନ୍ଡ ରୋହମାନ ଶବ୍ଲଙ୍କ ସହ ଛୁଟି ବିତେଇବାକୁ ଯାଇଛନ୍ତି । ସୁସ୍ମିତା ଶେଠୀ ସ୍କୁବା ଡାଇବିଙ୍ଗ ମଧ୍ୟ ସିଖୁଛନ୍ତି ଯାହାର ତାଙ୍କ ଇନଷ୍ଟାଗ୍ରାମ ରେ ଫୋଟୋ ବି ଅଛି ।

ଏହି ଭିଡିଓ ରେ ଆପଣ ସୁସ୍ମିତାଙ୍କୁ ବହୁତ ମସ୍ତି କରୁଥିବାର ଦେଖିବାକୁ ପାଇବେ ଯେଉଁଥିରେ ସେ କେତେବେଳେ ପାଣି ଭିତରେ ମସ୍ତି କରୁଛନ୍ତି ତ କେବେ ସମୁଦ୍ର କୂଳରେ ନାଚୁଛନ୍ତି । ସେ ତାଙ୍କ ବୟଫ୍ରେନ୍ଡ ସହ ବହୁତ ଦିନ ଧରି ରେଲେସନ ରେ ଅଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button