ଜ୍ୟୋତିଷ

୧୨ ବର୍ଷ ପରେ ଦୁର୍ଲ୍ଲଭ ଯୋଗ : ଜୁଲାଇ ୭ ପରେ ବଦଳିବ ଅମାନଙ୍କ ଭାଗ୍ୟ

ଦେବଗୁରୁ ବୃହସ୍ପତି ୭ ଜୁଲାଇରେ ଉଦୟ ହେବାକୁ ଯାଉଛନ୍ତି । ପ୍ରାୟ ୧୨ ବର୍ଷ ପରେ ଏଭଳି ଦୁର୍ଲ୍ଲଭ ଯୋଗ ହେବାକୁ ଯାଉଛି । ଗୁରୁ ଉଦୟ ହେବାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ । ମାତ୍ର କିଛି ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ଏମାନଙ୍କର ବ୍ୟବସାୟ ଠାରୁ ଆରମ୍ଭ କରି କର୍ମକ୍ଷେତ୍ର, ପାରିବାରିକ ଜୀବନ, ଧନ ସମ୍ପତ୍ତି ମାମଲାରେ ବଡ ଲାଭ ମିଳିବ।

ବୃଷ : ଶୁଭ ଖବର ମିଳିବ । ଅଟକି ଥିବା କାମରେ ସଫଳତା ସହ ଧନ ପ୍ରାପ୍ତି ହେବ । ବିଭିନ୍ନ କ୍ଷେତ୍ରରେ ସଫଳତା ପାଇବେ । ମନକୁ ଶାନ୍ତି ମିଳିବ । ମାନସିକ ଦୁଃଶ୍ଚିନ୍ତା ଦୂର ହେବ । ପ୍ରଶଂସା ମିଳିବ ।

ସିଂହ : ଏହି ରାଶିଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ଆୟରେ ଖୁବ୍‌ ବୃଦ୍ଧି ହେବ । ବ୍ୟବସାୟରେ ବଡ ଲାଭ ମିଳିବ । ନୂଆ ଜମି, ଭୂମି, ଘର, ଗାଡି କିଣିବାର ଯୋଗ ରହିଛି । ଚାକିରିରେ ପଦନ୍ନୋତି ସହ ନୂଆ ନୂଆ ଦାୟିତ୍ୱ ମିଳିବ । ଚାକିରିରେ ବଡ ଲାଭ ମିଳିବ । ଚିନ୍ତା ଦୂର ହେବ

କନ୍ୟା- ନୂଆ ସଫଳତା ମିଳିବ । ଚାକିରିରେ ଶୁଭ ଖବର ମିଳିବ । ବ୍ୟବସାୟରେ ବଡ ଲାଭ ମିଳିବ । ଯାନ କିଣିବାର ଯୋଗ ରହିଛି । ଅଟକି ଥିବା କାମ ପୂରଣ ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button