ଦେଶ- ବିଦେଶ

କେଉଁ ଦିନ ସହବାସ କଲେ କିପରି ପୁତ୍ର ବା କନ୍ୟା ସନ୍ତାନ ହୋଇଥାଏ ?

ପ୍ରତେକ ଦମ୍ପତ୍ତି ଚାହିଁଥାନ୍ତି ଏକ ସନ୍ତାନ । ସନ୍ତାନ ଆସିବା ଦ୍ୱାରା ଘରର ପ୍ରତେକ ଲୋକଙ୍କ ମନରେ ଖୁସି ମଧ୍ୟ ଆଣିଥାଏ । ତେବେ ସନ୍ତାନ ଜନ୍ମ ପାଇଁ ସ୍ୱାମି ଓ ସ୍ତ୍ରୀଙ୍କ ସହବାସ ଆବଶ୍ୟକ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବୁ କେଉଁ ଦିନ ସହବାସ କରିବା ଦ୍ୱାରା କିପରି ଓ କେଉଁ ଶିଶୁ ରହିଥାଏ । ତେବେ ମହିଳା ମାନଙ୍କ ର ଋତୁଶ୍ରାବ ସମୟରେ ଚାରି ଦିନ ପର୍ଯ୍ୟନ୍ତ ସେମାନଙ୍କ ଯୌନା ଅଙ୍ଗରୁ ରକ୍ତ ଶ୍ରାବ ହୋଇଥାଏ । ତେଣୁ ସେହି ମଧ୍ୟ ରେ ସହବାସ କରିବା ଅନୁଚିତ ।

ଋତୁଶ୍ରାବ ର ପଞ୍ଚମ ଦିନ ପରେ ସୁଧ ଭାବେ ସ୍ନାନ ଶୌଚ ହୋଇ ଏହା ପରେ ସହବାସ କରିବା ଉଚିତ । ଋତୁଶ୍ରାବ ର କେଉଁ କେଉଁ ଦିନ ସହବାସ କଲେ କେଉଁ ଫଲ ମିଲେ ତାହା ଆମେ କହିବୁ । ପ୍ରଥମ ଦିନ ଯଦି ସ୍ୱାମୀ ସ୍ତ୍ରୀ ସହବାସ କରନ୍ତି ତେବେ ସ୍ୱାମୀ ଓ ସ୍ତ୍ରୀ ଉଭୟଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଥାଏ ।

ଦ୍ଵିତୀୟ ଦିନ ସହବାସ କରିବା ଦ୍ୱାରା ମୃତ ସନ୍ତାନ ଜନ୍ମ ହୋଇଥାଏ । ତୃତୀୟ ଦିନ ରେ ସହବାସ କଲେ ମୃତ ସନ୍ତାନ ଜନ୍ମ ହୋଇଥାଏ । ଚତୁର୍ଥ ଦିନରେ ସହବାସ କଲେ ଜନ୍ମିତ ସନ୍ତାନ ଦରିଦ୍ର ହୋଇଥାଏ । ପଞ୍ଚମ ଦିନ ସହବାସ କଲେ ସୌଭାଗ୍ୟ ବତୀ କନ୍ୟା ସନ୍ତାନ ଜନ୍ମ ହୁଏ ।

ଷଷ୍ଠ ଦିନ ରେ ସହବାସ କଲେ ପୁତ୍ର ସନ୍ତାନ ଜାତ ହୁଏ ଓ ସନ୍ତାନ ଟି ପିତାଙ୍କ ଭଳି ହୋଇଥାଏ । ସପ୍ତମ ଦିନ ସହବାସ କଲେ ସୁନ୍ଦରୀ ଓ ଗୁଣବନ୍ତ କନ୍ୟା ସନ୍ତାନ ଜାତ ହୁଏ । ଅଷ୍ଟମ ଦିନ ରେ ସହବାସ କଲେ ଧାର୍ମିକ ପୁତ୍ର ଜାତ ହୋଇଥାଏ ।

ନବମ ଦିନ ସହବାସ କଲେ ଭାଗ୍ୟବତୀ କନ୍ୟା ସନ୍ତାନ ଜାତ ହୋଇଥାଏ । ଦଶମ ଦିନ ରେ ସହବାସ କଲେ ଗୁଣବାନ ପୁତ୍ର ଜନ୍ମ ହୁଏ । ଏକାଦଶ ଦିନ ସହବାସ କଲେ ଅଧର୍ମୀ କନ୍ୟା ସନ୍ତାନ ଜାତ ହୁଏ ।

ବାର ଦିନ ସହବାସ କଲେ ଗୋରା ପୁତ୍ର ଜନ୍ମ ହୋଇଥାଏ । ତେର ଦିନ ସହବାସ କଲେ ପାପୀ କନ୍ୟା ଜାତ ହୁଏ । ଚଉଦ ଦିନ ସହବାସ କଲେ ଶୁସିଲ ପୁତ୍ର ସନ୍ତାନ ଜନ୍ମ ହୁଏ । ପନ୍ଦର ଦିନ ରେ ସହବାସ କଲେ ସତୀ କନ୍ୟା ଜାତ ହୁଏ । ଷୋହଳ ଦିନ ସହବାସ କଲେ ବୁଦ୍ଧିମାନ , ଜ୍ଞାନୀ ପୁତ୍ର ସନ୍ତାନ ଜାତ ହୁଏ । ସତର ଦିନ ସହବାସ କଲେ ଗର୍ଭଧାରଣ ହୁଏ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button