ଜ୍ୟୋତିଷ

ଜାଣନ୍ତୁ – ଆପଣଙ୍କ ରାଶି ଅନୁସାରେ କେଉଁ ରଙ୍ଗର ଗାଡି ଆପଣଙ୍କ ପାଇଁ ଶୁଭ

ସମସ୍ତେ ନିଜ ପସନ୍ଦର ଗାଡି କିଣନ୍ତି। କିନ୍ତୁ ଜୋତିଷଶାସ୍ତ୍ର ଅନୁସାରେ ନିଜ ରାଶି ଅନୁସାରେ ରଙ୍ଗକୁ ଶୁଭ ମାନି ଗାଡି କିଣିଲେ ଭବିଷ୍ୟତରେ ସମସ୍ୟା ଆସେ ନାହିଁ। ମେଷ ରାଶି: ନୀଳ ରଙ୍ଗ କିମ୍ବା ଧୂସର ରଙ୍ଗର ଗାଡି କିଣନ୍ତୁ।  ବୃଷ ରାଶି: ଧଳା କିମ୍ବା କ୍ରିମ ରଙ୍ଗର ଗାଡି କିଣନ୍ତୁ। ମିଥୁନ ରାଶି: ସବୁଜ ରଙ୍ଗର ଗାଡି କିଣନ୍ତୁ।  କର୍କଟ ରାଶି: ଚକଲେଟ, ଲାଲ, କଳା ଓ ହଳଦିଆ ରଙ୍ଗର ଗାଡି କିଣନ୍ତୁ। ସିଂହ ରାଶି: ଗ୍ରେ ରଙ୍ଗର ଗାଡି କିଣନ୍ତୁ। କନ୍ୟା ରାଶି: ଧଳା କିମ୍ବା ନୀଳ ରଙ୍ଗର ଗାଡି କିଣନ୍ତୁ।

ରାଶି ଅନୁସାରେ କେଉଁ ରଙ୍ଗର ଗାଡି ଆପଣଙ୍କ ପାଇଁ ଶୁଭ

ତୁଳା ରାଶି:

କଳା ଓ ଧୂସର ରଙ୍ଗର ଗାଡି କିଣନ୍ତୁ।

ବିଛା ରାଶି:

ଧଳା ରଙ୍ଗର ଗାଡି କିଣନ୍ତୁ।

ଧନୁ ରାଶି:

ଲାଲ କିମ୍ବା ସୀଲଭର ରଙ୍ଗର ଗାଡି କିଣନ୍ତୁ।

ମକର ରାଶି:

 

ନୀଳ ଓ ଲାଲ ରଙ୍ଗର ଗାଡି କିଣନ୍ତୁ।

କୁମ୍ଭ ରାଶି:

ଧଳା ଓ ନୀଳ ରଙ୍ଗର ଗାଡି କିଣନ୍ତୁ।

ମୀନ ରାଶି:

ସୁନା ରଙ୍ଗ , ହଳଦିଆ ରଙ୍ଗ ଓ ନାରଙ୍ଗୀ ରଙ୍ଗର ଗାଡି କିଣନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button